Exclusive ଭିଡ଼ିଓ – ଛି..ଛି..ମୋ ଶଶୁର ମୋ ପ୍ରାଇଭେଟ୍ ପାର୍ଟ ରେ ଟଚ୍ କରୁଛନ୍ତି,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଶଶୁରଙ୍କ ନାରେ ବୋହୂ ଆଣିଲେ ଏକ ସଙ୍ଗୀନ ଅଭିଯୋଗ। ଶଶୁର ହୋଇ ବୋହୂଙ୍କୁ ଖରାପ ଦୃଷ୍ଟିରେ ଦେଖୁଥିବାର ଏକ ଅଭିଯୋଗ ଆଣିଛନ୍ତି ନିଜେ ବୋହୂ। ବୋହୂଙ୍କ ଅଭିଯୋଗ ଅନୁସାରେ ଶଶୁର ତାଙ୍କୁ ଖରାପ ଦୃଷ୍ଟିରେ ଦେଖିବା ସହିତ ବିଭିନ୍ନ ସମୟରେ ତାଙ୍କ ପ୍ରାଇଭେଟ୍ ପାର୍ଟକୁ ଟଚ୍ କରିଥାନ୍ତି। ସେ ପରିସ୍ରା କରିବାକୁ ଯିବା ସମୟରେ ମଧ୍ୟ ଶଶୁର ତାଙ୍କ ଉପରେ ନଜର ରଖିଥାନ୍ତି। ଶାଢ଼ୀ ପିନ୍ଧିବା ସମୟରେ ଶଶୁର ବୋହୂକୁ ପାପ ନଜରରେ ଦେଖି ଥାନ୍ତି। ସେ କେବେ ତାଙ୍କୁ ବୋହୂ କି ଝିଅ ନଜରରେ ଦେଖନ୍ତି ନାହିଁ। ଏମିତିକି ଅଶ୍ଳୀଳଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରନ୍ତି ଶଶୁରଙ୍କ ନାରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋହୂ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ସୁକିନ୍ଦା ଥାନା ଅନ୍ତର୍ଗତ କେନ୍ଦୁ ଡିଫି ଥାନା ଅଞ୍ଚଳର ବାବନ ସାହୁ ତାଙ୍କ ବୋହୂ ଟୁନି ସାହୁଙ୍କୁ ଖରାପ ଦୃଷ୍ଟିରେ ଦେଖିବା ସହ ଖୁବ୍ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରନ୍ତି। ତା ସହିତ ଖରାପ ଇଙ୍ଗିତ କରି ବୋହୂର ପ୍ରାଇଭେଟ୍ ପାର୍ଟରେ ଟଚ୍ କରିବାର ଅଭିଯୋଗ ଆଣିଛନ୍ତି ନିଜେ ବୋହୂ ଟୁନି ସାହୁ। ତେବେ ନିଜ ସ୍ତ୍ରୀ ପ୍ରତି ନିଜ ବାପର ଏଭଳି ଅସଦାଚରଣକୁ ବିରୋଧ କରି ଆସୁଥିଲେ ପୁଅ ନିରଞ୍ଜନ ସାହୁ।

 ତେବେ ବାବନ ସାହୁ ଏବଂ ତାଙ୍କ ସ୍ତ୍ରୀ ଉଭୟ ମିଶି ବୋହୂ ଟୁନି ସାହୁଙ୍କୁ ଯୌତୁକ ନିର୍ଯ୍ୟାତନା ସହ ଶାରିରୀକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ। ତେବେ ଶଶୁର ବୋହୂକୁ ପାପ ନଜରରେ ଦେଖିବା ସହ ବୋହୂର ସମ୍ବେଦଶୀଳ ଜାଗାରେ ହାତ ମାରୁଥିବାର ଅଭିଯୋଗ ଆଣିଛନ୍ତି ବୋହୂ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ କେନ୍ଦୁ ଡ଼ିଫି ଗ୍ରାମରେ। ଏ ନେଇ ବୋହୂ ସୁକିନ୍ଦା ଥାନାରେ ଏକାଧିକ ଥର ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଅଭିଯୁକ୍ତ ଶଶୁରଙ୍କ ଉପରେ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ ବୋଲି ପୀଡିତା ବୋହୂ ଅଭିଯୋଗ ଆଣିଛନ୍ତି।

 ତେବେ ଏ ଘଟଣା ସମ୍ପର୍କରେ ପୀଡିତା ଯାଜପୁର ଜିଲ୍ଲାର ଏସପିଙ୍କୁ ଭେଟି ପୀଡିତା ବୋହୂ ଜଣକ ଜଣାଇଥିଲେ। ତଥାପି କିଛି ସୁୁଫଳ ମିଳିପାରି ନଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ପୋଲିସ କାହିଁକି ଶଶୁରଙ୍କ ବିରୁଦ୍ଧରେ କାର୍ଯ୍ୟାୁନୁଷ୍ଠାନ ଗ୍ରହଣ କରୁନାହିଁ। ପୋଲିସ କୈାଣସି ଚାପରେ ପଡି ଏମିତି କରୁ ନାହିଁ ତ।

ବୋହୂ ଟୁନି ସାହୁର ଏଫ.ଆଇ.ଆର ପୋଲିସ କାହିଁକି ରେଜିଷ୍ଟ୍ରି କରୁନାହିଁ। ଏବଂ ତାଙ୍କୁ କୈାଣସି ନ୍ୟାୟ କାହିଁକି ମିଳିପାରୁ ନାହିଁ। ତେବେ ଦେଖିବାକୁ ବାକି ରହିଲା ବୋହୂଙ୍କୁ କେବେ ମିଳୁଛି ନ୍ୟାୟ ଏବଂ ଏଭଳି ଶଶୁରଙ୍କୁ କେବେ ମିଳୁଛି ଦଣ୍ଡ। ତେବେ ଏହି ଘଟଣାକୁ ଖୁବ୍ ନିନ୍ଦା କରା ଯାଉଅଛି। ଏବଂ ଘଟଣାର ସତ୍ୟା ସତ୍ୟ ବାବଦରେ ସଠିକ୍ ତଥ୍ୟ ମିଳି ପାରିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।