ଯାତ୍ରା କମେଡି Scene – ମତେ ବହୁତ ପରିଶ୍ରମ ହେଇଚି | Daya ,Jina କମେଡି ଦେଖିଲେ ହସି ହସି ଗଡିବେ ! ମାତ୍ର 4 ଘଣ୍ଟାରେ 265k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଇନ୍ଦ୍ର ମହଲ କମେଡି କଳାକାର ମାନେ ନିଜ ର କଳା ସାହାର୍ଯ୍ୟ ରେ ସବୁ ଠା ରେ ନଜର ରେ ଆସି ପାରିବେ ନିଜ କଳା ଦ୍ବାରା କାହାର ବି ମନ କୁ ଜିତି ପାରିବେ ତେବେ ସେ କଳାକାର ମନେ ଚଲଚିତ୍ର ରେ ହଉ କି ଯାତ୍ରା ଦୁନିଆ ରେ ହଉ ବାସ ନିଜ ର କଳା ପ୍ରଦର୍ସନ ରେ ସମସ୍ତ ଙ୍କ ହୃଦୟ କୁ ଜିତି ନିଅନ୍ତି । ତେବେ ଆପଣ ମାନେ ସମସ୍ତ ଯାତ୍ରା ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଜିନା ଓ କିଙ୍ଗ ଦୟା ଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ଜିନା ଅନେକ ଗଣନାଟ୍ୟରେ କାମ କରି ସୁନାମ ଅର୍ଜନ କରିଛନ୍ତି । ତାଙ୍କ ଅଭିନୟ ଓ ତାଙ୍କ ବ୍ୟବହାର ପ୍ରତି ସମସ୍ତ ଲୋକ ବେସ ଆକର୍ଷିତ ହୁଅନ୍ତି । ଗତ କିଛି ଦିନ ତଳେ ଜିନା ଏକ ସାକ୍ଷାତ୍କାରରେ ନିଜ ଯାତ୍ରା ଜୀବନୀ ବିଷୟରେ କିଛି ବିଶେଷ କଥା କହିଥିଲେ ଯାହା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଜିନା ଙ୍କ ଯାତ୍ରା ଜୀବନୀ ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି ।

କିନ୍ତୁ ସେ ତାଙ୍କ ଅଭିନୟ କୁ ନେଇ ବହୁତ ଚର୍ଚ୍ଚା ରେ ରୁହନ୍ତି ଜିନା ସେହି ସାକ୍ଷାତ୍କାରରେ କହିଥିଲେ-‘ମୁ ଗତ ୨୦ ବର୍ଷ ହେବ ଯାତ୍ରା ଜଗତରେ କାମ କରୁଛି । ବହୁତ ଦର୍ଶକ ମାନେ ଆମକୁ ବହୁତ ଭଲ ପାଇବା ଦେଇଛନ୍ତି ଆମ ଅଭିନୟ ରେ ଖୁସି ହେଇ ଥିଲେ । ହେଲେ ଗତ ବର୍ଷ ଲକଡାଉନ ପାଇଁ କୋଭିଡ୍ କଟକଣା ପାଇଁ ଆମ ଯାତ୍ରା କଳାକାର ମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛୁ’ ଯାହା କି ଏବେ ଆମେ ମାନେ କହିବାକୁ ବାଧ୍ୟ ହେଉଛୁ ।

ଅବଶ୍ୟ ଆମେ ନିଜ କାମ ପାଇଁ ନିଜ ଘର ଲୋକଙ୍କୁ ସମୟ ଦେଇ ପାରୁ ନାହିଁ । ଲକଡାଉନରେ ଆମେ ନିଜ ଘର ଲୋକଙ୍କ ସହ ବହୁତ ଭଲ ସମୟ ବିତେଇଲୁ । ଆଜି ନୁହଁ ମୋର ବହୁତ ପିଲା ଦିନରୁ ଇଛା ଥିଲା ଅଭିନୟ ଦୁନିଆରେ କାମ କରିବା ପାଇଁ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ଅଭିନୟ ଜଗତ ରେ ।

ମୁଁ ଯାତ୍ରାରେ କମେଡି କରେ ଲୋକ ଙ୍କୁ ହସାଇ ଥାଏ ଓ ଲୋକମାନଙ୍କୁ ମୋ କମେଡି ବହୁତ ଭଲ ଲାଗେ ଯାହା ଦ୍ବାରା ସେମାନେ ମୋତେ ଭଲ ପାଇବା ଦେଇଛନ୍ତି । ଦୟା ନନା ହେଉଛନ୍ତି ମୋ ଗୁରୁ ତାଙ୍କ ସହ କାମ କରି ବହୁତ କିଛି ଶିଖିଛି ।

ଦୟା ନନା ଆଉ ମୁଁ ବହୁତ ମଜାମସ୍ତି କରିଛୁ ସେ ଅଭିନୟ ମାନେ କଣ ମୋତେ ଜଣାଇଛନ୍ତି । ମୋ ବାପା ଜଣେ ବଡ କଳାକାର ଥିଲେ ମୁଁ ମୋ ବାପାଙ୍କୁ ନଜଣାଇ ଯାତ୍ରା ଜଗତକୁ ଆସିଥିଲି ହେଲେ ସେତେବେଳେ ଆର୍ଥିକ ପରିସ୍ଥିତି ବହୁତ ଦୁର୍ବଳ ଥିଲା ଯାହା ପାଇଁ ଆମେ ବହୁତ କଷ୍ଟ ରେ ଥିଲୁ ।

ଯାତ୍ରା ଜଗତକୁ ମୁଁ ପିଲା ଦିନରୁ ଆସି ଥିଲି ଆଉ ପ୍ରଥମେ ଡ୍ୟାନ୍ସ କରିଥିଲି ଆଉ ତା ପରେ ମୋତେ ଅନେକ ମଉକା ଦିଆଯାଇଥିଲା ଅଭିନୟ କରିବା ପାଇଁ ।କିଙ୍ଗ ଦୟା ବହୁତ ଭଲ ଭାବରେ ଅଭିନୟ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।