Diabetes – ( ଡାଇବେଟିସ୍ ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ ୭ ଦିନରେ ଶେଷ ହେବ |କରନ୍ତୁ ଏହି ଉପାୟ….

ଆଜିକାଲି ପ୍ରାୟତ ସମସ୍ତଙ୍କ ଘରେ ଡାଇବେଟିସ ସମସ୍ଯା ଦେଖା ଯାଉଛି । ଯାହା ଫଳରେ ଲୋକ ମାନେ ମେଡ଼ିସିନ ଠାରୁ ଆରମ୍ଭ କରି ଇନସୁଲିନ ମଧ୍ୟ ନେଉଛନ୍ତି । ମଧୁମେହ ଏକ ଗମ୍ଭୀର ହୋଇଯାଇଛି । ମଧୁମେହ ରୋଗ ହେଲେ ଶରୀରକୁ ଧୀରେ ଧୀରେ ଭିତରୁ ଫମ୍ପା କରି ଦିଏ ।

ଭାରତର ପ୍ରଯତ ୭ କୋଟି ଲୋକ ଡାଇବେଟିସରେ ଗ୍ରାସିତ ଅଟନ୍ତି । ଡାଇବେଟିସ ହେଲେ କେଶ ଝଡିବା, ଆଖି ରୋଗ, ସ୍କିନ ଖରାପ ହେବା, କିଡନି ଖରାପ ହେବା ଭଳି ସମସ୍ଯା ଦେଖାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାଢା ବିଷୟରେ କହିବାକୁ ଯାହା ସୁଗାର ୩୮୦ ହେଉ ବା ୪୮୦ ହେଉ ମାତ୍ର ୭ ଦିନରେ ନିୟନ୍ତ୍ରଣ ହେବ ।

ଆବଶ୍ୟକ ସାମଗ୍ରୀ:-

ମେଥି, ଭୃଷୁଙ୍ଗ ପତ୍ର, ଅଦା ଓ ଡାଲଚିନି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:-

ଏହି କାଢା ତିଆରି କରିବା ପାଇଁ ଏକ ପାତ୍ର ରେ ଦୁଇ ଗ୍ଳାସ ପାଣି ନିଅନ୍ତୁ । ଏଥିରେ ଏକ ଚ୍ମାଚ ମେଥି ଦାନା ପକାନ୍ତୁ । ମେଥି ରେ ଦୁଇ ପ୍ରକାରର ଫାଇଭର ରହିବା ସହ ମେଥି ଦାନା ଇନସୁଲିନ ର ସେନ୍ସଟିଭିଟି କୁ ବଢାଇ ଥାଏ । ଦ୍ଵିତୀୟ ରେ ପଣି ରେ ଆଡ କରନ୍ତୁ ଭୃସଙ୍ଗ ପତ୍ର ଯାହା ଶରୀର ଇନସୁଲିନ ର ସେନ୍ସଟିଭିଟି କୁ ବଢାଇ ଥାଏ । ଯାହା ଦ୍ଵାରା ସୁଗାର ଲେବଲ ନିୟନ୍ତ୍ରଣ ରେ ରହିଥାଏ ।


୧୫ରୁ ୨୦ ଟି ପାତ୍ର ଭୃଶଙ୍ଗ ପତ୍ର ପାଣିରେ ମିଶାନ୍ତୁ । ଏହା ପରେ ଅଦା ଯାହା ମେଟାବୋଲିଜିମ କୁ ହାଏ କରିଥାଏ । ଏହା ସହ ଅଦା ସୁଗାର ଲେବଲ କୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ । ଅଦା ଏକ ନ୍ଯାଚୁରାଲ ପେନକ୍ଲିୟର ଭଳି କାମ କରିଥାଏ । ଡାଇବେଟିସ କାରଣରୁ ଯଦି ଆପଣଙ୍କର ମସଲ ପେନ ହେଉଥାଏ ତେବେ ଅଦା ବହୁତ ଲାଭଦାୟକ ହୋଇଥାଏ ।

ଏହା ପରେ ଆପଣି ରେ ମିଶାନ୍ତି ଅଳ୍ପ ମାତ୍ରା ରେ ଡାଲଚିନି ପାଉଡର । ଆୟୁର୍ବେଦିକ ରେ ଡାଲଚିନି ପାଉଡର ଡାଇବେଟିସ ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଉପଚାର ଅଟେ । ଏବେ ଆପଣ ଏହି ପଣି କୁ ସେତେ ଯାଏଁ ଫୁଟନ୍ତୁ ଯେବେ ଯାଏଁ ଏହା ଅଧା ନ ହୋଇଛି । ୫ରୁ ୬ ମିନିଟ ଯାଏଁ ଏହି ପଣି ପ୍ରସ୍ତୁତ ହୋଇଯିବ । ଏହା ପରେ ଏହି ପଣି କୁ ଏକ ପାତ୍ର କୁ ଛାଣି ଦିଅନ୍ତୁ ।

ସେବନ ପ୍ରଣାଳି:-

ସକାଳୁ ଖାଲି ପେଟରେ ଆପଣ ଏହାର ସେବନ କରନ୍ତୁ । ଏହି ପାଣି ର ସେବନ କରିବାର ଅଧ ଘଣ୍ଟା ପରେ ବ୍ରେକଫାଷ୍ଟ ଖାଇ ପାରିବେ । ଏହି କାଢା ରେ ଚିନୀ, ମହୁ ବା ଗୁଡ ମିଶାଇବେ ନାହି । ଏହି ଦେଶୀ କାଢା ସୁଗାର ଲେବଲ କୁ ନିୟନ୍ତ୍ରଣ କରିବାରେ ଏକ ବହୁତ ପରୀକ୍ଷିତ ଉପଚାର ଅଟେ ।

ଏହା ସହ ଶରୀରର ଇମ୍ୟୁନିଟି ପାୱାର ବଢିବାରେ ମଧ୍ୟ ସହାୟକ ହୋଇଥାଏ ଏହି କାଢା ।ପାଚନ କ୍ରିୟା, କୋଲେଷ୍ଟ୍ରୋଲ, ମୋଟାପଣ କମ କରିବାରେ ମଧ୍ୟ ସହାୟକ ହୋଇଥାଏ । ୭ରୁ ୮ ଦିନ ଏହାର ସେବନ କରନ୍ତୁ ଦେଖିବେ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।