viral video – ଛାତ୍ରଙ୍କର ଉତ୍ତର ଖାତାରେ ହଳଦୀ ବସନ୍ତ ଗୀତ ଦେଖି ସାର ହେଲେ ବେହୋସ । ଏମିତି ଉତ୍ତର ଲେଖିଲେ ଯେ ଓଡ଼ିଶା ସାରା ହେଲା ଭାଇରାଲ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍ରେ ମାଟ୍ରିକ୍ ପାରୀକ୍ଷା କରାଯାଇଥିଲା । ସମସ୍ତ ପ୍ରକାର କୋଭିଡ୍ ଗାଇଡଲାଇନ୍ ମାନି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ତେବେ ମାଟ୍ରିକ୍ ରେଜଲ୍ଟ ବାହାରିବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉତ୍କଣ୍ଠା ରହିଥିଲା । ଖାତା ଦେଖିବା ସମୟରେ କିଛି ଏମିତି ଏକ ଘଟଣା ଘଟିଥିଲା ଆପଣ ମାନେ ଏହି ଭିଡ଼ିଓ ଟି କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।ତେବେ ସାର୍ ମାନେ କିପରି ବେହୋସ୍ ହୋଇପଡ଼ିଥିଲେ ଦେଖନ୍ତୁ ।

ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହୋଇଛି । ତେବେ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ୍ ପାରକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ଜୁନ୍ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଆକଳନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ।

ପ୍ରଦୂଷଣ ରୁ କିପରି ମୁକ୍ତି ହୋଇପାରିବ? ଏପରି ପ୍ରଶ୍ନ ଭୂଗୋଳ ପରୀକ୍ଷା ରେ ଆସିଥିଲା । ତେବେ ଏହାର ଉତ୍ତର ରେ ଛାତ୍ର ଜଣ ଙ୍କ ଲେଖିଥିଲେ ‘କଳ କାରଖାନା ରୁ ବାହାରୁଥିବା ପାଣି ଏବଂ ପ୍ରଦୂଷିତ ଧୂଅାଁ କମ୍ ହେଲେ ପ୍ରଦୂଷଣ ରୁ ରକ୍ଷା ପାଇବା । ହଳଦୀ ବସନ୍ତ ଚଢ଼େଇ ତୁ ଆଲୋ ହଳଦୀ ମୁହିଁ, ସୋରିଷ ଫୁଲିଆ ଛିଟ ଶାଢ଼ୀ ଲୋ ତତେ ଭାରି ମାନଇ । ଆମେ ଏହି ପରି ସାବଧାନତା ଅବଲମ୍ବନ କଲେ ପ୍ରଦୂଷଣ ରୁ ମୁକ୍ତି ପାଇପାରିବା ।’

ତେବେ ଛାତ୍ର ଙ୍କ ର ଏହି ହଳଦୀ ବସନ୍ତ…. ଉତ୍ତର ଦେଖି ଆପଣ ଙ୍କ ର ମୁଣ୍ଡ ଖରାପ ହେଲା କି ନାହିଁ । ତେବେ ଖାତା ଦେଖୁଥିବା ଶିକ୍ଷକ ଙ୍କ ମୁଣ୍ଡ ବହୁ ମାତ୍ରା ରେ ଖରାପ ହୋଇ ଯାଇଛି । ଏମିତି ଖରାପ ହେଲା ଯେ ସାର ଚୌକିରୁ ଖସି ତଳେ ପଡ଼ିଗଲେ ।

 ପରୀକ୍ଷା ରେ ଖାତା ରେ ଲେଖା ଯାଇ ଥିବା ଏହି ସବୁ ଉତ୍ତର ଏବେ ଭାଇରାଲ ହେବା ରେ ଲାଗିଛି । କିଛି ଦିନ ପୂର୍ବ ରୁ ଗୁଆ ଘିଅ କୁ ନେଇ ମଧ୍ୟ ଏକ ଘଟଣା ସାମ୍ନା କୁ ଆସିଥିଲା । ଏବେ ହଳଦୀ ବସନ୍ତ ଚଢ଼େଇ ତୁ ଆଲୋ ହଳଦୀ ମୁହିଁ, ସୋରିଷ ଫୁଲିଆ ଛିଟ ଶାଢ଼ୀ ଲୋ ତତେ ଭାରି ମାନଇ । ଏହି ଭିଡ଼ିଓ ଟି ମୋବାଇଲ ରୁ ମୋବାଇଲ କୁ ଭାଇରାଲ ହେବାରେ ଲାଗିଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଛାତ୍ର ଜଣଙ୍କ ପରୀକ୍ଷା ଖାତା ରେ ହଳଦୀ ବସନ୍ତ, ନାଲି ଶାଢ଼ୀକୁ ଆଣିବା ପଛର ଉଦ୍ଦେଶ୍ୟ କ’ଣ । ବୋଧ ହୁଏ ଛାତ୍ର ଜଣ ଙ୍କ ଟିକେ ରୋମାଣ୍ଟିକ ହୋଇଗଲେ । ନଚେତ୍ ଛାତ୍ର ଜଣ ଙ୍କ ଯେନତେନ ପ୍ରକାରେଣ ଇଆଡ଼ୁ ସିଆଡ଼ୁ ଲେଖି ଉତ୍ତର ଖାତା ପୂରଣ କରିବାକୁ ଚେଷ୍ଟା କରିଥିବେ । ସେ ଯାହା ବି ହେଉ ଛାତ୍ର ଙ୍କ ର ଏହି ସାଇଣ୍ଟିଷ୍ଟ ବ୍ରେନ କୁ ଲକ୍ଷେ ସାଲୁଟ୍ ମାରିବାକୁ ପଡ଼ିବ । ପରୀକ୍ଷା ଖାତା ଏହିଭଳି ଉତ୍ତର ଦେଖି ସାରା ମାନେ ଦେଖି ବେହୋସ୍ ହେଇଗଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ