Exclusive – କଲେଜର ପ୍ରେମ ଜଙ୍ଗଲରେ ଶେଷ || ପ୍ରେମିକକୁ ଜଙ୍ଗଲକୁ ଡାକି ମାରିଦେଲା ପ୍ରେମିକ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ପ୍ରେମ ଏକ ପବିତ୍ର ସମ୍ପର୍କ କିନ୍ତୁ ଆଜିକାଲି ର ଯୁବ ପୀଢ଼ି ମାନକୁ ପ୍ରେମ ନା ରେ ଛଳନା କରି କିଏ କହ ସହିତ କଣ କରୁଛନ୍ତି ତାହା ଆପଣ ମାନେ ବି ଜାଣି ପାରିଥିବେ ପ୍ରେମ ମାନେ ନା କୌଣସି ପ୍ରତିବନ୍ଧକ । ପ୍ରେମ ପାଇଁ କେହି କିଛି ବି କରିପାରେ ।
କେହି କେତେ ଦୂର ରେ ଥାଉ ନା’ କାହିଁକି । ପ୍ରେମର ଶକ୍ତି ତାକୁ ଟାଣି ଆଣି ଥାଏ ତା’ର ସାଥୀ ନିକଟ କୁ। କିନ୍ତୁ ଆଜି କାଲି ସବୁ ଆଡେ ପ୍ରେମ ପାଇଁ ବିବାଦ ଦେଖି ବାକୁ ମିଳୁଛି। ପ୍ରେମ ପାଇଁ ମଣିଷ ଜୀବନ ନେବା କୁ ବି ପଛାଉ ନାହାନ୍ତି। ଏବେ ସୋସିଆଲ ମିଡିଆ ରେ ଏକ ଭିଡିଓ ଦେଖିବା କୁ ମିଳୁଛି ଯେ ପ୍ରେମିକା କୁ ଦେଖା କରି ନିଜର ମନ ର କଥା କହିଥାନ୍ତେ ପ୍ରେମିକ।
ପ୍ରେମିକ ର ଆସିବା ବାଟ କୁ ଚାହିଁ ଅପେକ୍ଷା କରିଥିଲେ ପ୍ରେମିକା। ହେଲେ ସବୁ କିଛି ଆଶା ରେ ରହିଗଲା। ପ୍ରେମିକା କୁ ଦେଖା କରିବା କୁ ଆସି ନିଖୋଜ ହୋଇଗଲେ ପ୍ରେମିକ, ଆଉ ୧୦ ଦିନ ପରେ ମିଳିଲା କେବଳ ତାଙ୍କର ଖପୁରୀ, ହାଡ଼।
ଆଉ ପ୍ରେମିକ ର ହତ୍ୟାକାରୀ ସାଜିଥିଲେ ପ୍ରେମିକା ର ପରିବାର। ପ୍ରେମିକା କୁ ଦେଖା କରିବା କୁ ଆସି ହତ୍ୟାର ଶିକାର ହେଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ପୁଟୁକିପାଲି ଗାଁ ରେ। ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ାର ସୁକଦେବ ରଣା।
ଗତ ୨୬ ତାରିଖ ରେ ସୁକଦେବ ପ୍ରେମିକା ଙ୍କୁ ଭେଟ କରିବା କୁ ଜଣେ ସାଙ୍ଗ ଙ୍କ ସହ ବାଇକ ଯୋଗେ କନ୍ଧମାଳ ଲଣ୍ଡାଗାଁ ପୁଟୁକିପାଲି ଯାଇଥିଲେ। ତେବେ ସାଙ୍ଗ ଫେରି ଆସିଥିଲେ। ସୁକଦେବ ସେ ଠାରେ ରହି ଯାଇଥିଲେ, କିନ୍ତୁ ଆଉ ଫେରି ନ ଥିଲେ। ପରେ ପ୍ରେମିକା ଙ୍କ ପରିବାର ଲୋକେ ତାଙ୍କୁ ଘରୁ ନେଇ ଯାଇ ନୃଶଂସ ଭାବେ ହତ୍ୟା କରି ଜଙ୍ଗଲ ରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତନାଘନା ପରେ ୧୦ ଦିନ ପରେ ସୁକଙ୍କ ଗଳିତ ମୃତଦେହ ମିଳିଲା।
ଏହି ମାମଲା ରେ ପ୍ରେମିକା ର ବାପା ଓ ଦୁଇ ସଂପର୍କୀୟ ଭାଇ ଙ୍କୁ ଗିରଫ କରିଛି ବାଲିଗୁଡ଼ା ପୋଲିସ। କ୍ରାଇମସ୍ପଟ ରେ ଅଭିଯୁକ୍ତ ମାନ ଙ୍କୁ ନେଇ ହତ୍ୟାକାଣ୍ଡର କ୍ରାଇମସିନ୍ ରିକ୍ରିଏଟ ମଧ୍ୟ କରିଛି ପୋଲିସ। କ୍ରାଇମସ୍ପଟ ରୁ ଜବତ ହାଡ଼ ଓ ଖପୁରୀ ର ଯାଂଚ ପାଇଁ ବ୍ରହ୍ମପୁର ଏମକେସିଜି ଏଫଏମଟି କୁ ପଠାଯିବ ବୋଲି ପୋଲିସ କହିଛି।
ହତ୍ୟାକାଣ୍ଡ ରେ ଆଉ କେଉଁ ମାନଙ୍କ ର ସମ୍ପୃକ୍ତି ରହିଛି, ସେ ନେଇ ବାଲିଗୁଡା ପୋଲିସ ଅଧିକ ତଦନ୍ତ ଚଳାଇଛି। ପ୍ରେମିକା କୁ ପଚରା ଉଚରା କରିଥିଲେ ପୋଲିସ୍ ତଦନ୍ତ ଜାରି ରଖିଛି ଖୁବ୍ ଜଲଦି ଆସାମୀ କୁ ବାହାର କରିବେ ବୋଲି କହିଛନ୍ତି ପୋଲିସ୍ ତଦନ୍ତ କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ