omg ! ହଠାତ ଘରୁ ବାହାରିଲା ଲିଟିଲ କୋବ୍ରା (cobra) ଉଦ୍ଧାର ସମୟରେ ବୋତଲରୁ ପାଣି ପିଇଲା ସାପ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ,ଦେଖନ୍ତୁ viral ଭିଡ଼ିଓ ଟିକୁ ….

ଆଜି ଆମେ ଆପଣ ମାନକୁ ସାପ ବିଷୟ ରେ କିଛି କହିବା ପାଇଁ ଯାଉଛୁ । ଜୀବନ ରେ ଆପଣ ମାନେ କେତେ ଓ କେଉଁ ପ୍ରଜାତି ର ସାପ ଦେଖି ଛନ୍ତି । ଆଜି ଆମେ ଯେଉଁ ସାପ ବିଷୟ ରେ କହିବା ପାଇଁ ଯାଉଛୁ , ତାହା ଭାରତ ରେ ଖୋଜି ପାଇବା ବହୁତ କଷ୍ଟ କର । ଯାହା ଆଜି ଦେଖିବା ପାଇଁ ମିଳିଛି ଓଡିଶା ର ନୟାଗଡ଼ ଜିଲ୍ଲା ରେ । ତେବେ ଏହି ସାପ ବେଶି ସୁଇଜରଲାଣ୍ଡ ରେ ଦେଖିବା ପାଇଁ ମିଳି ଥାଏ ।

ଓ ଭାରତ ରେ ହିମାଳୟ ପାଦ ଦେଶ ରେ ଦେଖିବା ପାଇଁ ମିଳି ଥାଏ। ତେବେ ଆପଣ ମାନେ ଜାଣିବା ପାଇଁ ବ୍ୟସ୍ତ ହୋଇ ଯାଉ ଥିବେ ସେ କେଉଁ ସାପ । ସାପ ଟିର ନାମ ହେଉଛି ତେନ୍ତୁଳିଆ ବୁଢା । ଏହି ସାପ ମଣିଷ ଦେଖିଲେ ବହୁତ କ୍ଷିପ୍ର ବେଗ ରେ ଯାଇ ଥାଏ । ଏହି ସାପ ମଣିଷ ଗୋଟେ କିଲୋମିଟର ଦୂର ରେ ଥିଲେ ଜାଣି ପାରେ । କାରଣ ଏହି ସାପ ମଣିଷ ର ରକ୍ତ ସୁଙ୍ଗି ଜାଣି ପାରେ । ଏହି ସାପ ଜନ୍ମ ହେବା ମାତ୍ରେ ଚାଲିବା ଶିଖି ଥାନ୍ତି ।

ଅର୍ଥାତ ଏହି ସାପ ଜନ୍ମ ରୁ ବଡ଼ ହୋଇ ଥାଏ । ଜନ୍ମ ବେଳେ ଏହି ସାପ 4 କିଲ ଓଜନ ହୋଇ ଥାଏ । ତେବେ ଆପଣ ମାନେ ଚିନ୍ତା କରନ୍ତୁ ତା ମା କେତେ ବଡ଼ ହୋଇ ଥିବ । ଏହି ସାପ କାମୁଡି ବାର 5 ମିନିଟ ପରେ ମଣିଷ ମରି ଯାଇ ଥାଏ ।

ଯଦି ମଣିଷ ଟି କୁଆଡେ ଚଳ ପ୍ରଚଳ କରି ନ ଥାଏ ତାହାଲେ ମଣିଷ ଟି 1 ଘଂଟା ପର୍ଯ୍ୟନ୍ତ ବଂଚି ଥାଏ । ନହଲେ ଯୋଡି ରକ୍ତ ଚଳ ଜୋର ରେ ହୋଇ ଥାଏ , ତାହାଲେ କାମୁଡି ବାର 5 ମିନିଟ ପରେ ମଣିଷ ପାଟିରୁ ଫେଣ ବାହାର କରି ଦେଇ ଥାଏ । ଏହି ସାପ ଟି ଓଡିଶା ର ନୟାଗଡ଼ ଜିଲ୍ଲା ରେ ଦେଖିବା ପାଇଁ ମିଳି ଥିଲା । ଗୋଟେ ଜାଲ ରେ ଏହି ସାପ ଟି ଛନ୍ଦି ହୋଇ ଯାଇ ଥିଲା ।


ସାପ ଟି ଜାଲ ରେ 2 ଦିନ ରହିବା ପରେ , ବନ ବିଭାଗ ର କର୍ମଚାରୀ ସାପ ଟିକୁ ଉଦ୍ଧାର କରିବା ପାଇଁ ଆସି ଥିଲେ । ତେବେ ସାପ ଟିକୁ ସେମାନେ ଉଦ୍ଧାର କରି ଥିଲେ । ସାପ ଟି ଦେହରେ ଲାଗି ଥିବା ଜାଲ ଛଡେଇ ଥିଲେ ।

ତେବେ ଚିନ୍ତା କରନ୍ତୁ ଏ ସାପ ର ପାୱାର କେତେ ଦୁଇ ଦିନ ଗୋଟେ ଜାଗାରେ ରହିଲା ପରେ ମଧ୍ୟ ସାପ ଟି ବଂଚିଛି । ଆପଣ ମାନେ ବହୁତ ସାପ ଦେଖି ଥିବେ କନ୍ତୁ ଏ ଏକ ବିରଳ ପ୍ରଜାତି ର ସାପ ତେଣୁ ଭାଗ୍ୟ ରେ ଥିଲେ ଏହି ଭଳି ସାପ ଦେଖି ବାକୁ ମିଳି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।