Exclusive – ଛାତ୍ରୀଙ୍କୁ କମେଣ୍ଟ ମାରୁଥିଲେ ମାରିଦେଲେ..ଆଉ କିଛି ଦିନ ପରେ ପୋଖରୀରୁ ମିଳିଲା ଝିଅର ମୃତ ଦେହ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
କମେଣ୍ଟ ମରା କୁ ନେଇ ଛାତ୍ରୀ ଙ୍କ ମୃତ୍ୟୁ ସନ୍ଦେହ । ଏ ଭଳି ଅଭିଯୋଗ ଆଣିଲେ ମୃତ ଛାତ୍ରୀ ଙ୍କ ପରିବାର ଲୋକ । ମୃତ ଛାତ୍ରୀ ଙ୍କ ବାପା ଙ୍କ ଅଭିଯୋଗ ଅନୁସାରେ ୪ ଦିନ ତଳେ ଝିଅ ଟିଉସନ ରୁ ଫେରିବା ର ସମୟ ରେ କେହି କମେଣ୍ଟ କରିଥିଲେ ।
ଯାହାକୁ ନେଇ ଘଟଣା ସ୍ଥଳ ରେ ଉଭୟ ଙ୍କ ମଧ୍ୟ ରେ ଯୁକ୍ତି ତର୍କ ହୋଇ ଥିଲେ । ଆଉ ଘଟଣା ର ୪ ଦିନ ଆଗରୁ କିଛି ଛାତ୍ର ଅମ୍ରିତା କୁ କାମେଣ୍ଟ ମାରି ଥିବା ରୁ ଅମ୍ରିତା ଙ୍କ ବାପା ମଙ୍ଗଳପୁର ଥାନା ରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ୍ କିଛି ପଦେକ୍ଷପ ନେଇ ନ ଥିଲେ ପରେ ଝିଅ ର ମୃତ ଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ବରିକୁଳ ଗାଁ ରେ ଘଟିଛି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ ପ୍ରତି ଦିନ ଭଳି ଅମୂଲ୍ୟ ଦାସ ଙ୍କ ଝିଅ ଅମ୍ରିତା ଦାସ ଘର ଠାରୁ କିଛି ଦୂର କୁ ଟିଉସନ ଯାଇ ଥିଲେ । ହେଲେ ସେ ଦିନ ଆଉ ଘର କୁ ଫେରି ନ ଥିଲେ ଛାତ୍ରୀ । ଅନେକ ଖୋଜା ଖୋଜି ପରେ ପୋଖରୀ ରୁ ମିଳି ଥିଲା ଛାତ୍ରୀ ଙ୍କ ମୃତ ଦେହ ।
ପରିବାର ଲୋକ ଅମ୍ରିତା ଙ୍କୁ ଅନେକ ଖୋଜା ଖୋଜି କରି ଥିଲେ ବି ପାଇ ନ ଥିଲେ । ଦୀର୍ଘ ସମୟ ପରେ ଏକ ପୋଖରୀରେ ବ୍ୟାଗ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ପୋଖରୀ ରେ ଝିଅ ଭାସୁଥିବା ଦେଖି ପରିବାର ଲୋକ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରି ଥିଲେ ।
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଝିଅ ର ମୃତ୍ୟୁ କୁ ସହଜ ରେ ଗ୍ରହଣ କରି ପାରି ନାହାନ୍ତି ପରିବାର ଲୋକ । ଝିଅ କୁ କମେଣ୍ଟ ମରା କୁ କେନ୍ଦ୍ର କରି କେହି ମାରି ପୋଖରୀର ରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଅମ୍ରିତା ସବୁ ଦିନ ପରି ସେଇ ଦିନ ମଧ୍ୟ ଟିଉସନ ଯାଇଥିଲେ । ଟିଉସନ ଆସିବା ସମୟରେ ବର୍ଷା ହେଉଥିଲା ଅମ୍ରିତା ଗୋଟିଏ ଦୋକାନ ରୁ ପଲିଥିନ୍ କିଣି ଥିଲେ ତାପରେ ଅମ୍ରିତା କୁ ଯେଉଁ ଛାତ୍ର ମାନେ କମଣ୍ଟେ ମାରିଥିଲେ ସେମାନେ ତାଙ୍କ ପିଛା କରିଥିଲେ ତାପରେ ଅମ୍ରିତା ର ଘର ପାଖରୁ କିଛି ଦୂରରେ ଗୋଟିଏ ପୋଖରୀ ଥିଲା ସେଇ ପଟେ ଅମ୍ରିତା ର ଘର ଲୋକ ଯେତେବେଳେ ଖୋଜା ଖୋଜି କରିଥାନ୍ତି!
ତ ଦେଖିଲେ ଯେ ଅମ୍ରିତା ର ବ୍ୟାଗ୍ ପୋଖରୀ ପାଖରେ ପଡ଼ିରହିଛି ଓ ଦୋକାନୀ ପାଖରୁ ଯେଉଁ ପଲିଥିନ୍ ଆଣିଥିଲେ ସେଇଠାରେ ପଡ଼ି ରହିଥିଲା । ତାପରେ ଦେଖିଲେ ଯି ଅମ୍ରିତା ଙ୍କ ମୃତ ଦେହ ପୋଖରୀ ରେ ଭାସୁଥିଲେ ଜଣା ଗଲା ଯେ ତାଙ୍କୁ ହତ୍ୟା କରାଯାଇଛି । ଝିଅ କୁ କମେଣ୍ଟ ମରା କୁ କେନ୍ଦ୍ର କରି କେହି ମାରି ପୋଖରୀର ରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ