ଦେଖନ୍ତୁ Viral ଭିଡ଼ିଓ- ଓଃ..କି..ଡାନ୍ସ…ରାସ୍ତା ମଝିରେ ଝିଅ କଲା ଏମିତି ହଟ ଡାନ୍ସ ….ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଆମ ଯୁବଯୁବତୀ ଙ୍କୁ ଟିକଟକ ନିଶା ଘାରିଛି।ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଆସିବା ପାଇଁ ଏମାନେ କେଉଁ କେଉଁ କାର୍ଯ୍ୟ ସବୁ କରୁଛନ୍ତି ତାହା ଆପଣ ଅନୁମାନ ବି କରିପାରିବେ ନାହିଁ। ତେବେ ଅନେକ ସମୟ ରେ କେବଳ ଟିକ ଟକ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖିନ ହେଉଛନ୍ତି କିନ୍ତୁ ପରିବର୍ତ୍ତନ ର ନାମ ନେଉନାହାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ ଭିଡିଓ ବିଷୟରେ ଜଣେଇବାକୁ ଯାଉଛୁ ,ଯାହା ଦେଖିଲେ ଆପଣ ହସି ହସି ଗଡି ଯିବେ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ କେତେକ କଲେଜ ଛାତ୍ରୀ ଙ୍କର ରିଲ ଭିଡିଓ ବିଷୟ ରେ ଜଣେଇବାକୁ ଯାଉଛୁ, ଯେଉଁ ଭିଡିଓ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବା ରେ ଲାଗିଛି।

ସେହି ଛାତ୍ରୀ ଙ୍କର ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଆଉ ନିଜ ପିଲା ଙ୍କୁ କଲେଜ ଛାଡିବା ଆଗରୁ ହଜାର ଥର ଚିନ୍ତା କରିବେ ନିଶ୍ଚିତ। ତେବେ ବନ୍ଧୁଗଣ ପିଲାମାନେ କିଛି ନ ବୁଝି ନସୁଜି ଯେ କୌଣସି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ସେୟାର କରି ଦିଅନ୍ତି ଆଉ ଏହା ଲାଗି ତାଙ୍କୁ ଲଜିତ ମଧ୍ୟ ହେବାକୁ ପଡିଥାଏ।

ତେବେ କିଛି ଦିନ ତଳେ ଚାରି ଜଣ କଲେଜ ଝିଅ ମାନେ ଏକ ରିଲ ଭିଡ଼ିଓ ବନାଇଥିଲେ ଆଉ ତାହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ମାତ୍ର ଭିଡ଼ିଓ ଟି କିଛି ଏହିପରି ହୋଇଯିବ କି ତାଙ୍କୁ ଏ ପାଇଁ ସମସ୍ତ ଙ୍କୁ କ୍ଷମା ପ୍ରାର୍ଥନା କରିବା କୁ ହେବ ତାହା କେହି ବି ଜାଣି ନଥିବେ।ତେବେ ଝିଅ ମାନେ କଲେଜ ୟୁନିଫର୍ମ ରେ ଏହିପରି ଟିକଟକ କରିଥିଲେ କି,”ୟେ ହାମ ହେ, ୟେ ହାମର ଗ୍ୟାଙ୍ଗ ହେ..ଓର ୟାହାପେ ଏକ୍ସଜାମ ଗାର୍ଡ କି ଧଜ୍ୟା ଉଡାରହି ହେ”।

ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଛାତ୍ରୀ ମାନଙ୍କ ର ନିଜ ପରୀକ୍ଷା କୁ ନେଇ ଏହିପରି ମଜାକ କରିବା ଓ ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ସେୟାର କରିବା କୁ ନେଇ ବେଶ ସମାଲୋଚନା କରାଯାଇ ଥିଲା। ଫଳରେ ନିଜର ଏହି ରିଲ ଭିଡ଼ିଓ ପାଇଁ ଯୁବତୀ ମାନେ ପୁଣି ଏକ ଭିଡିଓ ମାଧ୍ୟମ ରେ ସମସ୍ତ ଙ୍କୁ କ୍ଷମା ମାଗିବା ସହ ଭିଡିଓ ଟିକୁ ଏହି ପରି ଭାଇରଲ ନ କରି ତାହାକୁ ଡିଲେଟ କରି ଦେବାକୁ ଅନୁରୋଧ କରିଥିଲେ।

ତେବେ ଆମେ ମଧ୍ୟ ଏହି ମାମଲା ରେ କହୁଚୁ କି, ବର୍ତ୍ତମାନ ର ଯୁବପିଢ଼ି ମାନେ କିଛି ବୁଝୁ ନାହାନ୍ତି ମନ ଇଚ୍ଛା ଭିଡ଼ିଓ ବନାଉଛନ୍ତି ଆଉ ତାହାକୁ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି। ତେବେ କୌଣସି ଭିଡିଓ ର ଆମ ସମାଜ ପ୍ରତି କିଛି ମନ୍ତବ୍ୟ ନଥିଲେ ତାହାକୁ ସେୟାର କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।