ଦେଖନ୍ତୁ viral ଭିଡ଼ିଓ-ମୋତେ ଜୋର ରେ ମୁତ ଲାଗି ଲାଣି। କୁନି ଝିଅ ର ଏହି କଥା ଶୁଣିଲେ , ଆପଣ ହସି ହସି ଗଡି ଯିବେ,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଆପଣ ମାନେ ଯେତେ ବେଳେ ବହୁତ ଟେନସନ ରେ ଥାନ୍ତି , ସେହି ସମୟ ରେ ଯଦି ଆପଣଙ୍କ ଆଗକୁ ଗୋଟେ ଛୋଟ ପିଲା ଆସି ଥାଏ । ତାହାଲେ ଆପଣଙ୍କ ଟେନସନ କୁଆଡେ ଦୂର ହୋଇ ଯାଇ ଥାଏ । ଏହା ଥିଲା ଏକ ସାଧୁ ବାଣୀ । ଥରେ ପରୀକ୍ଷା କରି ଦେଖନ୍ତୁ । ତେବେ ଆଜି ଆମେ ସେହି ଛୋଟ ଝିଅ ବିଷୟ ରେ କଥା ହେବା ପାଇଁ ଯାଉଛୁ । ଯାହା ଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓ ଟି 2021 ମସିହା ଅଗଷ୍ଟ ମାସରେ ଭାଇରାଲ ହୋଇ ଥିଲା ।
ଛୋଟ ପିଲା ନୂଆ ନୂଆ କଥା ହେବା ସମୟ ରେ , ଯଦି ସେମାନଙ୍କ କଥା କହି ବାରେ ପାଟି ଲାଗି ଥାଏ । ତାହାଲେ ତାଙ୍କ କଥା ଗୁଡିକ ବହୁତ ଭଲ ଲାଗି ଥାଏ ଶୁଣିବା ପାଇଁ । ଆଉ ଛୋଟ ପିଲା ମାନେ ପାଠ ପଢିବା ପାଇଁ ଭଲ ପାଇ ନ ଥାନ୍ତି । ସେମାନେ ପାଠ ନ ପଢିବା ପାଇଁ ବାହାନା କରି ଥାନ୍ତି । ସେମାନେ ସବୁ ସମୟ ରେ ଖେଳିବା ପାଇଁ ବହୁତ ପସନ୍ଦ କରି ଥାନ୍ତି । ତେବେ ଯେଉଁ ଝିଇ ଆଜି ଭାଇରାଲ ହେଇ ଛନ୍ତି , ଆଜି ତାଙ୍କ ବିଷୟ ରେ କିଛି ଜାଣିବା ।
ଭଦ୍ରକ ର ଖୋଇରୀ ଗ୍ରାମ ରେ ନିଜ ମା ତାର କୁନି ଝିଅ କୁ ପାଠ ପଢ଼ୁଥିଲି । କିନ୍ତ ଝିଅ ର ବାହାନା ଯେ ସେ ପାଠ ପଢିବ ନାହିଁ । ସେଥି ପାଇଁ ସେ ବହୁତ ବାହାନା କରୁଛି । ସେ କହୁଛି ,” ମୁଁ ଟିକେ ମୁତି ଆସେ , ମୋତେ ବହୁତ ଜୋର ରେ ମୁତ ମାଡି ଲାଣି “, ଠିକ ସେହି ସମୟ ରେ ତାର ମା ତାକୁ ମନା କରିଛି ତୁ ଯାଇ ପାରିବୁ ନାହିଁ ।
ପୁଣି ସେହି କୁନି ଝିଅ ଟି କହିଛି ,” ମୋତେ ଟିକେ ଛାଡ଼ ଟିକେ ଟିକେ ଛାଡ଼ ମୋତେ ଜୁର ମୁତ ଲାଗି ଲାଣି ” ହେଲେ ମଧ୍ୟ1 ତାର ମା ମନା କରି ଥିଲା । ପିଲାଟି କାନ୍ଦି କାନ୍ଦି ଏହି କଥା ଗୁଡିକ କହି ଥିଲା ।
ହେଲେ ତାର ମା ଜାଣି ଥିଲା ଯେ ତାର ଝିଅ ପାଠ ପଢିବ ନାହିଁ ବୋଲି ବାହାନା କରୁଛି । ତେବେ ଏହା ତାହାର ପ୍ରତେକ ଦିନର ବାହାନା ଥିଲା । ସେଥି ପାଇଁ ତା ମା ଏହାକୁ କ୍ୟାମାରେ ରେ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରିଛି ।
ତେବେ କୁନି ଝିଅ ର ଏହି ସୁନ୍ଦର କଥା ଲୋକଙ୍କୁ ବହୁତ ଖୁସି କରି ଦେଇଛି । ଯଦି ଏହି କଥା ଟି ଗୋଟେ ବଡ଼ ପିଲା କହି ଥାନ୍ତା ତାହାଲେ ଭଲ ଲାଗି ନ ଥାନ୍ତା । ଯେହେତୁ ଏହି କଥାଟି ଗୋଟେ ଛୋଟ ପିଲା କହିଛି ସେଥି ପାଇଁ କଥା ଟି ବହୁତ ଭଲ ଲାଗୁଚି ଲୋକ ମାନେ ମଧ୍ୟ ଶୁଣୁ ଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।