ଦେଖନ୍ତୁ shocking ଭିଡ଼ିଓ ,ହଟେଲ ରେ ଝିଅ ଟିକୁ ପ୍ରକୃତ ଭଲ ପାଇବା ଦେଲା,ତାପରେ ଶାରୀରିକ ସମ୍ପର୍କ ରଖିମତେ ପ୍ରେଗନେଣ୍ଟ କଲା,ଏବେ କହୁଛି ମୁସଲିମ ଝିଅ କୁ ସେ ବିବାହ ହେବ ନାହିଁ ।ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ମୋତେ ପ୍ରେଗନେଟ କଲା , ମୋ ଅବୋରେସନ କଲା ଖଣ୍ଡ ଗିରି ଅଙ୍କିତ । ଏବେ ମୋତେ ମୁସଲିମ ଝିଅ କହି ବିବାହ ପାଇଁ ମନା କରୁଛି ଅଙ୍କିତ । ତେବେ ଏହି ଘଟଣା ଟି ଖଣ୍ଡ ଗିରି ରେ ଦେଖିବା ପାଇଁ ମିଳିଛି । ଆଜି କାଲି ର ପ୍ରେମ ଆଉ ପ୍ରେମ ହୋଇ ନାହିଁ । ଆଜି କାଲି ର ପ୍ରେମ ଭିତରେ ରହିଛି ସ୍ୱାର୍ଥ । ଆଉ ସେହି ସ୍ୱାର୍ଥ ସ୍ୱାର୍ଥ ସରି ଗଲେ , ମଣିଷ ମଣିଷ କୁ ଭୁଲି ଯାଉଛି ।

ଆଜି କାଲି ର ପ୍ରେମିକ କେବଳ ଦେହ ସହିତ ଖେଳୁ ଛନ୍ତି ଆଉ ତା ପରେ ସମ୍ପର୍କ କୁ ଭାଙ୍ଗି ଦେଉ ଛନ୍ତି । ଆଜି କଲି ର ପିଲା ଝିଅ ମାନକୁ ଭାବୁ ଛନ୍ତି ଗୋଟେ ଖେଳନା , ଖେଳି ସାରି ଫୋପାଡ଼ି ଦେବେ । ସହଜ ରେ ପ୍ରେମ କରୁ ଛନ୍ତି ଆଉ ଭୁଲ ରେ ଯଦି ଗୋଟି ପିଲା ରହି ଗୋଲା ତାହାଲେ ତାକୁ ଅବର୍ଶନ କରି ଦେଉଛନ୍ତି । ପିଲା ଟିକୁ ମଧ୍ୟ ମାରି ଦେଉ ଛନ୍ତି , କେବଳ ଟିକେ ଦେହ ସମ୍ପର୍କ ପାଇଁ ।

ପ୍ରେମ କରିବା ଏତେ ସହଜ କଥା ନୁହେଁ । ଦ୍ୱାପର ରେ ନାମ ଗୋଟିଏ ରାଧା କଂହେଇ ପ୍ରେମ । ଆଉ ତ୍ରେତୟା ରେ ନାମ ଗୋଟିଏ ଥିଲା ରାମ ସୀତା ପ୍ରେମ । ଏମାନଙ୍କ ପ୍ରେମ ରେ ନଥିଲା ସ୍ୱାର୍ଥ । ପାଇବା ର ଆଶା ନ ଥିଲା । କେବଳ ଥିଲା ପ୍ରେମ । ଆଉ ଏହି କଳି ଯୁଗରେ କଳୁଷିତ ମଣିଷ , ନିଜକୁ ଭୁଲି ଯାଉଛି ସେ ଜଣେ ଶ୍ରେଷ୍ଠ ଯିବ ବୋଲି ।

ପତେବେ ଆଜି ଏକ ଘଟଣା ସାମ୍ନା କୁ ଆସିଛି , ଯେଉଁ ଥିରେ ଜଣେ ମୁସଲିମ ଝିଅ ଥାନା ରେ ଯାଇ ଅଭିଯୋଗ କରି ଥିଲା । ତାଙ୍କୁ ଅଙ୍କିତ ନାମକ ପିଲା ଭଲ ପାଇବା ର ପ୍ରତାରଣା କରି ତା ସହିତ ଶାରୀରିକ ସମ୍ପର୍କ ରଖି । ପେଟରେ ପିଲା ରଖି ଦେଇ ଥିଲା । ଆଉ ତା ପରେ ତାକୁ କହି ଥିଲା ପିଲା କୁ ଅବର୍ଶନ କଲେ ତାକୁ ବିବାହ କରିବ ବୋଲି ।

କିନ୍ତୁ ଏବେ ଅଙ୍କିତ ମନା କରୁଛି ତାକୁ ଵିଵାହ କରିବ ନାହିଁ । କହୁଛି ସେ ଜଣେ ମୁସଲିମ ଝିଅ । ତେଣୁ ସେ ତାକୁ ବିବାହ କରିବ ନାହିଁ । ତେବେ ଝିଅ ଟି କହିଲା । ସେ ଅଙ୍କିତ କୁ ବହୁତ ଭଲ ପାଉ ଥିଲେ , ଆଉ ଅଙ୍କିତ ମଧ୍ୟ ତାଙ୍କୁ ବହୁତ ଭଲ ପାଉ ଥିଲେ । ଅଙ୍କିତ ମଧ୍ୟ କହି ଥିଲେ ତାଙ୍କୁ ବିବାହ କରିବେ ବୋଲି ।

ଆଉ ଭରସା କରି ଝିଅଟି ତାଙ୍କ ସହିତ ହୋଟେଲ କୁ ଯାଇଛି । ଆଉ ସେଠାରେ ଅଙ୍କିତ ସହିତ ରାତି କଟେଇଛି । ତେବେ ପେଟରେ ପିଲା ରହିବା ପରେ ଅଙ୍କିତ , ପିଲା ଟିକୁ ଅବୋରେସନ କରି ଦେଇ ଥିଲା । ତେବେ ଝିଅ ଟି ଏବେ ଚଂହୁଛି ତାକୁ ନ୍ୟାୟ ମିଳୁ , ଅଙ୍କିତ ଥାନା କୁ ଯାଉ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।