ଦେଖନ୍ତୁ viral ଭିଡ଼ିଓ-ବହୁତ ଦିନ ପରେ live ଆସି ଏମିତି କାହିଁକି କହିଲେ[actress]ଲିପି ମହାପାତ୍ର ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଆଲବମ ଜଗତରେ ପାଦ ଦେଇଥିବା ଲିପି ମହାପାତ୍ର ଆଜି ସାରା ଓଡିଶାବାସୀଙ୍କ ହୃଦୟ ଏକ ସ୍ବତନ୍ତ୍ର ଘର କରି ବସିଛନ୍ତି। ଆଲବମ ଜଗତରୁ କ୍ୟାରିୟର ଆରମ୍ଭ କରିଥିବା ଲିପି ମହାପାତ୍ର ଓଡ଼ିଆ କଥାଚିତ୍ର ଓ ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଭାବରେ ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି। ତାଙ୍କର ଅଭିନୟର ଯାଦୁ ସମସ୍ତଙ୍କୁ ଦିୱାନା କରିଛି। ଦର୍ଶକ ମାନଙ୍କ ଅଶେଷ ଭଲପାଇବା ସାଉଁଟି ପାରିଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର।
ଅଭିନେତ୍ରୀ ଲିପି ମହାପାତ୍ର ଓଡ଼ିଶାର ବ୍ରହ୍ମପୁର ସହରରେ ଜନ୍ମ ଗ୍ରହଣ କରିଥିଲେ। ଲିପିଙ୍କ ମାଙ୍କ ନାମ ବନ୍ଦନା ମହାପାତ୍ର ସେ ମଧ୍ୟ ଓଡିଆ ଟେଲିଭିଜନ ଜଗତରେ ବେଶ ଜଣାଶୁଣା। ବହୁତ ଲୋକପ୍ରିୟ ଧାରାବାହିକରେ ନଜର ଆସିଛନ୍ତି ବନ୍ଦନା ମହାପାତ୍ର। ଲିପି ମହାପାତ୍ରଙ୍କ ବାପା ଜଣେ ପୋଲିସ କର୍ମଚାରୀ ଅଟନ୍ତି।
ଲିପିଙ୍କୁ ପ୍ରଥମେ ଏକ ଟିଭି ଶୋ ରେ ଉପସ୍ଥାପିକା ଭାବେ ନଜର ଆସିଥିଲେ। ଏହା ପରେ ଲିପି ଓଡ଼ିଆ ଆଲବମରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପାଖାପାଖି ୫୦୦ରୁ ଅଧିକ ସୁପରହିଟ ଆଲବମରେ ନଜର ଆସିଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ଓଡ଼ିଆ ସିନେମା ବ୍ୟାଡ ଗାର୍ଲ୍, ଓମ୍ ଶାନ୍ତି ଓମ୍, ଡାଡି, ତୁ ମୋରି ପାଇଁ ପରି ବହୁତ ସୁପରହିଟ ସିନେମାରେ ଅଭିନୟ କରିଛନ୍ତି ଲିପି ମହାପାତ୍ର।
ତରଙ୍ଗ ଟିଭି ଚ୍ୟାନେଲରେ ପ୍ରସାରିତ ଓଡ଼ିଆ ଧାରାବାହିକ ‘ତାରା ତାରିଣୀ’ ଲିପିଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ଧାରାବାହିକରେ ଲିପି ମହାପାତ୍ରଙ୍କୁ ଏକ ଭିନ୍ନ ଧରଣର ଅଭିନୟ କରିବାର ଦେଖିବାକୁ ମିଳିଥିଲା। ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଥିଲେ।
ଏହା ପରେ ମଞ୍ଜରୀ ଚ୍ୟାନେଲ ପ୍ରସାରିତ ହେଉଥିବା ଧାରାବାହିକ ‘ରକ୍ତ ସମ୍ପର୍କ’ ରେ ଖୁବ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।
ତେବେ ଅଭିନେତ୍ରୀ ଲିପି ମହାପାତ୍ର ତାଙ୍କ ୟୁଟୁବ ଚ୍ୟାନେଲ ନିଜର ଛୋଟ ଛୋଟ ଅନୁଭୂତିକୁ ପୋଷ୍ଟ କରିଥାନ୍ତି ଯାହାକୁ ଲିପିଙ୍କ ଫ୍ରେଣ୍ଡସ ମାନେ ବହୁତ ଲାଇକ କରିଥାନ୍ତି। ତେବେ ନିକଟରେ ଲିପି ତାଙ୍କ ୟୁଟୁବ ଚ୍ୟାନେଲ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁ ଭିଡିଓକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।
ତେବେ ଅଭିନେତ୍ରୀ ଲିପି ମହାପାତ୍ର ଖାଇବା ପାଇଁ ବହୁତ ଭଲ ପାଆନ୍ତି।ସେ ସାଧାରଣତଃ ତାଙ୍କ ୟୁଟୁବ ଚ୍ୟାନେଲରେ ରୋଷେଇ କରିବାର ନଜର ଆସିଥାନ୍ତି। ତେବେ ଲିପି ଅଣ୍ଡାକୁ ନେଇ ଏକ ନୂଆ ରେସିପି ବନାଇ ପୋଷ୍ଟ କରିଥିଲେ। ସେ ଏକ ନୂଆ ଷ୍ଟାଇଲରେ ଅଣ୍ଡା ଚପ ବନେଇଥିଲେ।
ଭିଡିଓରେ ଲିପି ତାଙ୍କ ମା ଓ ପୁତୁରା ସହିତ ଖୁବ ମଜା ମସ୍ତି କରିବାର ଦେଖିବାକୁ ମିଳିଥିଲା।ଯାହାକୁ ଲିପି ମହାପାତ୍ରଙ୍କ ଫ୍ରେଣ୍ଡସ ମାନେ ବହୁତ ଲାଇକ ଓ କମେଣ୍ଟ ମଧ୍ୟ କରୁଛନ୍ତି। ଲିପି ମହାପାତ୍ର କେବଳ ଅଭିନୟ କ୍ଷେତ୍ରରେ ନୁହେଁ ଦେଖିବାକୁ ଗଲେ ସେ ରିଅଲ ଲାଇଫରେ ଏକ ସୁନ୍ଦର ବ୍ୟକ୍ତିତ୍ଵ ଯାହା ପାଇଁ ତାଙ୍କୁ ସାରା ଓଡ଼ିଶାର ଭଲପାଇବା ଓ ପ୍ରଶଂସା ମିଲିପାରୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।