ଛାତ୍ର ସମାଜ କୁ ଲଜ୍ୟା.ମଦ୍ୟପାନ କରି ହଷ୍ଟେଲ ମଧ୍ୟରେ ଦୁଇ ଯୁବତୀ ଙ୍କର ଡ଼୍ୟାନ୍ସ ଭିଡିଓ ଭାଇରଲ.ତେବେ ଭିଡିଓ ଟି ଭାଇରଲ ହେବା ପରେ ଯୁବତୀ ଙ୍କ ସହ ଯାହା ଘଟିଲା ଜାଣିଲେ ବିଶ୍ୱାସ କରିପାରିବେନି..

ଆଜିକାଲି ର ଛାତ୍ରଛାତ୍ରୀ ମାନଙ୍କ ପାଖରେ ଆଉ ସଭ୍ୟତା କିମ୍ବା ସଂସ୍କୃତି ର ଛାପ ଦେଖିବାକୁ ମିଳୁ ନାହିଁ। ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ପ୍ରଭାବରେ ସେମାନେ ନିଜ ସଭ୍ୟତା ଓ ପରମ୍ପରା କୁ କୁଆଡେ ପୋଡି ଖାଇଲେଣି। ପାଠ ପଢିବା ତ ଦୂର ର କଥା ଏମାନେ ହଷ୍ଟେଲ ଓ କଲେଜ କେବଳ ମଜା ମସ୍ତି କରିବାକୁ ଯାଉଛନ୍ତି ବୋଲି କହିଲେ କିଛି ଅତୃପି ହେବ ନାହିଁ।ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଆପଣ ଦେଖୁଥିବେ କି କେତେବେଳେ ଛାତ୍ରୀ ମାନେ ମଦ୍ୟପାନ କରୁଛନ୍ତି ତ କେତେବେଳେ କୋଉ ଯୁବକ ଙ୍କ ସହ ହୋଟେଲ ଯାଉଛନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିବା ପରେ ଆପଣ ନିଜ ପିଲାଙ୍କୁ ପାଠ ପଢିବା ପାଇଁ ବାହାର କୁ ଛାଡ଼ିବା ପୂର୍ବରୁ ଥରେ ନୁହେଁ ବରଂ ଶହେ ଥର ଚିନ୍ତା କରିବେ। ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ଭିଡ଼ିଓ ନିଆଁ ପରି ଭାଇରଲ ହେଉଛି ଯେଉଁ ଥିରେ ଦୁଇ ଜଣ ଛାତ୍ରୀ ଅତ୍ୟନ୍ତ ମଦ୍ୟପାନ କରି ହଷ୍ଟେଲ ରୁମ ମଧ୍ୟରେ ଡ଼୍ୟାନ୍ସ କରୁଥିବା ର ଦେଖିବାକୁ ମିଳିଛି।

ତେବେ ଭିଡିଓ ଟିରେ ଦୁଇ ଜଣ ଛାତ୍ରୀ ମଦ ପିଇଛନ୍ତି ,ଆଉ ସେମାନେ ନିଶା ରେ ଉବୁଟୁବୁ ହୋଇ ଏକ ପ୍ରସିଦ୍ଧ ଓଡ଼ିଆ ଗୀତ ରେ ଡ଼୍ୟାନ୍ସ କରୁଛନ୍ତି। ତେବେ ଦୁହେଁ ଓଡ଼ିଆ ଗୀତ,”ଗୁଆ ଘିଅ ଗୁଆ ଘିଅ” ରେ ଧୁମ ଡ଼୍ୟାନ୍ସ କରୁଛନ୍ତି। ତେବେ ଡ଼୍ୟାନ୍ସ କରୁଥିବା ବେଳେ ସେମାନେ ଟଳମଳ ହେଉଛନ୍ତି। ଉଭୟ ଯୁବତୀ ଙ୍କର ପାଦ ଗୋଟିଏ ଜାଗାରେ ଲାଗୁନାହିଁ ,ନିଶା ରେ ସେମାନେ ପୁରା ଜୋର ରେ ଭଲିୟମ ଦେଇ ନାଚି ଚାଲିଛନ୍ତି। ମଦ ନିଶା ରେ ଏହିପରି ପଡିଛନ୍ତି କି ସେମାନେ ଙ୍କୁ ଜଣା ନାହିଁ ତାଙ୍କ ଚାରିପାଖ ରେ କଣ ହେଇଛି , କେହି ତାଙ୍କର ଭିଡିଓ କରୁଛନ୍ତି କି ।

ତେବେ କିନ୍ତୁ କେହି ଜଣେ ବନ୍ଧୁ ଉଭୟ ଛାତ୍ରୀ ଙ୍କର ଏହି କାରନାମା କୁ ନିଜ ମୋବାଇଲ ରେ ରେକର୍ଡ କରି ନେଇଥିଲେ। ଆଉ ପରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ସେୟାର ମଧ୍ୟ ହୋଇଥିଲା ।ତେବେ ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକ ମାନେ ଏହାକୁ ଦେଖି ଖୁବ ସମାଲୋଚନା କରିଛନ୍ତି। କେହି କେହି ଏହିପରି ମଧ୍ୟ ଲେଖିଛନ୍ତି କି ଯଦି ଛାତ୍ରୀ ମାନେ ପାଠ ପଢି ଏହିପରି କାର୍ଯ୍ୟ ରେ ଲିପ୍ତ ରହିବେ ତେବେ ଆମ ଦେଶ ର ଭବିଷ୍ୟତ କଣ ହେବ।

ମାତ୍ର ଛାତ୍ରୀ ଦୁଇ ଜଣେ ଏହି ବିଷୟ ରେ ପ୍ରଥମେ ଅବଗତ ନଥିଲେ, କିନ୍ତୁ ପରେ ଯେତେବେଳେ ଜାଣିଲେ କି ତାଙ୍କର ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଚାଲିଛି ସେମାନେ ନିଜକୁ ଲଜିତ ମନେ କରିଛନ୍ତି। ତେବେ ଆମେ ଆପଣ ଙ୍କୁ କହି ରଖୁଚୁ ଯେ ଆପଣ ମାନେ ଛାତ୍ର କାଲି ର ଭବିଷ୍ୟତ ତେଣୁ ଏହିପରି ସ୍ଵବୁ ଅସଭ୍ୟ କାର୍ଯ୍ୟ ରେ ଲିପ୍ତ ରହି ନିଜ ଜୀବନ କୁ ନଷ୍ଟ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।