ଦେଖନ୍ତୁ video- ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ନିର୍ଜଳା ଉପାସ ରହି ପୂଜା କଲେ ବର୍ଷା

ତେବେ ଆମେ ଟିଭି ଏବଂ ମୋବାଇଲ ମାଧ୍ୟମ ରେ ଅନେକ ସିନେମା ଅର୍ଥାତ ଫିଲ୍ମ ଆଦି ଦେଖି ଥାଉ ଯାହା ଆମର ମନରଞ୍ଜନ ପାଇଁ ହୋଇ ଥାଏ | ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଯେଉଁ ମାନେ ତାଙ୍କର ସୁନ୍ଦର ଅଭିନୟ ମାଧ୍ୟମ ରେ ଆମ ମନକୁ କିଣି ନେଇ ଥାଆନ୍ତି | ଏହି ସେଲିବ୍ରେଟି ମାନଙ୍କର ଜୀବନ ଶୈଳୀ ସାଧାରଣ ଭିନ୍ନ ହୋଇ ଥାଏ ଅର୍ଥାତ ଷ୍ଟାଇଲିସ ଧରଣ ର ହୋଇ ଥାଏ | ତେବେ ସମସ୍ତ ଦର୍ଶକ ଙ୍କର ପ୍ରାୟ ପ୍ରିୟ କଳାକାର ନିହାତି ଭାବରେ ରହି ଥାଆନ୍ତି ଯାହାଙ୍କର ଫିଲ୍ମ ର ଝଲକ ଦେଖିବା ପାଇଁ ସେମାନେ ଅଧିକ ପସନ୍ଦ କରି ଥାଆନ୍ତି |


ଏହି ସେଲିବ୍ରେଟି ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ଚର୍ଚ୍ଚିତ ହୋଇ ରହି ଥାଆନ୍ତି ଯାହାକି ତାଙ୍କର କିଛି ଭିଡ଼ିଓ ହେଉ ଅଥବା କିଛି ବ୍ୟକ୍ତିଗତ ଜୀବନ କୁ ନେଇ ହେଉ ତାହା ଦେଖିବା ପାଇଁ ଅର୍ଥାତ ଜାଣିବା ପାଇଁ ଫ୍ୟାନ୍ସ ମାନେ ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ନାୟିକା ଭାବେ ପରିଚିତ ବର୍ଷା ପ୍ରିୟଦର୍ଶନି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଯିଏ କି ନିଜ ଅଭିନୟ ମାଧ୍ୟମ ରେ ସମସ୍ତ ଦର୍ଶକ ଙ୍କ ହୃଦୟ ରେ ରହିଛନ୍ତି |


ତେବେ ସେ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ପ୍ରେମ ବିବାହ କରି ଥିଲେ ଆଉ ତାଙ୍କ ଯୋଡ଼ି କୁ ମଧ୍ୟ ଦର୍ଶକ ଖୁବ ଭଲ ପାଇବା ଦେଇ ଥିଲେ | କିନ୍ତୁ ପରବର୍ତ୍ତୀ ସମୟ ରେ ତାଙ୍କ ଯୋଡ଼ି ଆଉ ଭଲ ହୋଇ ରହି ନଥିଲା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହିଥିଲା ଯାହାକୁ ନେଇ ସେ ବିଚ୍ଛେଦ ମଧ୍ୟ ହୋଇ ଯାଇଛନ୍ତି | ତେବେ ଏସବୁ ମଧ୍ୟରେ ବି ବର୍ଷା ପ୍ରିୟଦର୍ଶନି ଏଥର ମାଣବସା ଗୁରୁବାର ଦିନ ନିଜ ସ୍ୱାମୀ ଙ୍କ ପାଇଁ ଲକ୍ଷ୍ମୀ ମା ଙ୍କର ପୂଜା ଅର୍ଚନା କରି ନିର୍ଜଳା ଉପବାସ ରହିଛନ୍ତି |

ତେବେ ବର୍ଷା ପ୍ରିୟଦର୍ଶନି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ତାଙ୍କର ପୂଜା କରୁ ଥିବାର କିଛି ଫଟୋ ଓ ଭିଡ଼ିଓ ପୋଷ୍ଟ କରିଛନ୍ତି | ଯେଉଁଥିରେ ସେ ଲକ୍ଷ୍ମୀ ମା ଙ୍କର ପୂଜା ଅର୍ଚନା କରୁ ଥିବାର ନଜର ରେ ଆସିଛନ୍ତି ଆଉ ସେ ଏହି ଫଟୋ ରେ ଏକା ଧଳା ରଙ୍ଗ ର ଶାଢ଼ୀ ପିନ୍ଧି ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି | ତେବେ ତାଙ୍କର ଏହି କିଛି ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ତାଙ୍କର ଫ୍ୟାନ୍ସ ମଧ୍ୟ ଖୁବ ଖୁସି ଅନୁଭବ କରିଛନ୍ତି |