viral ଭିଡ଼ିଓ – କୁକୁର ପିଇଲା ମଦ ଆଉ ତାପରେ ଯାହା ହେଲା ,ଦେଖନ୍ତୁ viral ଭିଡ଼ିଓ ଟିକୁ….

ପ୍ରତିଦିନ ସୋସିଆଲ ମିଡିଆ ରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତାହା ଆପଣ ମାନେ ଦେଖିବା କୁ ପଉଥିବେ ଆପଣ ମାନେ ଏହି ଭିଡ଼ିଓ ଟି କୁ ଦେଖିଲେ କହିବେ କି ନୃଶଂସ ଭାବେ ବ୍ୟକ୍ତି ମାନେ କୁକୁର ଛୁଆ କୁ ମଦ ପିଇବା କୁ ଦେଇ ଥିଲେ ।

ଏହି ଭିଡ଼ିଓ ଟି ସୋସିଆଲ ମିଡିଆ ରେ ଭିଡ଼ିଓ ଭାଇରାଲ ହେବା ରେ ନିଆଁ ପରି ଭାଇରାଲ ହେବା ରେ ଲାଗିଛି ।କୁହାଯାଏ କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଅନେକ ସମୟ ରେ ସେ ନିଜ ଜୀବନ କୁ ବାଜି ଲଗେଇ ମାଲିକ କୁ ରକ୍ଷା କରେ। କିନ୍ତୁ ଏଠି ଏମିତି ଏକ ଖବର ଆସିଛି ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଏକ କୁକୁର ତା’ ମାଲିକର ଜୀବନ ନେଇ ଯାଇଛି। କିଛି ଯୁବକ ମିଶି ମଦ ପିଉଛନ୍ତି ଏବଂ ପାଖରେ ଥିବା କୁକୁର ଛୁଆ କୁ ମଧ୍ୟ ଏକ ଗ୍ଲାସ ରେ ମଦ ଢାଳି ପିଇବା କୁ ଦେଉଛନ୍ତି। ବିଶ୍ୱାସୀ କୁକୁର ଛୁଆ କି ଜାଣିବ, ତା ପାଇଁ ମଦ ଥୁଆ ହୋଇଛି କି ପାଣି କିଛି ଯୁବକ ମଦ କୁ କୁକୁର ଛୁଆ ପାଖରେ ରଖିବା ପରେ କିଛି ନ ଭାବି ଗ୍ଲାସ ରେ ଥିବା ମଦ କୁ ପିଇ ଦେଇ ଥିଲା କୁକୁର ଛୁଆ।

ଆଜିର ଏହି ସ୍ୱାର୍ଥପର ଦୁନିଆ ରେ ମଣିଷ ନିଜର ସ୍ୱାର୍ଥ ହାସଲ ପାଇଁ କିଛି ବି କରିବା କୁ ପଛାଉ ନାହିଁ। ଆଉ ସ୍ୱାର୍ଥ ସରି ଗଲା ପରେ ମୁହଁ ବୁଲାଇ ଦେଉଛି। କେତେ ବେଳେ ନିରୀହ ପ୍ରାଣୀ ଙ୍କ ଉପରେ ନିର୍ଯାତନା ତ ଆଉ କେତେ ବେଳେ ସେମାନ ଙ୍କ ମଦ ଦେଇ ଦେଉଛନ୍ତି ପିଇବା କୁ ମଣିଷ ଏତେ ନିଷ୍ଠୁର,ନୃଶଂସ ହୋଇଯାଉଛି ଯେ, ଦିନକୁ ଦିନ ନିରୀହ ପ୍ରାଣୀ ଙ୍କ ଉପରେ ଏ ଭଳି ବର୍ବରତା ବଢ଼ିବା ରେ ଲାଗିଛି।

ଆଜି କାଲି ଘରେ ପାଳୁ ଥିବା ପ୍ରାଣୀ ମାନ ଙ୍କ ଭିତରେ କୁକୁର ର ସ୍ଥାନ ଉପରେ ରହିଛି। ପ୍ରାୟ ଲୋକ ଙ୍କ ଘରେ କୁକୁର ଥିବା ଦେଖା ଯାଏ। ଏହାକୁ ଏକ ବିଶ୍ୱସ୍ତ ପ୍ରାଣୀ ବୋଲି ମଧ୍ୟ କୁହାଯାଏ। ଅନେକ ଜାଗା ରେ ମଧ୍ୟ ଦେଖା ଯାଏ ପାଳିତ କୁକୁର ନିଜ ଜୀବନ କୁ ବାଜି ଲଗେଇ ମାଲିକ ଙ୍କୁ ରକ୍ଷା କରିବା ର।

ଏମିତି ବି କେଉଁଠି ଦେଖା ଯାଏ ଜଣ ଙ୍କ ର ପାଳିତ କୁକୁର ହିଂସ୍ର ହୋଇ ଅନ୍ୟ କୁ ଆକ୍ରମଣ କରି ତାକୁ ମରଣାତ୍ମକ ପରିସ୍ଥିତି କୁ ନେଇ ଯିବା ର। ହୁଏତ ଆପଣ କେବେ ଶୁଣି ନ ଥିବେ କୌଣସି ପାଳିତ କୁକୁର ନିଜ ମାଲିକ ର ଜୀବନ ନେଇଯିବାର। ଏବେ କିଛି ଏମିତି ଏକ ଖବର ସାମ୍ନା କୁ ଆସିଛି ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।