viral video – ସହର ମଝିରେ ହେଉଛି ଉଲଗ୍ନ ନାଚ, କେତେବେଳେ ଅଧା କପଡ଼ାରେ ତ ଆଉ କେତେ ବେଳେ ବିନା କପଡ଼ାରେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଆମ ସମାଜରେ ପୁଣି ଏକ ଲଜ୍ଜାଜନକ ଘଟଣା ଏବେ ସାମ୍ନାକୁ ଆସିଛି।ଆପଣ ଏହି ଘଟଣା କୁ ନିଶ୍ଚିତ ଭାବେ ନିନ୍ଦା କରିବେ।ସତରେ ଆଜିର ଏହି ଅତ୍ୟାଧୁନିକ ସମାଜର ମନୁଷ୍ୟ ମାନଙ୍କ ମଧ୍ୟରେ ନୈତିକତା ର ଘୋର ଅଭାବ ଦେଖା ଦେଉଛି। ଆଧୁନିକ ଯୁଗର ମଣିଷମାନେ ଦିନକୁ ଦିନ ତଳକୁ ଖସି ଚାଲିଛନ୍ତି।

ଆଜିର ଲୋକେ ସ୍ଵାର୍ଥ ଓ କାମନା ର ଲାଳସା ରେ ଲାଳିତ ହୋଇ ବହୁ ନୀଚ୍ଚ ସ୍ତରର କାର୍ଯ୍ୟ କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି। ବର୍ତ୍ତମାନ ସମୟରେ ଏହିପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ଯାହା ଖୁବ୍ ନିନ୍ଦା ଜନକ।

ତେବେ ଘଟଣାଟି ହେଉଛି ସହର ମଝିରେ ହେଉଛି ଉଲଗ୍ନ ନାଚ କେତେବେଳେ ଅଧା କପଡାରେ ତ କେତେବେଳେ ବିନା କପଡାରେ ନାଚୁଛନ୍ତି କିଛି ଯୁବତୀ। ଅଜ୍ଞା ହଁ ଲଜ୍ଜ୍ୟାର ସମସ୍ତ ସୀମା ପାର କରି ଯାଇଛନ୍ତି ଏହି ଯୁବତୀ ମାନେ।

 ଆଇନ କାନୁନକୁ ଖାତିରି ନ କରି ସହର ମଝିରେ ଶହ ଶହ ଜନ ଗହଳିରେ ହେଉଛି ଉଲଗ୍ନ ଏହି ଉଲଗ୍ନ ନାଚ।ତା ସାଙ୍ଗକୁ ରାତି ତମାମ ଜମୁଛି ମଦର ଆସର। ଆଉ ବେଫିକର ହୋଇ ନାଚୁଛନ୍ତି ଯୁବତୀ। କେତେବେଳେ ଅଧା କପଡ଼ାରେ ତ ଆଉ କେତେ ବେଳେ ବିନା କପଡ଼ାରେ ନାଚୁଛନ୍ତି ଯୁବତୀମାନେ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ହାଡୁଭାଙ୍ଗି ପଞ୍ଚାୟତ ସଦର ମହକୁମାରେ ।

କିଛି ଦିନ ଧରି ସ୍ଥାନ ପରିବର୍ତ୍ତନ କରି କରି ବିଳମ୍ବିତ ରାତିରେ ଆୟୋଜିତ ହେଉଛି ଏଭଳି ନୃତ୍ୟର ଆସର ଜମୁଛି ଲୋକଙ୍କ ଭିଡ। ଆଉ ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଅଞ୍ଚଳରେ ଏହି ଆୟୋଜନରେ ଭାଗ ନେବା ପାଇଁ ମାଇକ ସାହାଯ୍ୟରେ ବାରମ୍ବାର ଘୋଷଣା ମଧ୍ୟ କରା ଯାଉଛି।

ନୃତ୍ୟ ଚାଲିବା ସମୟରେ ଘୋଷଣା ହେଉଛି ଯେ ଗରମା ଗରମ ମସଲା ଡ୍ୟାନ୍ସର ମଜା ନିଅନ୍ତୁ।କିନ୍ତୁ କେହି ଭିଡିଓ ଉଠାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଯଦି ରେକର୍ଡ କରିବା ବେଳେ ଧରା ପଡିବେ ତେବେ ଫୁଲ ରାଉଣ୍ଡ ଗୁଳି ଫୁଟିବ। ଯାହା ସମସ୍ତଙ୍କୁ ଚକିତ କରିଛି।

ତେବେ ସଭ୍ୟ ସମାଜ ଭିତରେ ଏଭଳି ଅସଭ୍ୟ କାର୍ଯ୍ୟ। ଲଜ୍ୟା ସରମ ସବୁ କିଛି ଭୁଲି ସର୍ବ ସାଧାରଣଙ୍କ ଆଗରେ ଚାଲିଛି ଏଭଳି କାର୍ଯ୍ୟ।ଯାହାକି ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ସେମାନେ ଏଭଳି କାର୍ଯ୍ୟ କରିବା ଫଳରେ ସମାଜରେ ଧର୍ମୀୟ ଭାବନା ଉପରେ ବ୍ୟାଘାତ ସୃଷ୍ଟି ହେଉଛି ଏଥି ସହିତ ଏହା ଲୋକମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପକାଉଛି।

ଲୋକ ମାନଙ୍କ ମନରେ ଖରାପ ଭାବନା ମଧ୍ୟ ଜାଗ୍ରତ ହେଉଛି। ତେବେ ଏ ଭଳି ଘଟଣା ଗଣ ମାଧ୍ୟମ ସାମ୍ନାକୁ ଆସିଲା ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।