ଓଃ..କି..ଡ୍ୟାନ୍ସ – ଯାତ୍ରା ମଞ୍ଚରେ Ollywood ହିରୋଇନ ଅର୍ଚ୍ଚିତା & ସବ୍ୟସାଚୀ ( Archita & Sabyasachi ) କଲେ ଜବରଦସ୍ତ ରୋମାଣ୍ଟିକ ଡ୍ୟାନ୍ସ….ଦେଖନ୍ତୁ ଭିଡ଼ିଓ….
ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଆଗ ଧାଡିରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ ଷ୍ଟେଜ ପ୍ରଗ୍ରାମ କୁ ମଧ୍ୟ ଯାଇ ଥାଆନ୍ତି । ଆଉ ବଡ଼ ବଡ଼ ସେଲିବ୍ରେଟି ଙ୍କୁ ପାଖରେ ଦେଖି ଦର୍ଶକ ମଧ୍ୟ ଖୁବ ଖୁସି ଅନୁଭବ କରି ଆହୁରି ଉତ୍ସାହିତ ହୋଇ ଯାଆନ୍ତି ।
ତେବେ ଆପଣ ମାନେ ତ ଜାଣି ଥିବେ ବର୍ତ୍ତମାନ ସମୟରେ କାଳୀ ପୂଜା ପାଇଁ ଅନେକ ଜିଲ୍ଲା ରେ କାଳୀ ପୂଜା ମେଳା ବସିଛି ଆଉ ଏହି ମେଳା ରେ ଯାତ୍ରା ମଧ୍ୟ ହୋଇ ଥାଏ । ଆଉ ଏହି ଯାତ୍ରା ଷ୍ଟେଜ ରେ ଅନେକ ବଡ଼ ବଡ଼ କଳାକାର ମଧ୍ୟ ଅତିଥି ରୂପେ ଆସି ଥାଆନ୍ତି ଆଉ ବର୍ତ୍ତମାନ ସମୟରେ ସେଭଳି ଏକ କଳାକାର ଙ୍କୁ ଯାତ୍ରା ଷ୍ଟେଜରେ ଦେଖିବା ପାଇଁ ମିଳିଛି ।
ତେବେ ଗଣନାଟ୍ୟ ଯାତ୍ରା ଷ୍ଟେଜରେ ଏବେ ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀ ଦେଖିବା ପାଇଁ ମିଳିଛନ୍ତି, ଯିଏ କି ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଆଗଧାଡିର ଏକ ଅଭିନେତ୍ରୀ ଅଟନ୍ତି ଯାହା ଦ୍ୱାରା ସେ ସାରା ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ତେବେ ଅର୍ଚ୍ଚିତା ଯାତ୍ରା ମଞ୍ଚରେ କହିଛନ୍ତି କି ମୁଁ ଆପଣଙ୍କ ପାଖକୁ ଆସିକି ଆପଣଙ୍କ ଭିତରେ ରହିକି ଆପଣଙ୍କ ମାନଙ୍କ ଏହି ଆବାଜ ରେ ମୁଁ ବେଶୀ ଭଲ ହେଇ ଯାଇଛି ।
ଦୀପାବଳି ଗଲା ବୋମ ଫୋମ ଫୁଟାଇଛନ୍ତି କି ନାହିଁ ନାଁ ଖାଲି ଝରଝରି କରିଛନ୍ତି । ମୋର ଏହି କଥା ରୁ ଗୋଟେ ଗୀତ ମନେ ପଡୁଛି ବୋମା ଟା ଫୁଟି ଗଲା ରେ ଏହି ଗୀତ ତ ଆପଣ ଶୁଣି ଥିବେ ଏଇଟା ମୋ ଫିଲ୍ମ ର ଗୀତ ।
ତେବେ ଏବେ ଏବେ ଦୀପାବଳି ଯାଇଛି ଆଉ ଏହି ଦୀପାବଳି ପର୍ବ ଆପଣଙ୍କ ଜୀବନ କୁ ଆଲୋକମୟ କରି ଦେଉ ଆଉ ପୁରା ସବୁ ଖୁସିରେ ଭରି ଦେଉ । ଯେତେ ବେଳେ ମୁଁ ଏଇଠି ଆପଣ ମାନଙ୍କ ସାମ୍ନାରେ ଅଛି କିଛି ଗୋଟେ ନିହାତି ଧମାକା ତ ହେବ ।
ତେବେ ଯେତେ ବେଳେ ଦର୍ଶକ ମାନେ ଏକ ହିନ୍ଦୀ ଗୀତ ଗାଇବା ପାଇଁ କହି ଥିଲେ ସେତେ ବେଳେ ଅର୍ଚ୍ଚିତା କହି ଥିଲେ କି ମତେ ଓଡ଼ିଆ ଛଡ଼ା ଆଉ କିଛି ଆସେନି ଆପଣ କେବଳ ଓଡ଼ିଆ ଗୀତ କୁ ହିଁ ଏନଜୟ କରନ୍ତୁ ମୁଁ ଏଠୁ ଗଲା ପରେ ପୁଣି ଆପଣ ହିନ୍ଦୀ ଗୀତ ଏନଜୟ କରିବେ ।
ତେବେ ଏହାପରେ ଅର୍ଚ୍ଚିତା ଯାତ୍ରା ମଞ୍ଚରେ ଏକ ସୁନ୍ଦର ଗୀତ ଗାଇ ଥିଲେ ଯାହାକି ତାଙ୍କର ଏକ ଫିଲ୍ମ ର ଗୀତ ଅଟେ । ଆଉ ସେହି ଫିଲ୍ମ ହେଉଛି ଆକାଶେ କି ରଙ୍ଗ ଲାଗିଲା ର ତୋ ଆଖିରେ ମୁଁ ମୋ ଆଖିରେ ତୁ ଗୀତ ଟିକୁ ସୁନ୍ଦର ଭାବରେ ଗାଇ ଥିଲେ ।
ତେବେ ଏହି ଗୀତ ଟିରେ ଦର୍ଶକ ମାନେ ମଧ୍ୟ ଖୁବ ଝୁମି ଥିଲେ ଏବଂ ତାଳି ମାରି ମାହଲ ଟିକୁ କମ୍ପେଇ ଦେଇ ଥିଲେ । ତେବେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହୋଇଛି । ଅର୍ଚ୍ଚିତା ଓ ସବ୍ୟସାଚୀ ହଟ୍ ଡାନ୍ସ କଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।