ଦେଖନ୍ତୁ Viral ଭିଡ଼ିଓ- କୁଆଡେ ଗଲୁ ପାଗିଲି ସୁରେ କୀର୍ତ୍ତନ ladies kirtan ( ବାଲସି ଝିଅ କୀର୍ତ୍ତନ )ଏହି କିର୍ତ୍ତନ ଥରେ ଦେଖିଲେ ଶହେ ଥର ଦେଖିବାକୁ ଇଚ୍ଛା,ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ଆଗ କାଳ ରେ ଯେଉଁ ଯଜ୍ଞ ହେଉ ଥିଲା , ଲୋକ ମାନେ ସବୁ ଭକ୍ତି ର ସହିତ କୀର୍ତ୍ତନ କରୁ ଥିଲେ । ମନରେ ଭକ୍ତି ରଖି କୀର୍ତ୍ତନ ରେ ପାଦ ଦେଉ ଥିଲେ । ଆଉ କୀର୍ତ୍ତନ ସୁର ସବୁ ଭୋଜନ ଥିଲା । ଆଉ କୀର୍ତ୍ତନ କରିବା ସମୟ ରେ ଲୋକ ପ୍ରେମ ରେ ନାଚି ଯାଉ ଥିଲେ । ସେ ନାଚ ରେ ମଧ୍ୟ ମଧୁରତା ଥିଲା । ଗୋଟେ ଅଙ୍ଗୀ ଭଙ୍ଗୀ ରେ ନାଚୁ ଥିଲେ । ଲୋକେ ଦେଖି ସେମାନଙ୍କ ମନରେ ମଧ୍ୟ ଗୋଟେ ଭକ୍ତି ର ଭାବ ସୃଷ୍ଟି ହେଉ ଥିଲା ।

କିନ୍ତୁ ଆଜି କାଲି ର କୀର୍ତ୍ତନ ଯେଉଁ ମାନେ କରୁ ଛନ୍ତି , ସେମାନେ କୀର୍ତ୍ତନ ଟିକୁ ଯାତ୍ରା କରି ସାରି ଲେଣି । ତେବେ ଦେଖିବା ପାଇଁ ଗଲେ ଏହା ଏକ ଲଜ୍ୟା ଜନକ କଥା ଅଟେ ଆମ ଓଡ଼ିଶା ପାଇଁ । କେବଳ ଆମ ଓଡ଼ିଶା ପାଇଁ ନୁହେଁ ଏହା ଭାରତ ପାଇଁ ମଧ୍ୟ ଏକ ଲଜ୍ୟା ଜନକ ଘଟଣା ଅଟେ । ଆମେରିକା ରେ ଦେଖିବେ ସେମାନେ କେତେ ଭାବ ନେଇ କୀର୍ତ୍ତନ ଟିକୁ କରୁ ଛନ୍ତି ।

 କୀର୍ତ୍ତନ କହିଲେ ସେମାନେ କି ରତନ ବୋଲି ବୁଝୁ ଛନ୍ତି । କିନ୍ତୁ ଆମ ଓଡ଼ିଶା ରେ କୀର୍ତ୍ତନ କହିଲେ ଯାତ୍ରା ପାର୍ଟି ବୋଲି ଭାବୁ ଛନ୍ତି । ଆଜି ଏକ କୀର୍ତ୍ତନ ଦେଖିବା ପାଇଁ ମିଳିଛି ଯେଉଁ କୀର୍ତ୍ତନ ରେ ଆଧୁନିକ ଗୀତ ରେ ନାମ ଧରିବାର ଦେଖିବା ପାଇଁ ମିଳିଛି । ତେବେ ଗୀତ ଟି ହେଉଛି କୁଆଡେ ଗଲୁ ପଗେଳି ତତେ ମୁଁ ପାରୁନି ଭୁଲି , ତୁ ଥିଲୁ ନିଶ୍ୱାସ ମୋର କେମିତି ଗଲୁ ବଦଳି ।

ତେବେ ଯଦି ଏହି ହିଟ ଗୀତ ରେ ଆପଣ ମାନେ କୀର୍ତ୍ତନ ନାମ ଧରିବେ ତାହାଲେ ଭାବ କୋଉଠି ଆସିବ । ଆଉ ସେ କୀର୍ତ୍ତନ ରେ ମୂଲ୍ୟ କିଛି ନାହିଁ । ଆଉ କିଛି ଦିନ ପୂର୍ବରୁ ଦେଖିବା ପାଇଁ ମିଳି ଥିଲା ପୁଷ୍ପା ଗୀତରେ ନାଚୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ସତରେ ଲୋକ ମାନଙ୍କ ମନରେ ଆଉ ଭକ୍ତି ଭାବ ନାହିଁ । କୀର୍ତ୍ତନ କରିବା ଗୋଟେ ଫେସନ ହୋଇ ଗଲାଣି ।

ଆଉ ଏବେ କୀର୍ତ୍ତନ ରେ ଝିଅ ନ ରହିଲେ ତାକୁ କେହି କୀର୍ତ୍ତନ କହୁ ନାହାନ୍ତି । ଆଜି କାଲି ଆଉ କେବଳ ପୁରୁଷ ଲୋକ କୀର୍ତ୍ତନ କରୁ ନାହାନ୍ତି । ଆଜି କାଲି ଝିଅ ପୁଅ ମିଶି କୀର୍ତ୍ତନ କରୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି । କୀର୍ତ୍ତନ ଏକ ଏମିତି ଜିନିଷ ଯେଉଁ ଠାରେ କେବଳ ଭାବ ଭକ୍ତି ରହିବା ନିହାତି ଆବଶ୍ୟକ ।

ଆଉ ଗାୟକ ଯିଏ ସେ ନିଜେ ଭାବରେ ରହିବା ସହିତ , ଯେଉଁ ମାନେ ବାହାରେ ଠିଆ ହୋଇ ଦେଖୁ ଛନ୍ତି , ସେମାନଙ୍କ ମନରେ ମଧ୍ୟ ସୁ ଚିନ୍ତା ଆସିବା ଦରକାର । ଯଦି ଆଧୁନିକ ଗୀତ ନାମ ଧରା ଯାଏ , ତାହାଲେ ସେ ଭାବ ଆଉ ଆସିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।