ମାର୍କେଟ ଘାଣ୍ଟିଲା ରୂପା ,ପିଣ୍ଟୁଙ୍କ “ମେଘ ନନ୍ଦିନୀ” ଏହି ନୂଆ ଆଲବମ ଭିଡ଼ିଓ ” Megha Nandini “… ମାତ୍ର 4 ଘଣ୍ଟାରେ 167k ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ଭିଡିଓ ସବୁ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ମଧ୍ୟ ହେଉଛି । ଆଉ ୟୁଟ୍ୟୁବରେ ତ ଆପଣମାନେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ ।

ଆଉ ଅନେକ ଭିଡିଓ ବହୁତ ଭାଇରାଲ ମଧ୍ୟ ହୋଇଥାଏ । ଆଉ ଆପଣମାନେ ତ ସମସ୍ତେ ତ ୟୁଟ୍ୟୁବର ରୂପା ପିଣ୍ଟୁ ଆଉ ଖୁସି ଆକାଉଣ୍ଟ ବିଷୟରେ ଜାଣିଥିବେ । ଆଉ ଏବେ ସେ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଭ୍ଲୋଗ କରୁଛନ୍ତି । ଆଉ ଲୋକମାନେ ଏହି ୟୁଟ୍ୟୁବରଙ୍କୁ ବହୁତ ଭଲପାଆନ୍ତି ।

ଆଉ ସମସ୍ତେ ଏମାନଙ୍କର ଭିଡିଓ ଦେଖି ବହୁତ ଖୁସି ମଧ୍ୟ ହୋଇଥାନ୍ତି । ଆଉ ଏମାନଙ୍କର ଭିଡିଓ ବହୁତ ପପୁଲାର ହୋଇଥାଏ । ଆଉ ରୂପା ପିଣ୍ଟୁଙ୍କର ଏହି ସବୁ ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଆଉ ଏବେ ରୂପା ପିଣ୍ଟୁ ଆଉ ଖୁସି ଆଲବମ୍ ମଧ୍ୟ କରୁଛନ୍ତି ।

ଆଉ ତାଙ୍କର ଆଲବମ୍ ସବୁ ବହୁତ ଫେମସ୍ ମଧ୍ୟ ହେଉଛି । ଆଉ ଏବେ ରୂପା, ପିଣ୍ଟୁ ଆଉ ଖୁସି ତାଙ୍କ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି । ଆଉ ସେ ତାଙ୍କ ଭ୍ଲୋଗ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଆଉ ସେ ଏବେ ତାଙ୍କ ନୂଆ ଆଲବମର ସୁଟିଂ ଭିଡିଓ ବନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।


ଆଉ ଅରମାନ ମ୍ୟୁଜିକ ତରଫରୁ ନୂଆ ଆଲବମ୍ ଆସିବାକୁ ଯାଉଛି ବୋଲି ପିଣ୍ଟୁ ପେଷ୍ଟ କରିଥିଲେ। ଆଉ ସେଠାକୁ ପିଣ୍ଟୁ, ରୂପା ଆଉ ତାଙ୍କ ଯାଉଛି ଯାହାର ନାମ ହେଉଛି ମେଘ ନନ୍ଦିନୀ ବୋଲି ପିଣ୍ଟୁ କହିଛନ୍ତି । ଆଉ ସେଠାକୁ ପିଣ୍ଟୁ, ରୂପା ଆଉ ତାଙ୍କ ଝିଅ ଖୁସି କୁ ନେଇକି ଯାଇ ନାହାନ୍ତି ସେଇଥି ପାଇଁ ସେମାନେ ଭିଡ଼ିଓ କଲ୍ ରେ କଥା କହୁଥିଲେ ସେଠାରେ ରୂପା କାନ୍ଦୁଥିଲେ ।

ଏହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଆଲବମ ର ସୁଟିଂ ହେଉଛି କେଉଁଝର ରେ କେଉଁଝର ରେ ବହୁତ ଭଲ ଭଲ ଲୋକେସନ ରହିଅଛି । ପିଣ୍ଟୁ ଖୁସି ଙ୍କ ସହିତ କଥା କହିଲେ ତାପରେ ସେମାନେ ଚାହା ପିଇଲେ ଓ ରେଷ୍ଟ କଲେ ।

ରାତିରୁ ୩:୫୦ ଟା ରୁ ବାହାରି କି ଗଲେ ସୁଟିଂ ପାଇଁ ସେଠାରେ ପହଁଚିଲେ ସକାଳେ ଓ ତାପରେ ସେମାନେ ସୁଟିଂ ଆରମ୍ଭ କରିବେ ।ଯାଇଛନ୍ତି ଆଉ ନାଚ କରୁଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଦର୍ଶକମାନଙ୍କୁ ବହୁତ ଭଲ ଲାଗୁଛି ।

ତେବେ ତାଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେଉଅଛି ଏବଂ ତାଙ୍କର ଏହି ଭିଡ଼ିଓ ଟି କୁ ଦେଖିବା ପରେ ଅନେକ ଲୋକ ମାନେ ତାଙ୍କର ପ୍ରଶଂସା କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ରୂପା ଓ ପିଣ୍ଟୁ ଓଡ଼ିଆ ଆଲବମ ଜଗତ ରେ ଏକ ସଫଳତମ ଯୋଡ଼ି ଭାବରେ ପରିଚିତ ହେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।