ଦେଖନ୍ତୁ EXCLUSIVE :ଭିଡିଓ ଚାଲନ୍ତୁ ଶୁଣିବା ରୂପାଙ୍କ କଣ୍ଠରୁ /ମାତ୍ର 4 ଘଣ୍ଟାରେ 36 Miliion ରୁ ଅଧିକ ଲୋକ ଦେଖି ସାରିଲେଣି…

ପୂର୍ବରୁ ଲୋକ ମାନେ ନିଜ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ନିଜ ଭିତରେ ଥିବା କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରୁଛନ୍ତି। ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ଯାହା ଫଳରେ କି ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ମଧ୍ୟ ହୋଇ ଯାଇ ଥାଆନ୍ତି।

ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି। ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ରୁପା ଙ୍କର ନୂଆ ବ୍ଲଗ ଭିଡିଓ ସାମ୍ନାକୁ ଆସି ସାରିଛି ଆଉ ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷଲକ୍ଷ ଲୋକ ଲୋକ ଦେଖି ସାରିଲେଣି। ତେବେ ଆସନ୍ତୁ କଣ ରହିଛି ସେହି ଭିଡ଼ିଓ ବିଷୟରେ ଜାଣିବା;

 

 

ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ବହୁତ୍ ଅଧିକ।ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡ଼ିଶାରେ। ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି। ଆପଣ ଏ ଦୁହିଁଙ୍କର ଅନେକ ଭିଡିଓ ଦେଖି ସାରିଥିବେ।ତାଙ୍କର ପ୍ରତିଟି ଭିଡିଓ ଲୋକ ମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ।

 

ତେବେ ଅନ୍ୟ ମାନଙ୍କ ଭଳି ସେମାନଙ୍କ ଅଭିନୟର ଡାନ୍ସ ର ଚାହିଦା ବେଶ୍ ଅଧିକ ରହିଛି।ଆଉ ଏସବୁରେ ସବୁଠାରୁ ଆଗରେ ରହିଛନ୍ତି ରୂପା ଏବଂ ପିଣ୍ଟୁ।ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ସେମାନେ କରିଥାନ୍ତି। ସେମାନେ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି। ବ୍ଲଗ୍ ଭିଡିଓ ମାଧ୍ଯମରେ ମଧ୍ୟ ସେମାନେ ତାଙ୍କର ପ୍ରସଂଶକଙ୍କ ନିକଟତର ହୁଅନ୍ତି।ତାଙ୍କର ଅନେକ ବ୍ଲଗ୍ ଭିଡିଓ ଗୁଡ଼ିକୁ ଆପଣ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ରେ ଦେଖିଥିବେ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି।


ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଯେଉଁ ବ୍ଲଗ ଭିଡିଓଟି ଆସିଛି ସେଥିରେ ଦେଖିବାକୁ ମିଳିଛି ମାଣବସା ଗୁରୁବାର ପାଇଁ ବୁଧବାର ରାତିରୁ ସବୁ ଆୟୋଜନ କରିବା ପାଇଁ ରୂପା ଲାଗି ପଡିଛନ୍ତି ରାନୁ ମଧ୍ୟ ମନ୍ଦର ସଫା କରି ଝୋଟି ପକାଇ ଦେଇଛନ୍ତି ।ଏହପରେ ପିଣ୍ଟୁ ମାର୍କେଟ ଯାଇ ମାଣବସା ପାଇଁ ସମସ୍ତ ପୂଜା ସାମଗ୍ରୀ ନେଇ ଆସୁଛନ୍ତି ।ଆଉ ରାତି 2 ରୁ ସମସ୍ତେ ଉଠି ଘରର ସମସ୍ତ କାମ ଶେଷ କରି ପୂଜା ଆରମ୍ଭ କରିଛନ୍ତି ।

ତେବେ ରୂପା ମାଣବସା ପୂଜା ଶେଷ କରି ଲକ୍ଷ୍ମୀ ପୁରାଣ ପଢିବା ପାଇଁ ଲାଗିଛନ୍ତି ।ତେବେ ରୂପା ଙ୍କ କଣ୍ଠରୁ ଲକ୍ଷ୍ମୀ ପୁରାଣ ଶୁଣିବା ପାଇଁ ସମସ୍ତେ ବସିଛନ୍ତି ଏବଂ ରୂପା ମଧ୍ୟ ବହୁତ ସୁନ୍ଦର ଭାବରେ ଲକ୍ଷ୍ମୀ ପୂରାଣ ପଡୁଛନ୍ତି ଯାହା ଆପଣ ମାନେ ଭିଡିଓ ଦେଖିଲେ ଜାଣି ପାରିବେ ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।