viral ଭିଡ଼ିଓ – ବାପା ମା’ଙ୍କ କଥା ଟିକେ ଭାବ ..ଏତେ ବଡ଼ ବଡ଼ ଡ୍ରିମ ରଖି ଏମିତି ହାର ମାନିଲେ ହେବ,ମତେ ଯିଏ ରାଗିଙ୍ଗ କରିବ ମୁ ଛାଡିବା ଝିଅ ନୁହଁ ସିଧା ମୁହଁକୁ ସେକିବି,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ତିନି ସିନିୟର ଙ୍କ ପାଇଁ ଜୀବନ ହରାଇଛନ୍ତି ରୁଚିକା। କିନ୍ତୁ ସେମାନଙ୍କ ନାମ ଉଲ୍ଲେଖ କରିନାହାନ୍ତି ରୁଚିକା। ଏ କଥା ସୁଇସାଇଡଲ୍ ନୋଟ୍ ରେ ଉଲ୍ଲେଖ ହୋଇଛି। କିନ୍ତୁ ସେମାନଙ୍କ ନାମ ଉଲ୍ଲେଖ କରିନାହାନ୍ତି ରୁଚିକା। ଯଦି ତିନି ଜଣଙ୍କ କଥା ଲେଖି ପାରିଲେ ନାମ କାହିଁକି ଉଲ୍ଲେଖ କରିପାରିଲେନି। ନାମ ନଲେଖିବାକୁ ନେଇ ଏବେ ଚର୍ଚ୍ଚା ହେଉଛି। ବହୁ ଚର୍ଚ୍ଚିତ ବିଜେପି କଲେଜ ର ଛାତ୍ରୀ ରୁଚିକା ମହାନ୍ତି ଙ୍କ ମୂତ୍ଯୁ କୁ ନେଇ ବଢୁଛି ସଶପେନସ୍। ତିନି ସିନିୟର କୁ ଖୁଜି ପାଇବା ପୋଲିସ୍ ପାଇଁ ଏକ ଚାଲେଞ୍ଜ୍ ହେଉଛି।
ଯେଉଁ ମାନଙ୍କ ପାଇଁ ରୁଚିକା ଏପରି ଚରମ ପଦକ୍ଷେପ ନେଲେ ଏକଥା ନିଜେ ରୁଚିକା ତାଙ୍କର ସୁଇସାଇଡଲ୍ ନୋଟ୍ ରେ କହିଛନ୍ତି। ସେହି ତିନି ସିନିୟର ଙ୍କ ଖୁଲତାଡ୍ ଚଲାଇଛି ପୋଲିସ୍। ରୁଚିକା ମହାନ୍ତି ସିନିୟର ଙ୍କ ଟର୍ଚ୍ଚର ସହି ନପାରି ସୁଇସାଇଡ୍ କରିଛନ୍ତି। ତିନି ସିନିୟର ଙ୍କ ନାମ କଣ ପାଇଁ ରୁଚିକା ମହାନ୍ତି ନେଇ ନାହାଁନ୍ତି। ଯଦି ରୁଚିକା ମହାନ୍ତି ସିନିୟର ଙ୍କ ନାମ ନେଇଥାନ୍ତେ ତାହାଲେ ପୁଲିସ୍ କୁ ଖୁଜି ବାରେ ସହାୟକ ହେଉଥାନ୍ତା। ଏବଂ ଦୋଷି କୁ ଉଚିତ୍ ଦଣ୍ତ ମିଳିଥାନ୍ତା।
ଏପରି ଅଭିନବ ଘଟଣା ଆଉ ଘଟି ନଥାନ୍ତା। ରୁଚିକା ମହାନ୍ତି ପରି ମେଧାବୀ ଛାତ୍ରୀ ଆଜି ଜୀବନ ହରାଇ ନଥାନ୍ତେ। ରୁଚିକା ଙ୍କ ମା ଭଳି ଆଉ କାହାର କୂଳ ଶୁନ୍ଯ ହୋଇନଥାନ୍ତା। ଯଦି ବି ରାଗିଙ୍ଗ୍ ସେମାନେ କରୁଛନ୍ତି। ତ ଡର ନାହିଁ। ବାପାମାଆ ଙ୍କୁ ଆଖି ରେ ରଖ।
ଏତେ ବଡ ବଡ ଡ୍ରିମ୍ ଅଛି u. p. s ଭଳି ତାକୁ ବି ପୁରଣ କରିବା ଆବଶ୍ଯକ। ଏମିତି ନୁହଁ ଆମକୁ କିଏ କହିଦେବ ଆମେ ସୁଇସାଇଡ୍ କରିଦେବୁ। ଯଦି ତିନି ଜଣ ସିନିୟର ଙ୍କ ପାଇଁ ସେ ମରିଛନ୍ତି। ତାହାଲେ ସେମାନଙ୍କ ନାମ ଲେଖିବାର ଥିଲା। ଆଜିକାଲି ଦୁନିଆ ରେ ସରଳତା ଦେଖା ନାହିଁ। ଏବଂ ଯିଏ ଦୟାର ପାତ୍ର ତାକୁ ଦୟା ଦେଖାଓ।
ସମ୍ମାନ ତାକୁ ଦିଅ ଯି ସମ୍ମାନ ପାଇବାର ଯୁଗ୍ଯ। ସିନିୟର ହେଲେ ବୋଲି କଣ ସେମାନେ ଖରାପ ବ୍ଯବହାର କରିବେ ଆମେ ସହି ଯିବା। ଆମେ ବି କହିବା। ଆଉ କାହା ପାଇଁ ସୁଇସାଇଡ କେବେବି କରନି ବାପା ମାଅା ଙ୍କୁ ଆଖି ଆଗରେ ରଖ। ରାଗିଙ୍ଗ୍ ହେଲେ ବି ଆମେ କେବେ ଛାଡିବୁନୁ।ମେଣ୍ଟାଲି ରାଗିଙ୍ଗ୍ ଗୋଟେ ପିଲାକୁ ହାରାସ କରିଦେବ। ପଠ ପଢାରେ ହଉ ବା ଘର ପରିବାର କୁ ନେଇ ସବୁଠାରେ ସେ କମିଯିବ।
ଏ ଘଟଣା କାରୁ ବାକି ଛାତ୍ରୀ ନିବାସ ରେ ହୋଇଛି। ତିନି ସିନିୟର ଙ୍କ ପାଇଁ ଜୀବନ ହରାଇଛନ୍ତି ରୁଚିକା। କିନ୍ତୁ ସେମାନଙ୍କ ନାମ ଉଲ୍ଲେଖ କରିନାହାନ୍ତି ରୁଚିକା।କିନ୍ତୁ ସେମାନଙ୍କ ନାମ ଉଲ୍ଲେଖ କରିନାହାନ୍ତି ରୁଚିକା। ଯଦି ତିନି ଜଣଙ୍କ କଥା ଲେଖି ପାରିଲେ ନାମ କାହିଁକି ଉଲ୍ଲେଖ କରିପାରିଲେନି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।