ଦେଖନ୍ତୁ ପ୍ରଥମ ଥର ପାଇଁ ଗୀତ ଗାଇଲେ ସିଦ୍ଧାନ୍ତ ମହାପାତ୍ର,ଗୀତ ସୁନୀଲ ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସୁପରଷ୍ଟାର ମୁନା ଭାଇ ଗୀତ ଗାଇଲେ। କିଛି ସଙ୍ଗୀତ ଏମିତି ରହିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଗୀତର ଚାହିଦା ବେଶ୍ ବଢ଼ି ଯାଇଥାଏ। ସୋସିଆଲ ମିଡିଆରେ ଏହା ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ।
ସେହିପରି ଏବେ ଏକ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।ଆପଣ ବିଭିନ୍ନ ସ୍ୱାଦର ସଙ୍ଗୀତ ପ୍ରତିଦିନ ଶୁଣିବାକୁ ପାଉଥିବେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ। ଏହା ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ସେହିପରି ଏକ ସୁନ୍ଦର୍ ସଙ୍ଗୀତ ଏବେ ସାମ୍ନାକୁ ଆସିଛି।
ଯେଉଁ ସଙ୍ଗୀତକୁ ଅନେକ ଜଣ ଏବେସୁଦ୍ଧା ଶୁଣି ସାରିଲେଣି।ଲୋକପ୍ରିୟ ଗାୟିକା ଜ୍ୟୋତିର୍ମୟୀ ଏହି ଗୀତଟିକୁ ଗାଇଛନ୍ତି। ତେବେ ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ସିଙ୍ଗର ଚୁଲବୁଲି ଗାୟିକା ଜ୍ୟୋତିର୍ମୟୀ ଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ।
ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।ସେହିପରି ଏହି ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି।ଶ୍ରୋତା ମାନେ ଏହାକୁ ଶୁଣି ବହୁତ୍ ଖୁସି ହେଉଛନ୍ତି। ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି।
ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ମାନେ।ତେବେ ତିଆରି ହେଉଥିବା ଏହିସବୁ ନୂଆ ନୂଆ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି ଏବଂ ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ।
ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ସଙ୍ଗୀତ ରଚନା ଏବଂ ସୁନ୍ଦର୍ ଭାବରେ ସ୍ଵରରେ ଏହାକୁ ଏପରି ସଜା ଯାଉଛି ଯେ ଏହାକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି।
ଦିନକୁ ଦିନ ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଆସୁଛି ଯାହା ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଅଟେ।ସେହିପରି ଏବେ ଯେଉଁ ଗୀତର ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଆପଣ ଏହି ଗୀତକୁ ଶୁଣିଲେ ଜାଣି ପାରିବେ ଯେ କେତେ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।
ଏହି ଗୀତଟି ହେଉଛି ଦୁଃଖ ମୋ ଭାଗ୍ୟରେ ଲେଖା।ଏହି ଗୀତଟି ଏବେ ବେଶ୍ ହିଟ୍ ହେବାରେ ଲାଗିଛି।ଏହି ଗୀତର ଲିରିକ୍ସ ଦେଇଛନ୍ତି ଓଁକାର ଏବଂ ମ୍ୟୁଜିକ କରିଛନ୍ତି ଜାପାନୀ ଭାଇ।ଏହି ଗୀତଟି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ବି ଏହି ଗୀତଟିକୁ ଶୁଣିଲେ ନିଶ୍ଚୟ ଖୁସି ହେବେ ଯାହାକୁ ୧ କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରୋତା ଶୁଣି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।