ଦେଖନ୍ତୁ ଭିଡ଼ିଓ ! ଓଃ କି ଡ୍ୟାନ୍ସ Viral Boy Santanu & Viral Girl Ritikaଙ୍କ ଜବରଦସ୍ତ ରୋମାଣ୍ଟିକ୍ ସିନ୍ …ଭିଡିଓ ଦେଖିଲେ ଆପଣ ବି ହସି ହସି ଗଡିଯିବେ

ଆଜିର ଯୁବ ପିଢ଼ି ମାନେ ଇଣ୍ଟରନେଟ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ନିଜ ଭିତରେ ରହିଥିବା ଲୋକାୟତ ଗୁଣ ଗୁଡ଼ିକ ଇଣ୍ଟରନେଟ୍ ମାଧ୍ୟମରେ ଦେଖାଉଛନ୍ତି। ଏହାର ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି ସାମାଜିକ ଗଣ ମାଧ୍ୟମ। ନିଜର ପରିଚୟ ସୃଷ୍ଟି କରିବା ପାଇଁ ସାମାଜିକ ଗଣ ମାଧ୍ୟମ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହା ଦ୍ବାରା ଯୁବ ପିଢ଼ି ମାନେ ଲୋକପ୍ରିୟ ହେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗର କରି ପାରୁଛନ୍ତି।

ଏହା ସମ୍ଭବ ହୋଇ ପାରୁଛି ସୋସିଆଲ ମିଡିଆ ପାଇଁ।ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ମାଧ୍ୟମରେ ଲୁଚି ରହିଥିବା ପ୍ରତିଭା ସବୁ ଧିରେ ଧିରେ ଲୋକ ଲୋଚନକୁ ଆସି ପାରୁଛି। ସୋସିଆଲ ମିଡିଆରେ ସାହାଯ୍ୟରେ ବହୁତ ଲୋକେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ସୋସିଆଲ ମିଡିଆ ସାହାଯ୍ୟରେ ବହୁତ ଲୋକେ ଏଠି ରାତାରାତି ଷ୍ଟାର ପାଲଟି ଯାଇଥିବା ଉଦାହରଣ ଆମ ସାମ୍ନାରେ ବହୁତ ରହିଛନ୍ତି।

 ଆଜିକାଲି ଅନେକ ରିଆଲିଟି ଶୋ ଗୁଡ଼ିକ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି। ବିଭିନ୍ନ ସମୟରେ ବିଭିନ୍ନ ଟିଭି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭା ଗୁଡ଼ିକ ସାମ୍ନାକୁ ଆସୁଛି। ନୂଆ ନୂଆ ପ୍ରତିଭା ଖୋଜା ଚାଲିଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ି ନାହାନ୍ତି। ଓଡ଼ିଶାର ରହିଥିବା ଟିଭି ଚ୍ୟାନେଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ନୂଆ ପ୍ରତିଭା ଗୁଡ଼ିକ ସାମ୍ନାକୁ ଆସୁଛନ୍ତି।

ତେବେ ଓଡ଼ିଶାର ଲୋକପ୍ରିୟ ଗାଇକା ନମିତା ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲଙ୍କ ନୂଆ ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭି ଏବେ ଓଡ଼ିଶାରେ ଲୋକପ୍ରିୟତା ହାସଲ କରି ବାରେ ଲାଗିଛି। ନୂଆ ନୂଆ ରିଆଲିଟି ଶୋ ଏବଂ ନୂଆ ନୂଆ ଧାରାବାହିକ ଓଡ଼ିଶାବାସୀଙ୍କୁ ଭେଟି ଦେବାରେ ଲାଗିଛି ଏହି ନୂଆ ଚ୍ୟାନେଲ ସିଦ୍ଧାର୍ଥ ଟିଭି।

ସିଦ୍ଧାର୍ଥ ଟିଭି ନେଇ ଆସିଛି ନୂଆ ରିଆଲିଟୀ ଶୋ ‘ଓଡ଼ିଶାର ନୂଆ ସ୍ୱର(ଜୁନିଅର)। ଯାହା ଖୁବ୍ ଲୋକ ପ୍ରିୟ ହେବାରେ ଲାଗିଛି। ଏହି ରିଆଲିଟୀ ଶୋ ରେ ଓଡ଼ିଶାର କୋଣ ଅନୁକୋଣର ଛୋଟ ଛୋଟ ପିଲା ମାନେ ଅଂଶ ଗ୍ରହଣ କରିଥିଲେ। ଏଥି ମଧ୍ୟରୁ କିଛି ଏମିତି ପ୍ରତିଭା ରହିଛନ୍ତି କି ସେମାନେ ଖୁବ୍ କମ୍ ସମୟ ମଧ୍ୟରେ ଓଡ଼ିଶାର ଲୋକପ୍ରିୟ ହୋଇ ପାରିଛନ୍ତି। ଆଜି ଆମେ ସେମିତି ଦୁଇ ଜଣ ଲୋକପ୍ରିୟ ପ୍ରତିଭା ସମ୍ପର୍କରେ ଜଣାଇବୁ।

ଓଡ଼ିଶାର ସ୍ୱର ଓଡ଼ିଶାର ଜୁନିୟର ରେ ଅଡିସନ୍ ଦେବା ପାଇଁ ଆସି ଓଡ଼ିଶାର ଭାଇରାଲ ବୟ ପାଲଟି ଯାଇଥିଲେ ଶାନ୍ତନୁ କୁମାର ମହାନ୍ତି ଏବଂ ଭାଇରାଲ ଗାର୍ଲ୍ ରିତିକା। ଏହି ଦୁଇ ପ୍ରତିଭାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ତେବେ ଏମାନେ ଗୋଟିଏ ପରେ ଗୋଟିଏ ଗୀତ ଗାଇ ଚାଲିଛନ୍ତି। ତେବେ ଶାନ୍ତନୁ ଏବଂ ରିତିକାଙ୍କ ଡୁଏଟ ପ୍ରୋଫମାନ୍ସ ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଲୋକପ୍ରିୟ ଗୀତ “ଦେଇ ଗୋଟେ ଗେଣ୍ଡୂ ଫୁଲ ଲୋ ଟୋକା ପାଇଗଲା ତତେ ଭଲ ଲୋ” ଏହି ଗୀତକୁ ଗାଇ ଏମାନେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏମାନଙ୍କ ଅତି ସୁନ୍ଦର ଭାବେ ଗାଇବା ସହ ଷ୍ଟେଜରେ ଜଜେସ ମାନଙ୍କ ସହିତ ଖୁବ୍ ମଜା ମସ୍ତି କରୁଥିବାର ଦେଖିବାକୁ ମିଳୁଛି।

ଜଜେସ ମାନେ ମଧ୍ୟ ଏହି ଦୁଇ ଜଣକୁ ଖୁବ୍ ପ୍ରଶଂସା କରିଛନ୍ତି। ତେବେ ଏଟେ କମ ବୟସରୁ ଏମାନେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛନ୍ତି। ଏମାନଙ୍କ ପ୍ରତି ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।