କୋର୍ଟର ଐତିହାସିକ ନିଷ୍ପତ୍ତି ! ସ୍ବାମୀଙ୍କର ଭରଣ ପୋଷଣ ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା ! ଜାଣନ୍ତୁ କାହିଁକି ଏମିତି ନିଷ୍ପତି ନିଆଗଲା. , କ’ଣ ଆପଣ ଙ୍କ ମତରେ ଏହା ସଠିକ୍ କି ?

ବିବାହ ହେଉଛି ଦୁଇ ମନର ମିଳନ। ବିଶ୍ୱାସ ରହିଛି କି ଥରେ ବିବାହ କଲେ ସ୍ୱାମୀ ସ୍ତ୍ରୀ ସାତ ଜନ୍ମ ପାଇଁ ବାନ୍ଧି ହୋଇ ଯାଇ ଥାଆନ୍ତି। ସ୍ୱାମୀ ସ୍ତ୍ରୀ ର ସମ୍ପର୍କକୁ ବହୁତ ମଧୁର ସମ୍ପର୍କ ବୋଲି ମାନା ଯାଇ ଥାଏ। କିଏ କାZହାକୁ ବିବାହ କରିବ ଏହା ସ୍ୱୟଂ ଭଗବାନ ନିର୍ଧାରିତ କରି ଥାଆନ୍ତି ବୋଲି ଡ଼ବିଶ୍ୱାସ ରହିଛି। କିନ୍ତୁ ଆଗ ଭଳି ଏବେ ଆଉ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ମଧୁରତା ଦେଖିବାକୁ ମିଳୁ ନାହିଁ। ଟିକେ ଟିକେ କଥା କୁ ଏବେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନ ମାଳିନ୍ୟ ହେଉ ନାହିଁ। ଯାହା ଫଳରେ ସେମାନଙ୍କ ମଧ୍ୟରେ ଝଗଡା ହେବା ସହ ପରସ୍ପର ଅଲଗା ହେବାକୁ ମଧ୍ୟ ପଛାଉ ନାହାନ୍ତି। ଏବେ ଏପରି ଘଟଣା ଗୁଡିକ ର ସଂଖ୍ୟା ବଢି ବଢି ଚାଲିଛି। ସମ୍ବାଦ ରେ ସର୍ବଦା ଏହି ପରିL ଖବର ଅନେକ ମାତ୍ରା ରେ ଦେଖି ବାକୁ ମିଳୁଛି।

 

ତେବେ ସେହି ପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ର ମୁଜା ଫୁର ଅଂଚଳ ରେ।ମୁଜା ଫୁର ଅଂଚଳ ର କିଶୋର ନାମକ ଜଣେ ବ୍ୟାକ୍ତି 30 ବର୍ଷ ପୂର୍ବରୁ ମୁନି ଦେବୀ ଙ୍କୁ ବିବାହ କରି ଥିଲେ। କିନ୍ତୁ କୌଣସି କାରଣ ବସତ ସେମାନଙ୍କ ମଧ୍ୟରେ ଝଗଡା ହୋଇ ଥିଲା ଓ ସେମାନେ ପରସ୍ପର ଠାରୁ ଅଲଗା ହେବାକୁ ନିସ୍ପତି ନେଇ ଥିଲେ। ଏହା ପରେ ସେମାନେ ପରସ୍ପର ଠୁ ଅଲଗା ହୋଇ ଯାଇ ଥିଲେ।

ସୂଚନା ଯୋଗ୍ୟ କି କିଶୋର ଙ୍କ ର ପତ୍ନୀ ମୁନି ଦେବୀ ଇଣ୍ଡିଆନ ଆର୍ମି ର ଜଣେ ଚତୁର୍ଥ ଶ୍ରେଣୀ କର୍ମ ଚାରୀ ଅଟନ୍ତି। କିନ୍ତୁ କିଶୋର ଚା ବିକି ନିଜର ଜୀବିକା ନିର୍ବାହ କରନ୍ତି। ଏମିତି ରେ ମୁନିଦେବୀ ଏବେ ଅବସର ଗ୍ରହଣ କରି ସାରି ଛନ୍ତି। ତାଙ୍କର ମାସିକ ପେନସନ 12000 ଟଙ୍କା ରହିଛି। ତେବେ କିଶୋର ମୁନିଦବୀ ଙ୍କ ନା ରେ କୋର୍ଟ ରେ କେଶ କରି ଥିଲେ। ଏହା ର କାରଣ ଥିଲା କି କିଶୋର ବହୁତ କଷ୍ଟ ରେ ନିଜର ଜୀବିକା ମେଣ୍ଟାଉ ଛନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ମାସକୁ 12000 ପବଂସନ ପାଉ ଛନ୍ତି।

କିଶୋର ନିଜର ସ୍ତ୍ରୀ ଠାରୁ ଚଳିବା ପାଇଁ କିଛି ଟଙ୍କା ଆଶା କରି କୋର୍ଟ ରେ ଅପିଲ କରି ଥିଲେ। ଏହା ପରେ କୋର୍ଟ ରେ ଏହି ସମ୍ପର୍କ ରେ ବିଚାର ଚାଲି ଥିଲା। ଶେଷରେ କୋର୍ଟ ସବୁ କିଛି ଶୁଣି ସାରିବା ପରେ ଏହା ନିସ୍ପତି ନେଇ ଛନ୍ତି କି ମୁନୁଦେବୀ ତାଙ୍କ ର ସ୍ୱାମୀ କୁ ଚଳିବା ନିମନ୍ତେ କିଛି ଟଙ୍କା ମାସକୁ ଦେବେ। ଏହା ପରେ କୋର୍ଟ ଙ୍କ ର ଏଭଳି ନିସ୍ପତି କୁ ସମସ୍ତେ ସ୍ୱାଗତ କରି ଛନ୍ତି। ଓ ଆଗକୁ ଏହା ଏକ ଭଲ ଉଦାହରଣ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।