shocking ଭିଡ଼ିଓ – ମିଲନ ୨ ବର୍ଷ ମଜା ନେଲା, ଟଙ୍କା ଲୁଟି ଏବେ ନୂଆ ଝିଅ ପାଇଲେ ମତେ ଛାଡିଦେଲେ (ଅଭିନେତ୍ରୀ ), ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ସିରିଏଲ ଦୁନିଆରେ ଅଭିନୟ କରୁ କରୁ ବାସ୍ତବ ଜୀବନ ରେ ମଧ୍ୟ ଅଭିନୟ କରି ଦେଲେ ସିରିଏଲ ଅଭିନୟାକ ମିଲନ ମହାରଣା । ତେବେ ମିଲନ ମହାରଣା ଙ୍କ ଘଟଣା ଶୁଣିଲେ ଆପଣ ମାନେ ତାଯୁବ ହୋଇ ଯିବେ । ଆପଣ ମାନେ ଜାଣି ଥିବେ ଆଜି କାଲି ଦୁନିଆ ରେ ପୁଅ ଝିଅ ପ୍ରେମ କଲେ ଝିଅ ଲୁଟି ନେଇ ଥାଏ ପୁଅ ପାଖରୁ ।

କିନ୍ତୁ ଏହା ଏମିତିକା ଘଟଣା ପୁଅ ଲୁଟି ନେଲା ଝିଅ ପାଖରୁ ପଇସା । ଆଜି କାଲି ଦୁନିଆ ରେ 100 ଭାଗ ରୁ 90 ଭାଗ ଝିଅ ପ୍ରେମ ରେ ଧକା ଦେଉ ଥିବା ସମୟ ରେ , ଆଜି ଏକ ଘଟଣା ଆସିଛି ଯେଉଁଠି ଝିଅ ଖାଉଛି ଧକା ।

 ତେବେ ଝିଅ ଯାଇ ଥାନା ରେ ଅଭିଜଗ ଦେଇଛି କି , ମିଲନ ମୋର ସବୁ କିଛି ଛାଡେଇ ନେଇଛି । ମିଲନ ମୋ ପାଖରୁ ଟଙ୍କା ନେଇଛି , ମୋ ଦେହ ସହ ମଧ୍ୟ ଖେଳିଛି , ମୋ ସହିତ ମିଛ ପ୍ରେମ ର ପ୍ରତାରଣା କରିଛି । ମିଲନ ମୋତେ ଧକା ଦେଇ ଆଉ କାହାକୁ ଭଲ ପାଉଛି । ତେବେ ଆସନ୍ତୁ ପୁରା ଘଟଣା ବିଷୟ ରେ ଜାଣିବା ।

ତେବେ ସିରିଏଲ ଅଭିନେତା ମିଲନ ମହାରଣା ଜଣେ ନାମି ଦାମି କଳାକାର । ତାଙ୍କୁ କିଏ ବା ନ ଜଣେ । ସେ ବହୁତ ଭଲ ଦେଖିବା ପାଇଁ । ଯେ କୌଣସି ଝିଅ ତାଙ୍କ ପ୍ରେମ ରେ ପଡିବା ଏଟା ସ୍ୱାଭାବିକ କଥା । ତେବେ ସୁମନ ନାମକ ଏକ ଝିଅ ତାଙ୍କ ପ୍ରେମ ରେ ପଡି ଥିଲେ । ସେମାନେ ବହୁତ ଦିନ କଥା ହେବା ପରେ , ତାଙ୍କ ଦୁଇ ଜଣ ଙ୍କର ପ୍ରେମ ବହୁତ ମଜବୁତ ହୋଇ ଯାଇ ଥିଲେ ।

ସେମାନେ ଦୁହେଁ ଦୁହିଁ କୁ ଏତେ ମାତ୍ରା ରେ ଭଲ ପାଇ ଯାଇଥିଲେ ସେଠାରୁ ଫେରିବା ପାଇଁ ତାଙ୍କ ପାଖରୁ କୌଣସି ଚାରା ନ ଥିଲା । ସେଥି ପାଇଁ ସେମାନେ ଲିଭ ଇନ ରିଲେଶନ ଶିପ ରେ ରହି ଥିଲେ । ସେମାନେ ଏକା ସାଙ୍ଗରେ ଖାଇବା ସହିତ ଏକା ସଙ୍ଗରେ ମଧ୍ୟ ଗୋଟେ ବେଡ଼ ରେ ଶୋଉ ଥିଲେ ।

କେବଳ ସେତିକି ନୁହେଁ ମିଲନ ମହାରଣା ମଧ୍ୟ ବାହା ହେବା ପାଇଁ ତାଙ୍କୁ କଥା ଦେଇ ଥିଲେ । ହେଲେ ମଧ୍ୟ ପ୍ରିୟା ସୁମନ କୁ ଧକା ଦେଇ ଦେଲେ । ଏବେ ଥାନା ରେ ମିଲନ ଅଭିଜଗ କରି ଛନ୍ତି । ତାଙ୍କ ଅଭିଯୋଗ ଏହା ମିଲନ ସହିତ ଯେଉଁ କେତେ ଦିନ ବିତେଇ ଥିଲେ ।

ମିଲନ ବୁଲେଟ କିଣିବା ପାଇଁ ତାଙ୍କ ପାଖରୁ 2 ଲକ୍ଷ ଟଙ୍କା ନେଇ ଥିଲେ , ଆହୁରି ମଧ୍ୟ ତାଙ୍କ ପାଖରୁ ପଇସା ନେଇ ଥିଲେ । ତେବେ ସୁମନ କହୁଛନ୍ତି । ସେ ତାଙ୍କ ଟଙ୍କା ଫେରାଇ ଦେଉନ୍ତି । ସେ ଯାହାକୁ ବିବାହ କରିବା କଥା କରୁନ୍ତି , ସେଥିରେ ମୋର କିଛି ହେଲେ ମଧ୍ୟ ଆପତ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।