Ias Interview – କେଉଁ ଶବ୍ଦ କୁଆଁରୀ ଝିଅ କହିପାରିବେ ନାହିଁ ? ସାହସ ଅଛ ତ ଉତ୍ତର ଦେଇ ଦେଖ….

ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡି ଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତା ରେ ଥାନ୍ତି କି କି ଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନ ଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଦେଖନ୍ତୁ ଜାଣନ୍ତୁ କିଛି ପ୍ରଶ୍ନ ଓ ତାର ଉତ୍ତର ।

UPSC ପରୀକ୍ଷା ସବୁ ଠୁ କଷ୍ଟ ପରୀକ୍ଷା ଅଟେ ଓ ଏଥି ରେ ପାସ କରିବା କୁ ହେଲେ ବହୁତ ପରିଶ୍ରମ ବି କରିବା କୁ ପଡି ଥାଏ । ଏହା ଏଥି ପାଇଁ କି IAS ଓ IPS ହେବା କୁ ହେଲେ ଖାଲି ୟୁପିଏସସି ପରୀକ୍ଷା ପାସ କରିବା କୁ ହୁଏ ନାହିଁ । ପ୍ରି – ମେନ୍ସ ପାସ ପରୀକ୍ଷା କରିବା ପରେ କ୍ୟାଣ୍ଡିଡେଟ କୁ ଇଣ୍ଟରଭିୟୁ ବି ପାସ କରିବା କୁ ପଡି ଥାଏ । ଦେଖା ଯାଇଛି କି ଇଣ୍ଟରଭିୟୁ ରେ ବହୁତ କ୍ୟାଣ୍ଡିଡେଟ ଫେଲ ହୋଇଥାନ୍ତି ।

ପ୍ରଶାସନିକ ପରୀକ୍ଷା ଏହି କଥା କାରଣ ରୁ ଆହୁରି କଷ୍ଟ ଲାଗି ଥାଏ । ଏମିତି ରେ ଆଜି ଆପଣ ମାନେ କିଛି ପ୍ରଶ୍ନ ଓ ଉତ୍ତର ଜାଣନ୍ତୁ ଯଦି ଆପଣ ମାନେ UPSC ପରୀକ୍ଷା ଦେବେ ଯାହାକି ପ୍ରାୟତଃ ଇଣ୍ଟରଭିୟୁ ରେ ଆସିଥାଏ ।ଆପଣ ମାନେ ନିହାତି ଦେଖନ୍ତୁ ଓ ପ୍ରଶ୍ନ ଗୁଡ଼ିକ ନିହାତି ଦେଖନ୍ତୁ,1:- ଦୁନିଆ ର ସବୁ ଠାରୁ ବୁଦ୍ଧି ମାନ ଦେଶ କିଏ ?
Ans:- ହଂକଂ
2:- କେଉଁ ପ୍ରାଣୀ ଆଖି ବନ୍ଦ କରି ମଧ୍ୟ ସବୁ ଦେଖି ପାରେ ?
Ans:- ଓଟ
3:- ବିଶ୍ଵ ସୁନ୍ଦରୀ ହୋଇ ଥିବା ପ୍ରଥମ ମହିଳା କିଏ ?
Ans:- ରିତା ଫାରିଆ
4:- ଏମିତି କେଉଁ ପଶୁ ଅଛି ଯିଏ କେବେ ବି ଆକାଶ କୁ ଦେଖେ ନାହିଁ ?
Ans:- ଘୁଷୁରୀ

5:- ଏମିତି କେଉଁ ପକ୍ଷୀ ଅଛି ଯାହାର ଡେଣା ନ ଥାଏ ?
Ans:- କ୍ୱିୱା ପକ୍ଷୀ
6:- ଭାରତ ରେ ସର୍ବ ପ୍ରଥମେ ସ୍କୁଲ କେବେ ଆରମ୍ଭ ହେଇଥିଲା ?
Ans:- ୧୮୪୮
7:- କେଉଁ ଦେଶ ରେ ସବୁ ଠାରୁ ଅଧିକ ଲାଇବ୍ରେରୀ ଅଛି ?
Ans:- ଭାରତ ରେ
8:- କେଉଁ ଦେଶ ରେ ତାସ ର ଆବିଷ୍କାର ହେଇଥିଲା ?
Ans: ଚିନ ରେ

9:- କେଉଁ ଜୀବ ଦିନ ରାତି ସୁଏ ନାହିଁ ?
Ans: – ମାଛ
10:- କେଉଁ ଶବ୍ଦ କୁ କୁଆଁରୀ ଝିଅ କହି ପାରିବେ ନାହିଁ ?
Ans:- ଶାଶୂ ମାଆ

ୟୁପିଏସସି ପରୀକ୍ଷା । ଯାହାକୁ ପାସ୍ କରିବା ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ । ଅନେକ ସଫଳ ହୋଇଥାନ୍ତି, ଅନେକ ଛାତ୍ରଛାତ୍ରୀଙ୍କ ଏହି ସ୍ୱପ୍ନ ଅଧୁରା ରହିଥାଏ । କାରଣ ଏହି ପରୀକ୍ଷା ପାସ୍ କରିବାକୁ ହେଲେ ଅସୀମ ଧୈର୍ଯ୍ୟ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଥାଏ । ବର୍ଷ ବର୍ଷ ଧରି ପ୍ରସ୍ତୁତି, ଭଲ ଭଲ ସ୍ଥାନରେ କୋଚିଂ ନେଇ ମଧ୍ୟ ଅନେକ ମେଧାବୀ ଛାତ୍ରଛାତ୍ରୀ ୟୁପିଏଏସି ପରକ୍ଷା ପାସ୍ କରିପାରିନଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ