ଶରୀରର ଓଜନ ବଢିବା ସହିତ ଆମ ପେଟର ଓଜନ ମଧ୍ୟ ବଢିଥାଏ, ପେଟର ଓଜନ ଥରେ ବଢିଲେ ଏହାକୁ ସହଜରେ କମାଇ ହୋଇନଥାଏ |ପେଟର ଓଜନ ବଢିଲେ ଆମକୁ ଚାଲିବା ପାଇଁ ଏବଂ ବସିବା ପାଇଁ ବହୁତ ଅସୁବିଧା ହୋଇଥାଏ, ଏହା ଆମ ସୌନ୍ଦର୍ଯ୍ୟକୁ ମଧ୍ୟ ନଷ୍ଟ କରିଥାଏ |
ଅଧିକାଂଶ ଲୋକେ ତାଙ୍କର ଶରୀରର ଓଜନ କମାଇ ପାଇଁ ଏବଂ ପେଟ କମାଇବା ପାଇଁ ବହୁତ ଚିନ୍ତିତ ଥାନ୍ତି, ମୁଁ ଆଜି ଆପଣକୁ ଏହି ପେଟର ଓଜନ କମାଇବା ପାଇଁ କିଛି ଉପାୟ କହିବି |ଏହି ଉପାୟକୁ ଆପଣ କିଛି ଦିନ ବ୍ୟବହାର କଲେ ଆପଣଙ୍କର ଏହି ସମସ୍ୟାର ସମାଧାନ ହୋଇଯିବ, ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ |
ଏହି ସମସ୍ୟା ହେବାର ମୁଖ୍ୟ କାରଣ ହେଉଛି ଆମର ଖରାପ ଜୀବନ ଶୈଳୀ, ଆମ ଖାଇବାର କୌଣସି ରୁଟିନ ନରହିବା ଏବଂ ଆମର ବହୁତ କମ ଶରୀରକ ପରିଶ୍ରମ କାରଣରୁ ହେଉଛି | ପ୍ରାୟ ଲୋକ ନିଜର ମୋଟା ପଣକୁ ନେଇ ଚିନ୍ତିତ ଅଛନ୍ତି, ଆମ ଶରୀରରେ ଥରେ ମେଦ ବହୁଳତା ବଢିଲେ ତାହାକୁ କମାଇବା ପାଇଁ ବହୁତ କଷ୍ଟ ହୋଇପଡେ |ଶରୀରର ଓଜନ ବଢିବା ସହିତ ଆମ ପେଟର ଓଜନ ମଧ୍ୟ ବଢିଥାଏ, ପେଟର ଓଜନ ଥରେ ବଢିଲେ ଏହାକୁ ସହଜରେ କମାଇ ହୋଇନଥାଏ |
ପ୍ରଥମ ଉପାୟ :-ଏହି ଉପାୟରେ ପ୍ରଥମେ ଆପଣ ଏକ ଚାମୋଚ ମେଥି ନିଅନ୍ତୁ, ଏହି ମେଥିକୁ ଏକ ପାତ୍ରରେ ରଖି ପାଣି ଦେଇ ଭିଜାଇ ଦିଅନ୍ତୁ |ଏହି ପାଣିରେ ମେଥିକୁ ରାତିସାରା ଭିଜାଇ ରଖାନ୍ତୁ, ପରଦିନ ସକାଳ ଏହି ମେଥିକୁ ଛାଣି ନିଅନ୍ତୁ |
ଏହି ମେଥିକୁ ସକାଳ ଆପଣ 20ମିନିଟ ପ୍ରଯ୍ୟନ୍ତ ଚୁବାଇ ଚୁବାଇ ଖାଆନ୍ତୁ |ଏହିପରି ଯଦି ଆପଣ କିଛି ଦିନ ଖାଇବେ ତେବେ ଆପଣ ପେଟ ଚର୍ବି ଧୀରେ ଧୀରେ କମିଯିବ ଏବଂ ଆପଣ ସ୍ଲିମ ମଧ୍ୟ ହୋଇଯିବେ |ପେଟର ଚର୍ବି କମିଗଲେ ଆପଣ ସୁନ୍ଦର ମଧ୍ୟ ହୋଇଯିବେ |
ଏହି ଉପାୟ ଗୁଡିକ କରିବା ସହିତ ଆପଣ ଯଦି ଆପଣଙ୍କ ଲାଇଫ ଷ୍ଟାଇଲକୁ ଚେଞ୍ଜ କରନ୍ତି ଏବଂ ଖାଇବାରେ ଯଦି ରୁଟିନ କରନ୍ତି ତେବେ ଆପଣଙ୍କ ଏହି ଚର୍ବି ଜନିତ ସମସ୍ୟା କମିଯିବ |ଏହା ସହିତ ଆପଣ ପ୍ରତିଦିନ ସକାଳ ଦୌଡନ୍ତୁ ଏବଂ ବ୍ୟାୟାମ ମଧ୍ୟ୍ୟ କରନ୍ତୁ |
ଏହି ସବୁ ଆପଣ କିଛି ଦିନ ଲଗାତାର ଭାବରେ କଲେ ଆପଣ ପେଟର ଚର୍ବି କମିଯିବ ଏବଂ ଆପଣ ସ୍ଲିମ ହୋଇଯିବେ |ଏହି ଦୁଇଟି ଉପାୟ ଆପଣ ଲେଗୁରାଲି କରିଲେ ଭବିଷ୍ୟତରେ ମଧ୍ୟ୍ୟ ଆପଣଙ୍କ ପେଟର ଚର୍ବି ବଢିବ ନାହିଁ |
ଦ୍ୱିତୀୟ ଉପାୟ :-ଏହି ଉପାୟରେ ଆପଣକୁ ଅଁଳାର ଆବଶ୍ୟକତା ପଡିବ, ଆପଣ ପ୍ରତ୍ୟେକ ଦିନ ସକାଳ ଖାଇବା ପୂର୍ବରୁ ଯଦି ଅଁଳା 3ରୁ 4 ଗୋଟି ଖାଆନ୍ତୁ, କିମ୍ବା ସେଓ ଚୁପା ନଛଡାଇ ଖାଆନ୍ତୁ |ଏହିପରି ଆପଣ କିଛି ଦିନ ଖାଆନ୍ତୁ ଦେଖିବେ ଆପଣଙ୍କର ପେଟର ଚର୍ବି ଆଉ ବଢିବ ନାହିଁ |କିଛି ଦିନ ଲଗାତାର ଆପଣ ସକାଳ ଖାଲିପେଟରେ ଏହାକୁ ଖାଇଲେ ଆପଣ ପେଟର ଚର୍ବି କମିଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।