DRUG addiction – ( ମଦ,ଗୁଟଖା,ଗଞ୍ଜେଇ ) ସମସ୍ତ ନିଶାଦ୍ରବ୍ୟ ମାସକ ଭିତରେ ଛାଡିବେ,କରନ୍ତୁ ଏହି ଉପାୟ….

ମଦ ପିଇଲେ ଶରୀରକୁ ଅନେକ କ୍ଷତି ହୋଇଥାଏ। ଏଥିଯୋଗୁ ଲିଭର୍‌ ଖରାପ ହୋଇଥାଏ, ସ୍ମୃତିଶକ୍ତି ହ୍ରାସ ପାଏ ଓ ହୃଦ୍‌ରୋଗ ହୋଇଥାଏ। ଏକଥା ଜାଣି ମଧ୍ୟ ଲୋକେ ମଦ ପିଅନ୍ତି। ଯଦି ଆପଣ ଏହି ଅଭ୍ୟାସକୁ ଛଡ଼ାଇବା ପାଇଁ ଚାହୁଁଛନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ନିଶା ନିବାରଣ କେନ୍ଦ୍ର ରହିଛି।

ତେବେ ମଦ ଛାଡ଼ିଲେ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ। ଏହି ବିଷୟରେ ବହୁତ କମ୍ ଲୋକ ଜାଣିନ୍ତି। ଆସନ୍ତୁ ଜାଣିବା ନିଶା ଛାଡ଼ିବା ପରେ ଶରୀରରେ କ’ଣ ସବୁ ପରିବର୍ତ୍ତନ ହୋଇଥାଏ।ବହୁତ ସାରା ଲୋକ ବିଡି ସିଗାରେଟ ମଦ ଭଳି ଜିନିଷ ପାଇଁ ଫାଲୁତୁ ଖର୍ଚ କରୁଛନ୍ତି ଖାଲି ଖର୍ଚ ନୁହେଁ ନିଜ ସ୍ୱାସ୍ଥ କୁ ସେମାନେ ଜାଣି ଜାଣି ବିଗଦଉଛନ୍ତି ହଜାର ହଜାର ତାଙ୍କର ଗୁଟକା ଆମେ ଖାଇ ଦେଉଛେ ଭଲ ଭଲ ଜିନିଷ ଯାହାର କେଜି ପ୍ରତି ଦାମ କମ ଅଟେ ତାକୁ ଆମେ ନଖାଇ ହଜାର ଟଙ୍କା କିଲୋ ର ଗୁଟକା ଆମେ ପ୍ରତିଦିନ ସେବନ କରୁଛେ ।

ଗୁଟକା ଖାଇ ଆପଣଙ୍କର ଗାଲ ପାଚିବ କ୍ୟାନ୍ସର ହେବ ଏବଂ ଆପଣ ମୃତ୍ୟୁ ର ଶିକାର ମଧ୍ୟ ହୋଇଯିବେ ବନ୍ଧୁଗଣ ପ୍ରତିବର୍ଷ ବିଡି ସିଗାରେଟ ଓ ମଦ ପି ଆମ ଦେଶରେ 20 ଲକ୍ଷ ଲୋକ କ୍ୟାନ୍ସର ପାଇଁ ମୃତ୍ୟୁବରଣ କରିଥାନ୍ତି ତଥାପି ଆମେ କାହିଁକି ତାହା ର ସେବନ କରିବା ବନ୍ଦ କରନ୍ତୁ ଏମିତି ପ୍ରକାରର ନିଶା କରିବାର ଅଭ୍ୟାସ ଏବଂ ଖର୍ଚ ବଞ୍ଚାନ୍ତୁ ।

ମଦ ପିଇବା ଯୋଗୁ ଆପଣଙ୍କ ଶରୀରରେ ଯେଉଁ ଖରାପ କୋଲେଷ୍ଟ୍ରଲ୍ ଜମା ହୋଇ ରହିଥାଏ, ମଦ ଛାଡ଼ିବା ପରେ ଏହା ଧୀରେ ଧୀରେ କମ୍ ହୋଇଥାଏ ଓ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ। ଚିନ୍ତା କରିବାର ଶକ୍ତି ବୃଦ୍ଧି ହୋଇଥାଏ ଓ ସ୍ମୃତିଶକ୍ତି ପ୍ରଖର ହୋଇଥାଏ।ଏମିତି ଫାଲତୁ ଅଭ୍ୟାସରେ ଯଦି ପଡିଯାଇଛନ୍ତି ତେବେ ଆସନ୍ତୁ ଜାଣିବା ଏକ ଘରୋଇ ଉପାୟ ଯାହାକୁ ସେବନ କଲେ ଆପଣଙ୍କୁ ଆଉ ନିଶା କରିବାର ଇଛା ମଧ୍ୟ ହେବ ନାହିଁ ।

ଆବଶ୍ୟକ ସାମଗ୍ରୀ:-


କିସମିସ, ଡାଲଚିନ, ଲବଙ୍ଗ, ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଏହି ସବୁ କୁ ଜିନିଷ ରାତିରେ ବତୁରେଇ କି ରଖନ୍ତୁ ।ତାପରେ ଏହାର ଗୋଟିଏ ପାତ୍ର କୁ କାଢି ଦିଅନ୍ତୁ ତାପରେ ଏହାକୁ ବାଟି ଗୋଟିଏ ଫାଇନ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତି ।ତାପରେ ଏହାକୁ ଛୋଟ ଛୋଟ ଗୋଲ କରିକି ଖରା ରେ ଦେଇ ଦିଆନ୍ତୁ ଆପଣ ମାନେ ଏହାକୁ ଶୁଖିଗଲା ପରେ ସେବନ କରିବେ ।

ତେବେ ଏବେ ଆସନ୍ତୁ ଜାଣିବା ଏହାର ସେବନ କେମିତି କରିବେ ତେବେ ଯେତେବେଳେ ଆପଣଙ୍କୁ ନିଶା କରିବାକୁ ଇଚ୍ଛା ହେଉଛି ସେହି ସମୟରେ ଏହି ଗୋଲି ଖଣ୍ଡକୁ ନେଇ ପାଟିରେ ପକାନ୍ତୁ ଏହାକୁ ଚୋବାଇବାର ଅବଶ୍ୟକତା ନାହିଁ ଆପଣ କେବଳ ଏହାକୁ ଚୂସନ୍ତୁ ଏହା ପରେ ଦେଖିବେ ଆପଣଙ୍କୁ ନିଶା କରିବାକୁ ଜମା ମଧ୍ୟ ଇଛା ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।