ଦେଖନ୍ତୁ Exclusive ଭିଡିଓ ! ସାଧୁ ବେଶରେ ଆସି ନେତାଙ୍କୁ ହାଣିଲେ ଆଉ ତା ପରେ ଯାହା ହେଲା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ……

ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳୁଛି ଯାହା କୁ ଦେଖିଲେ ଆପଣ ଙ୍କ ଆଖିରେ ପାଣି ଆସିଯିବ | ତେବେ ବର୍ତ୍ତମାବ ସମୟ ର ପ୍ରତିଦିନ କିଛି ନା କିଛି ଖବର ଦେଖିବା ପାଇଁ ମିଳୁଛି। ଚୋରି, ଡକାୟତି, ହତ୍ୟା, ଗଣ୍ଡଗୋଳ ଦେଖିବା ଏବଂ ରାଜନୈତିକ ସମସ୍ୟା ଦେଖିବା ପାଇଁ ମିଳୁଛି। ଆଜିକାଲି ରାଜ ନେତା ମାନେ ସବୁବେଳେ ନିଜ ନିଜର ଚିନ୍ତାରେ ବ୍ୟସ୍ତ ହୋଇ ରହୁଛନ୍ତି। ସେମାନେ ଭୁଲି ଯାଉଛନ୍ତି ଲୋକଙ୍କ ସେବା କରିବା କଥା କାରଣ ଅନେକ ଲୋକ ଅଛନ୍ତି। ଯେଉଁମାନେ କି ଲୋକ ମାନେ ଭରଷା ସହିତ ଖେଳିଥାନ୍ତି।

ବନ୍ଧୁଗଣ , ଯେପରି ଘର ଚଳିବା ପାଇଁ ଜଣେ ପରିବାର ମୁଖ୍ୟଙ୍କର ଆବଶ୍ୟକତା ରହିଛି। ସେହି ପରି ଦେଶ ତଥା ରାଜ୍ୟ ଚଳେଇବା ପାଇଁ ଜଣେ ଉପଯୁକ୍ତ ନେତାଙ୍କ ଆବଶ୍ୟକତା ରହିଛି। ଜନସାଧାରଣ ଭରଷା କରି ଜଣଙ୍କୁ ନେତା ରୂପରେ ବାଛି ଥାନ୍ତି। ହେଲେ ସେହି ନେତା ମାନେ ବେଳେ ବେଳେ ନିଜର କର୍ତବ୍ୟକୁ ଭୁଲି ଯାଇଥାନ୍ତି।

ଯାହାବି ହେଉ ଏଭଳି ଅନେକ ରାଜନୈତିକ ଘଟଣା ମାନ ଦେଖିବା ପାଇଁ ମିଳୁଛି। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ ଯେ ଭାରତ ଭଳି ଧର୍ମୀୟ ରାଷ୍ଟ୍ର ରେ ସମସ୍ତେ ପ୍ରାୟତଃ ଭଗବାନ ଦେବା ଦେବୀ ଉପରେ ବିଶ୍ୱାସ କରନ୍ତି। କିନ୍ତୁ କିଛି ଅସାଧୁ ବ୍ୟକ୍ତି ମାନେ ସମାଜରେ ନିଜକୁ ବାବା ବୋଲି ପରିଚୟ ଦେଇ ଲୋକଙ୍କ ଧାର୍ମିକ ଚେତନା ସହିତ ଖେଳିଥାନ୍ତି। କାହିଁକି ନାଁ ଆମ ଦେଶର ଲୋକ ମାନେ ଖୁବ ଶୀଘ୍ର ଭଗବାନଙ୍କ ଅସ୍ତିତ୍ବ କୁ ବିଶ୍ୱାସ କରିଥାନ୍ତି।

ଏହାର ଫାଇଦା ଉଠାଇ ଥାନ୍ତି କିଛି ଭଣ୍ଡ ବାବା ମାନେ, ଆପଣ ମାନେ ଅଧିକାଂଶ ସମୟରେ ଦେଖିଥିବେ, ଯେ ସେହି ଭଣ୍ଡ ମାନେ ଧର୍ମ ନାଁ ରେ ଲୋକଙ୍କୁ ଲୁଟିବା ସହିତ ନାରୀ ମାନଙ୍କ ଇଜ୍ଜତ ସହିତ ଖେଳିଥାନ୍ତି। ଏପରି ଅନେକ ଭଣ୍ଡ ବାବା ମାନେ ଧରା ପଡିଥିବା ଦେଖିବା ପାଇଁ ପାଇଥିବେ। ଯଦି ଆମ ଓଡ଼ିଶା କଥା ଦେଖିବା, ଭଣ୍ଡ ବାବା ସାରଥୀ କିପରି ଭାବରେ ଧରାପଡି ଜେଲ ଯାଇଥିଲା। ଏଭଳି ଅନେକ ବାବା ଧରା ପଡି ଜେଲ ଯାଇଛନ୍ତି। କିନ୍ତୁ ଆଜି ଆମେ ଯେଉଁ ସାଧୁ ବେଶ ରେ ଆସି ଥିବା ବାବା ଙ୍କ ବିଷୟ ରେ କହିବାକୁ ଯାଉଛୁ ତାଙ୍କର କାରନାମା ଦେଖି ଲୋକେ ତାଙ୍କୁ ଗାଳି କରିବା ପରିବର୍ତ୍ତେ ପ୍ରଶଂସା କରୁଛନ୍ତି ।ତେବେ ଚାଲନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ଘଟଣା ବିଷୟରେ,

ଆନ୍ଧ୍ରପ୍ରଦେଶ କାକିନାଡାରୁ ଆସିଥିବା ଏକ ସିସିଟିଭି ଭିଜ୍ଯୁଆଲ ରେ ଜଣେ ସନ୍ଦୁଗ୍ଧ ବ୍ଯକ୍ତି ତେଲୁଗୁ ଦେଶମ ପାର୍ଟିର ନେତା ଶେଷଗିରି ରାଓ ଙ୍କ ଘରକୁ ସାଧୁ ବେଶରେ ଆସିଛି ଆଉ ସୁଯୋଗ ପାଇବା କ୍ଷଣେ ତାଙ୍କ ଉପରକୁ କଟୁରୀରେ ଆକ୍ରମଣ କରିଛି ।ଆଉ ଏହା ପରେ ବ୍ୟକ୍ତି ଜଣକ ସେଠାରୁୁ ପଳେଇ ଯାଇଛନ୍ତି । ତେବେ ଆକ୍ରମଣ,ପରେ ନେତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କିନ୍ତୁ ତାଙ୍କର ଅବସ୍ଥା ଏବେ କିପରି ଅଛି ତାହା ଜଣା ପଡିନଥିବା ବେଳେ ତାଙ୍କୁ ଆକ୍ରମଣ କରିଥିବା ବ୍ଯକ୍ତିଙ୍କ ସମସ୍ତେ ବେଶ ପ୍ରଶସା କରିଛନ୍ତି କାରଣ ଆଜିର ଦୃର୍ନିତ ପାଇଁ ଏପରି କରିବା ଉଚିତ୍ ବୋଲି ମନେ କରୁଛନ୍ତି ।