viral ଭିଡ଼ିଓ – କଲେଜ ଭିତରେ ହ୍ୱାଟସଆପ୍ ଚାଟ୍ ପାଇଁ ଛାତ୍ରୀଙ୍କ ମଧ୍ୟରେ ଝଗଡା ଦେଖୋଳେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆପଣା ମାନେ ତ ଅନେକ ଡାନ୍ସ ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖୁଥିବେ | କିନ୍ତୁ ବର୍ତ୍ତମାନ ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ଅଲଗା ଆଉ ନିଆରା ଅଟେ | ସାଧାରଣତଃ କୁହା ଯାଏ କି ସେ ଗୀତ ହେଉ ବାଃ ନାଚ ତାହା ଯଦି ନିର୍ଦିଷ୍ଟ ସ୍ୱର ଆଉ ତାଳରେ ହୋଇଥାଏ ,
ତାହେଲେ ତାହାକୁ ସମସ୍ତେ ପସନ୍ଦ କରିଥାନ୍ତି ଆଉ ସେଭଳି ଭିଡିଓକୁ ଦେଖିବା ପାଇଁ ଆଗ୍ରହୀ ମଧ୍ୟ ହୋଇଥାନ୍ତି | ତେବେ ଏହି ଭିଡ଼ିଓ ରେ ଦେଖା ଯାଉଛି କି ଝିଅ ମାନେ ଭାବରେ କଲେଜ ଭିତରେ ଡାନ୍ସ କରିବାକୁ ଲାଗୁଛନ୍ତି | ଆଉ ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ପ୍ରସଂଶା ନ କରିକି ରହି ପାରିବେ ନାହିଁ | ତାହେଲେ ଆସନ୍ତୁ ସେହି ଡାନ୍ସ ଭିଡ଼ିଓ ଉପରେ ଭଲକି ନଜର ପକାଇବା |
ତେବେ ଡାନ୍ସ ରେ ଏମିତି ଯାଦୁ ରହିଥାଏ କି ଯାହା କୁ ଦେଖିଲେ ସମସ୍ତ ଙ୍କ ମନରେ ଖୁସି ଭରି ଦେଇଥାଏ | ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ କଲେଜ ଝିଅ ଅର୍ଥାତ ସାଙ୍ଗ ମାନେ ମିଶିକି ଏକ ଡାନ୍ସ ର ଭିଡ଼ିଓ ରେକଡ଼ିଙ୍ଗ କରିଛନ୍ତି |
ଆଉ ସୁନ୍ଦର ଭାବରେ ଡାନ୍ସ ମଧ୍ୟ କରିବାରେ ଲାଗି ପଡିଛନ୍ତି | ଆଉ 5 ଜନ ସାଙ୍ଗ ମିଶିକି ଗୋଟିଏ ତେଲଗୁ ଗୀତିରେ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯାହା ଦେଖା ଯାଉଛି ବହୁତ ସୁନ୍ଦର ଭାବରେ ମଧ୍ୟ ଝିଅ ମାନେ ଠୁମକା ଲଗେଇଛନ୍ତି |
ତେବେ ଆହୁରି ମଧ୍ୟ ଦେଖା ଯାଉଛି କି କଲେଜ ଭିତରେ କଲେଜ ଡ୍ରେସ ପିନ୍ଧିକି ସୁନ୍ଦର ଭାବରେ ଜଣେ ପରେ ଜଣେ ନାଚି ନାଚି ବାହାରି ଆସୁଛନ୍ତି ଆଉ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି ଡାନ୍ସ | ତେବେ ଆହୁରି ମଧ୍ୟ କୁହା ଯାଏ କି ଝିଅ ମାନେ ଏତେ ସୁନ୍ଦର ଭାବର ସହିତ ଗୀତ ର ତାଳ ସହିତ ତାଳ ମିଶାଇ ନାଚିବାକୁ ଲାଗୁଛନ୍ତି ଯାହା କୁ ଦେଖିଲେ ଆପଣ ଙ୍କ ପାଦ ମଧ୍ୟ ଉଠିପଡିବ ଡାନ୍ସ କରିବା ପାଇଁ |
ତେବେ କଲେଜ ଭିତରେ ଏଭଳି ଡାନ୍ସ କରୁଥିବା ବେଳେ ରେକଡ଼ିଙ୍ଗ କରିଛନ୍ତି ଝିଅ ମାନେ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ କରାଉଛନ୍ତି |ତେବେ ଆଜି କାଲି ସମସ୍ତେ ଯୁବ ପିଢ଼ି ମାନେ ଯିଏ ଯାହାର ପ୍ରତିଭା ଦେଖିବାରେ ବ୍ୟସ୍ତ ଥାଆନ୍ତି |
ତେବେ ବର୍ତ୍ତମାନ ମଧ୍ୟ ସେମାନେ ନିଜର ଡାନ୍ସ ର ଯାଦୁରେ ଲୋକ ମାନଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରିବା ପାଇଁ ଚାହିଁଛନ୍ତି | ଆଉ ସୁନ୍ଦର ଭାବରେ ଠୁମକା ମଧ୍ୟ ଲଗାଇଛନ୍ତି | ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ପ୍ରସଂଶା ନ କରିକି ରହି ପାରିବେ ନାହିଁ | ତେବେ ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଲୋକ ମାନେ ମଧ୍ୟ ଏହି ଭିଡ଼ିଓ ଦେଖିବା ପରେ ପ୍ରସଂଶା ମଧ୍ୟ କରୁଛନ୍ତି ଝିଅ ମାନଙ୍କୁ ସେମାନଙ୍କର ପ୍ରତିଭା ପାଇଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।