Joint pain Home remedy – ( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ) ୨ମିନିଟ୍ ରେ ଭଲ କରିବ ଏହି ଚମତ୍କାରି ପତ୍ର,ଘରୋଇ ରାମବାଣ ଉପାୟ……
ଆଜି କାଲି ର ସବୁ ଠାରୁ ବଡ଼ ସମସ୍ୟା । ଲୋକ ମାନଙ୍କର ବହୁତ ଜଲ୍ଦି ଚୁଟି ପାଚି ଯାଉଛି । ତା ସହିତ 40 ବର୍ଷ ହେଇ ଯିବାକୁ ମଣିଷ ର ଆଣ୍ଠୁ ଗଣ୍ଠି କମର ଇତ୍ୟାଦି ସ୍ଥାନ ରେ ଅତ୍ୟଧିକ ବ୍ୟଥା ହେବାରେ ଲାଗୁଚି । ମଣିଷ ଏଥି ପାଇଁ ଖୁସି ରେ ଗୋଟେ କିଛି କାମ କରି ପାରୁ ନାହିଁ । ବହୁତ ଟେନସନ ରେ ରହୁଛି । ଯଦି ମଣିଷ ଦେହ ସବୁ ସମୟ ରେ ଖରାପ ହୋଇ ଥାଏ ।
ତାହାଲେ ମଣିଷ କେବେ ଖୁସି ରେ ରହି ପାରେ ନାହିଁ । ତେବେ ଆଣ୍ଠୁ ଗଣ୍ଠି ହେବାର ମୁଖ୍ୟ କାରଣ କଣ ହୋଇ ପାରେ ଓ ପୁଣି ଏତେ ଜଲ୍ଦି ମଣିଷ ଶରୀର ରେ ଆଣ୍ଠୁ ଗଣ୍ଠି ବ୍ୟଥା କଣ ପାଇଁ ହୋଇ ଥାଏ । ଯେଉଁ ସମୟ ରେ ଆଗ କାଳ ର ଲୋକ ମାନେ 70 ବର୍ଷ ହୋଇ ଥିଲେ ମଧ୍ୟ ତାଙ୍କର ଏ ସବୁ ର ସମସ୍ୟା କିଛି ଦେଖା ଯାଉ ନାହିଁ । କିନ୍ତୁ ଚିନ୍ତା କରିବାର କିଛି ନାହିଁ ଆଜି ଆମେ ଆପଣଂକୁ ସେହି ଘରଇ ଉପାୟ ବିଷୟ ରେ କହିବୁ । ଯାହା ଆପଣ ସେହି ଉପାୟ ଟି କଲେ ସମ୍ପୂର୍ଣ ସୁସ୍ଥ ହୋଇ ଯିବେ ।
ତେବେ ଆଜିର ପିଲା ମାନେ ମଧ୍ୟ ରତ୍ରୀ ପର୍ଯ୍ୟନ୍ତ ମୋବାଇଲ ରେ ଖରାପ ଦୃଶ୍ୟ ଦେଖୁ ଛନ୍ତି । ଯାହା ଫୋଳରେ ତାଙ୍କୁ ଶାରୀର ରେ କ୍ୟାଲସିୟମ ଅଭାବ ଦେଖା ଦେଉଛି । କ୍ୟାଲସିୟମ ଅଭାବ ଦେଖା ଦେଲେ ମଣିଷ ର ଆଖି ପୋତା ତଳେ କଳା ଦେଖା ଦେଇ ଥାଏ ।
ବହୁତ ଜଲ୍ଦି ମଣିଷ ବୁଢା ହୋଇ ଯାଇ ଥାଏ ଆଣ୍ଠୁ ଗଣ୍ଠି ବିନ୍ଧା ର ସମସ୍ୟା ଦେଖା ଦେଇ ଥାଏ । ଆଜି କାଲି ର ମଣିଷ ଖାଇବା ରେ ମଧ୍ୟ ଠିକ ଟାଇମ ରଖୁ ନାହାନ୍ତି କି ଶୋଇବା ରେ ମଧ୍ୟ ଠିକ ଟାଇମ ରଖୁ ନାହାନ୍ତି । ସବୁ ସମୟ ରେ ସାର ଦିଆ ଖାଦ୍ୟ ଖାଉ ଛନ୍ତି । ସେଥି ପାଇଁ ଆଜି ଏମିତି କିଛି ସମସ୍ୟା ସମସ୍ତଙ୍କ ପାଖରେ ଦେଖା ଦେଉଛି । ଏବେ ଜାଣନ୍ତୁ ସେହି ଉପାୟ ବିଷୟ ରେ ।
ପ୍ରଥମେ ଗୋଟେ କଂସା ପାତ୍ର ରେ ରାତି ରେ ପାଣି ରଖି ପିଅନ୍ତୁ ସବୁଦିନେ । ଏବେ ଗୋଟେ ପାନ ପତ୍ର ଆଣନ୍ତୁ ଇ ସେଥିରେ କିଛି ଚୂନ ଆଣନ୍ତୁ । ପାନ ପତ୍ର ଆମ ଶରୀର ପାଇଁ ଲାଭ ଦାୟକ ହୋଇ ଥାଏ । ଚୂନ ମଧ୍ୟ ଆମ ଶରୀର ପାଇଁ ଲାଭ ଦାୟକ ହୋଇ ଥାଏ ।
କିନ୍ତୁ ଚୂନ ସେଇ ମାନଙ୍କ ପାଇଁ କ୍ଷତି କାରକ ହୋଇ ଥାଏ , ଯେଉଁ ମାନଙ୍କ ର କିଡ଼ିନି ରେ ପଥର ହୋଇ ଥାଏ । ନହଲେ ଚୂନ ସମସ୍ତଙ୍କ ପାଇଁ ଲାଭ ଦାୟକ ହୋଇ ଥାଏ । ଏବେ ପାନ ରେ ଚୂନ ମାରି ଡେଲି ସକାଳେ ଖାଆନ୍ତୁ । ଦେଖିବେ ଆଣ୍ଠୁ ଗଣ୍ଠି ବ୍ୟଥା ଦୂର ହୋଇ ଯିବ ଏକ ମାସ ଭିତରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।