ଦେଖନ୍ତୁ Viral କମେଡି – ଦୟା ଓ ଜୀନା ଙ୍କ ଜବରଦସ୍ତ କମେଡି ,ମୁଁ ପେଟେଇଥିଲି ବୋଲି କାମଦେଲା ଭିଡ଼ିଓ ଦେଖିଲେ ହସି ଗଡିବେ,ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !
ଆପଣ ମାନେ କେବେ ଯାତ୍ରା ଦେଖି ଛନ୍ତି । ଯାତ୍ରା ରେ ସବୁ କିଛି ବାସ୍ତବ ରୋଲ ପ୍ରଦର୍ଶନ କରି ଥାନ୍ତି କଳା କାର ମାନେ । ବାସ୍ତବ କହିଲେ ଯାହା ଆପଣ ମାନେ ନିଜ ଆଖିରେ ଦେଖୁ ଛନ୍ତି । କିନ୍ତୁ ଓଡ଼ିଆ ଫିଲ୍ମ ରେ କେତେ ଥର ସେହି ଗୋଟେ ରୋଲ କୁ କରି ଥାନ୍ତି ତାହା ଆପଣ ମାନେ କହି ପାରିବେ ନାହିଁ । ଯାତ୍ରା ରେ ସବୁ କିଛି ଦେଖିବା ପାଇଁ ମିଳି ଥାଏ । ପ୍ରକୃତ ରେ ଆକ୍ଟିଂଗ କଣ ସେଠି ଜାଣିବା ପାଇଁ ମିଳି ଥାଏ । ଥରେ ଯଦି ଗୋଟିଏ କଥା ସ୍ଲିପ ହେଉ ଯାଉଛି , ତାହାଲେ ସେହି କଥା ଟି ବେଦ ର ଗାର ହୋଇ ଯାଇ ଥାଏ ।
ତେବେ ଆପଣ ମାନେ ଯାତ୍ରା ଦେଖିବା ପାଇଁ ଯାଇ ଥିବେ । ତେଣୁ ଆପଣ ମାନେ ସବୁ କିଛି ଜାଣି ଥିବେ। ଜଣେ କଳାକାର ସବୁ ସମୟ ରେ ଦୁଃଖ କଷ୍ଟ ରେ ରହି ଥାଏ ।ଯଦି ହବୁ ବଡ଼ କଳା କାର ହେବୁ , ନିଜ ପାଖରେ ଦୁଃଖ କମ ରହିବ । ଆଉ ଯଦି ଛୋଟ କଳା କାର ହେବୁ ତାହାଲେ ଜୀବନ ସାରା କାନ୍ଦି କାନ୍ଦି ଜୀବନ କଟିବ ।
ଆପଣ ମାନେ ମଧ୍ୟ ଦେଖନ୍ତୁ , ଯାତ୍ରା ପାର୍ଟି ର ଲୋକ ନିଜେ ରାତ୍ରି ରେ ନ ଶୋଇ ଅନ୍ୟ କୁ ହଂସାଉ ଛନ୍ତି । ଆଉ ଯାତ୍ରା ପାର୍ଟି ଲୋକ ମାନେ ଯୋଉଠି ସେଇଠି ସୋଇ ପଡ଼ନ୍ତି । କାହା ଘର ଉଳି କଡ଼ରେ ତ ପୁଣି କାହା ଘରେ ଗୁହାଳ ଘରେ । ସେଥି ପାଇଁ ଆଜି ଆମେ ଆପଣ ମାନଙ୍କୁ କହୁଚୁ ଯାତ୍ରା ପାର୍ଟି ଲୋକ ମାନକୁ ସମ୍ମାନ ଦିଅନ୍ତୁ ।
ତାଙ୍କୁ ଭଲ ଘରେ ରଖନ୍ତୁ , ସେମାନେ ମଧ୍ୟ ଜଣେ ଜଣେ ମଣିଷ । ତେବେ ଅଧିକ ସମୟ ରେ ଗୋଟିଏ ଘଟଣା ଦେଖିବା ପାଇଁ ମିଳି ଥାଏ । ଯାତ୍ରା ପାର୍ଟି ର ଝିଅ ଓ ଯାତ୍ରା ପାର୍ଟି ର ପୁଅ କୁ ଭଲ ପାଇ ବିବାହ କରି ଥିବା । ଯାତ୍ରା ପାର୍ଟି ଲୋକ ଯାତ୍ରା ପାର୍ଟି ଲୋକ କୁ ବିବାହ କରି ଥାନ୍ତି ।
ଯାତ୍ରା ରେ କେହି କେହି ଭିଲିଆନ କୁ ପସନ୍ଦ କରୁ ଥିବା ସମୟ ରେ କେହି କେହି ହିରୋ ଓ ହିରୋଇନ କୁ ପସନ୍ଦ କରୁ ଥାନ୍ତି । କିନ୍ତୁ ଯାତ୍ରା ରେ ସବୁ ଠାରୁ ଲୋକ ମାନେ କମେଡି କୁ ପସନ୍ଦ କରି ଥାନ୍ତି ।
ଯାତ୍ରା ରେ କମେଡି ରେ ନେଗେଟିଭି କଥା ସମସ୍ତଙ୍କୁ ପସନ୍ଦ କରି ଥାନ୍ତି । ଆଜି ଏମିତିକା କମେଡି ଭିଡିଓ ଭାଇରାଲ ହୋଇଛି ଯାହା ଆପଣ ଥରେ ଦେଖିଲେ ହଂସୀ ରହି ପାରିବେ ନାହିଁ। ତେବେ ଯାତ୍ରା କମେଡି ଟି ହେଉଛି ରଙ୍ଗ ମୋହଲ ର । ଆପଣ ମାନେ ଏହି ଭିଡିଓ ଟିକୁ ଦେଖନ୍ତୁ ଆଉ ତାର ମଜା ନିଅନ୍ତୁ । ଯଦି ଆପଣ ନ ହଂସୀବେ ତାହାଲେ କହିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।