viral ଅଡିଓ call – ମୁଁ ଖୋଲିଦେଲି ତୁମେ ଖୋଲିଦିଅ,ଦେଖିବ ମଜା ଲାଗିବ,ଏମିତି ଅଶ୍ଳୀଳ କଥା କହିଲେ ଯୁବତୀ ଦେଖନ୍ତୁ viral ଭିଡ଼ିଓ ଟିକୁ….

ଅର୍ଚ୍ଚନା ଭଳି ଆଉ ଜଣେ ଲେଡି ବ୍ଲାକମେଲ ର, ଅର୍ଚ୍ଚନା ନାଗ ଙ୍କ ପରି ସମାନ ଢଙ୍ଗ ରେ ବଡ ବଡିଆ ଙ୍କୁ ପଟାଉ ଥିଲେ । ଅନଲାଇନ ରେ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇ ବନ୍ଧୁତା ର ଦେଉ ଥିଲେ ଅଫର । ଆଉ ସମ୍ପର୍କ ଆଗକୁ ବଢିବା ପରେ ଅନ୍ତର ଙ୍ଗ ଭିଡିଓ ସୁଟିଂ କରି କରୁଥିଲେ ବ୍ଲାକମେଲ ।

ସୁନ୍ଦର ଚେହେରା ଆଳ ରେ ହେବିଓ୍ବେଟ ଓ ହାଇପ୍ରୋଫାଇଲ ବିଜନେସ ମାନ ଙ୍କୁ ବନାଉଥିଲେ ମୋହରା । ଭୁବନେଶ୍ବର ରେ ନୁହଁ ବରଂ ରାଜସ୍ଥାନ ରେ ଚଳାଇ ଥିଲେ ଅର୍ଚ୍ଚନା ପରି ହନିଟ୍ରାପର ସିଣ୍ଡିକେଟ । ଭିଡିଓ ଲିକ କରିବା ର ଭୟ ଦେଖାଇ ଲୁଟୁ ଥିଲେ ମୋଟା ଅଙ୍କର ଟଙ୍କା । ଏ ନେଇ ରାଜସ୍ଥାନ ର ଗରଦପୁର ଅଞ୍ଚଳ ର ପ୍ରତିଷ୍ଠିତ ବ୍ୟବସାୟୀ ଥାନା ରେ ଅଭିଯୋଗ କରିବା ପରେ ଏବେ ବ୍ଲାକମେଲର ଙ୍କୁ ଭୁବନେଶ୍ବର ରୁ ଗିରଫ କରିଛି ରାଜସ୍ଥାନ ପୋଲିସ  ଲେଡି ବ୍ଲାକମେଲ ର ଜଣ ଙ୍କ ହେଉଛନ୍ତି ପ୍ରୀତି ଦେଶାଇ, ଘର କର୍ଣ୍ଣାଟକ ରେ । ଏକାଧିକ ହେବିଓ୍ବେଟ ଓ ହାଇପ୍ରୋଫାଇଲ ବିଜନେସ ମାନ ଙ୍କୁ ସୁନ୍ଦର ଚେହେରା ଦେଖାଇ ଫସାଇବା ପରେ ତାଙ୍କ ଅଜାଣତ ରେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ସୁଟିଂ କରିୁ ଥିଲେ ପ୍ରୀତି ଦେଶାଇ । ଏହା ପରେ ସେମାନ ଙ୍କୁ ବ୍ଲାକମେଲ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁ ଥିଲେ । ଯାହାର ଫାଶ ରେ ପଡ଼ି ଥିଲେ କର୍ଣ୍ଣାଟକ ର କପଡା ବ୍ୟବସାୟୀ। ଯାହାକୁ ନେଇ ମଧ୍ୟ ଜୀବନ ହରାଇବା କୁ ବାଧ୍ୟ ହୋଇଥିଲେ ।

ସେହିପରି ରାଜସ୍ଥାନର ଗରଦପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅନିଲ ଗୋୟଲଙ୍କୁ ପ୍ରେମ ଜାଲରେ ଫସାଇବା ସହ ସମାନ ଢଙ୍ଗରେ ତାଙ୍କୁ ବ୍ଲାକମେଲ କରି ମୋଟା ଅଙ୍କର ଟଙ୍କା ମାଗିଥିଲେ। ଯାହାକୁ ନେଇ ବ୍ୟବସାୟୀ ଜଣଙ୍କ ରାଜସ୍ଥାନ କେଟିଓ୍ବାଲ ଥାନାରେ ଅଭିଯୋଗ କରିଥିଲେ ।

ଏହାକୁ ଆଧାର କରି ରାଜସ୍ଥାନ ପୋଲିସ ପ୍ରିତି ଦେଶାଇକୁ ଟ୍ରାକ କରିଥିଲା । ଶେଷରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ବେଳେ ପୋଲିସ ପ୍ରୀତି ଦେଶାଇଙ୍କୁ ଗିରଫ କରିଛି ରାଜସ୍ଥାନ ପୋଲିସ ।

ଝିଅ ଟି ପୁଅ ଙ୍କୁ ଭିଡ଼ିଓ କଲ୍ କରିଥିଲେ ଓ ଯୁବକ ଟି ଚତୁରତା ସହିତ ତାଙ୍କ ସହିତ କଥା କହିଥିଲେ ଓ ପୋଲିସ୍ ଙ୍କୁ ଖବର ଦେଇଥିଲେ ।ଅନଲାଇନରେ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇ ବନ୍ଧୁତାର ଦେଉଥିଲେ ଅଫର । ଆଉ ସମ୍ପର୍କ ଆଗକୁ ବଢିବା ପରେ ଅନ୍ତରଙ୍ଗ ଭିଡିଓ ସୁଟିଂ କରି କରୁଥିଲେ ବ୍ଲାକମେଲ ।

ସୁନ୍ଦର ଚେହେରା ଆଳରେ ହେବିଓ୍ବେଟ ଓ ହାଇପ୍ରୋଫାଇଲ ବିଜନେସ ମାନଙ୍କୁ ବନାଉ ଥିଲେ ମୋହରା । ଭୁବନେଶ୍ବରରେ ନୁହଁ ବରଂ ରାଜସ୍ଥାନରେ ଚଳାଇ ଥିଲେ ଅର୍ଚ୍ଚନା ପରି ହନିଟ୍ରାପର ସିଣ୍ଡିକେଟ । ଭିଡିଓ ଲିକ କରିବାର ଭୟ ଦେଖାଇ ଲୁଟୁ ଥିଲେ ମୋଟା ଅଙ୍କର ଟଙ୍କା ।ଏହି ସବୁ ଘଟଣା ବିଷୟରେ ସବୁ କଥା କହିଥିଲେ ପୋଲିସ୍ ଙ୍କ ନିକଟ ରେ ତାପରେ ଝିଅ ଟି କୁ ହାଜତ କୁ ନେଇ ଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।