EXCLUSIVE : ମୁହଁ ଖୋଲିଲେ ବାବୁସାନ ! ପ୍ରକୃତି ମିଶ୍ର କ’ଣ, ଦରକାର ହେଲେ କୌଣସି ହିରୋଇନ ସହ କାମ କରିବିନି,ଦେଖନ୍ତୁ ଭିଡ଼ିଓ…
ବାବୁସାନ ମହାନ୍ତି ନିଜେ କହୁଛନ୍ତି ଯେ ମୋ ଫ୍ଲିମ ର ପ୍ରମୁସନ ପାଇଁ ମୁଁ ପ୍ରକୃତି ଙ୍କ ସହ ମୁଭି କରିଥିଲି। କିନ୍ତୁ ଘରେ ଏତେ ଅସୁବିଧା ହେଉଛି ଜାଣି ନଥିଲି। ମୁଁ ତ ମୁମ୍ବାଇ ରେ ଥିଲି। ଯଦି ମୋ ଫ୍ଲିମ କରିବାରେ ଘର ଲୋକ ଙ୍କ ର କିଛି ଅସୁବିଧା ହେଉଛି ତେବେ ମୁଁ ଆଉ କୌଣସି ହିରୋଇନ ସହ ଫ୍ଲିମ କରିବିନି।
ଯେଉଁଠି ଦେଖିବେ ଏବେ କେବଳ ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କର ଚର୍ଚ୍ଚା, ତାଙ୍କର ଏହି ପରକୀୟା ପ୍ରୀତି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଅଭିନେତା ବାବୁସାନ ମହାନ୍ତି ଙ୍କୁ ସାରା ଓଡ଼ିଶା ଏକ ନମ୍ବର ୱାନ ହିରୋ ଭାବରେ ଜାଣିଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ କେବେ ମଧ୍ୟ ଖରାପ ଖବର ଆସି ନାହିଁ |
କିନ୍ତୁ ପ୍ରଥମ ଥର ପାଇଁ ତାଙ୍କ ନାଁ ରେ ଏଭଳି ଏକ ଭିଡ଼ିଓ ଆସିଛି ଯାହାକୁ ଦେଖିଲେ ସହଜ ରେ ବିଶ୍ୱାସ ମଧ୍ୟ କରି ହେଉ ନାହିଁ | ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ମିଡ଼ିଆ ସାମ୍ନା ରେ ସ୍ପଷ୍ଟ କରିଛନ୍ତି କି ବାବୁସାନ ଙ୍କର ପ୍ରକୃତି ଙ୍କ ସହିତ ଅନୈତିକ ସମ୍ପର୍କ ରହିଛି!
ବାବୁସାନ ମହାନ୍ତି ନିଜେ କହୁଛନ୍ତି ଯେ ମୋ ଫ୍ଲିମ ର ପ୍ରମୁସନ ପାଇଁ ମୁଁ ପ୍ରକୃତି ଙ୍କ ସହ ମୁଭି କରିଥିଲି। କିନ୍ତୁ ଘରେ ଏତେ ଅସୁବିଧା ହେଉଛି ଜାଣି ନଥିଲି। ମୁଁ ତ ମୁମ୍ବାଇ ରେ ଥିଲି। ଯଦି ମୋ ଫ୍ଲିମ କରିବାରେ ଘର ଲୋକ ଙ୍କ ର କିଛି ଅସୁବିଧା ହେଉଛି ତେବେ ମୁଁ ଆଉ କୌଣସି ହିରୋଇନ ସହ ଫ୍ଲିମ କରିବିନି।
ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ବାବୁସାନ ଙ୍କ ମା ଅପରାଜିତା ବୋହୂ ତୃପ୍ତି ଙ୍କ ବାପ ଘରକୁ ଆସିଛନ୍ତି | ଅର୍ଥାତ ଅପରାଜିତା ମହାନ୍ତି ନିଜ ବୋହୂ ତୃପ୍ତି ଓ ନାତି ଙ୍କ ପାଖକୁ ଆସିଛନ୍ତି | ତେବେ ସେ ତୃପ୍ତି ଙ୍କ ଘରେ ପହଞ୍ଚି ଥିଲେ ଏବଂ ତାଙ୍କ ଘର ଗେଟ ସାମ୍ନା ରେ ଉପସ୍ଥିତ ହୋଇ କବାଟ ଖୋଲିବା ପାଇଁ କହି ଥିଲେ |
ଅଭିନେତା ବାବୁସାନ ମହାନ୍ତି ସମସ୍ତ ଙ୍କ ହୃଦୟ ରେ ରାଜ କରି ଥାଆନ୍ତୁ, କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଯାହାକୁ ନେଇ ଏବେ ପ୍ରାୟ ଜଣ ନିନ୍ଦା କରିବା ଆରମ୍ଭ କରି ଦେଲେଣି | ଆଜି ସକାଳ ସମୟରେ ଭୁବନେଶ୍ୱର ର ସହିଦ ନଗର ଠାରେ ବାବୁସାନ ଓ ଚର୍ଚ୍ଚିତ ଚେହେରା ପ୍ରକୃତି ଙ୍କର ପ୍ରେମ ଧରା ପଡ଼ିଛି | ଆଜି ସକାଳେ ସେଠାରେ ଯିବା ଆସିବା କରୁଥିବା ଲୋକ ମାନେ ହିଁ ଏହି ଦୃଶ୍ୟ ରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି |
ରାସ୍ତା ମଝିରେ ତୃପ୍ତି ଚିଲେଇ ଚିଲେଇ କହୁ ଥିଲେ କି ଏ ହେଉଛି ପ୍ରକୃତି ମିଶ୍ର ପ୍ରେମମ ଫିଲ୍ମ ରୁ ବାବୁସାନ ଙ୍କ ସହ ପ୍ରେମ କରୁଛି | ଏ ପ୍ରକୃତି ମିଶ୍ର ମୋ ପରିବାର କୁ ଧ୍ୱଂସ କରୁଛି, ତିନି ବର୍ଷ ହେଲାଣି ଏ ମୋ ସଂସାର ଭାଗୁଛି ଏମିତି ଅନେକ କଥା ତୃପ୍ତି ସମସ୍ତ ଙ୍କ ସାମ୍ନା ରେ କହି ଥିଲେ | ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି ଏବଂ ଏହାକୁ ଦେଖି ଲୋକେ ମଧ୍ୟ ଖୁବ ନିନ୍ଦା କରିଛନ୍ତି ଏବଂ ତୃପ୍ତି ଙ୍କୁ ସପର୍ଟ କରିଥିବାର ଦେଖିବାକୁ ମିଳି ଥିଲା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।