health tips – ସେକ୍ସ କରିବା ଦ୍ୱାରା ଭଲ ହୁଏ ଏହି ସବୁ ରୋଗ,୧୮ ରୁ ୪୦ ବର୍ଷ ପୁଅ ଝିଅ ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ….
ଜୀବନ ସାଥି ଙ୍କ ସହ ଶୋଇବା ଦ୍ୱାରା ଦୁର ହୁଏ ଏସବୁ ରୋଗ। ସାଙ୍ଗମାନେ ନିଦ ଆମ ପାଇଁ ଖୁବ ଜରୁରୀ ହୋଇଥାଏ। ଏଣୁ ପ୍ରତିଦିନ ସାତ ଘଣ୍ଟା ଲେଖାଏଁ ଶୋଇବାକୁ ଡାକ୍ତର ପରାମର୍ଶ ଦେଇ ଥାନ୍ତି।
କିନ୍ତୁ ଆପଣ ଜାଣିଛନ୍ତି କି ଏକୁଟିଆ ଶୋଇବା ତୁଳନା ରେ ପାର୍ଟନର ଙ୍କ ସହ ଶୋଇବା ଅଧିକ ଲାଭ ଦାୟକ ହୋଇଥାଏ। ଏକ ଗବେଷଣା ଅନୁସାରେ ସ୍ୱାମୀ କିମ୍ବା ଯାହା ଆମେ ଭଲ ପାଉ ତାଙ୍କ ସହ ଶୋଇବା ଦ୍ୱାରା ଶାନ୍ତି ତଥା ସୁରକ୍ଷିତ ଲାଗେ। ଏଥି ସହ ଅନେକ ପ୍ରକାର ର ଲାଭ ହୋଇ ଥାଏ। ପାର୍ଟନର ଙ୍କ ସହ ଶୋଇବା ବେଳେ ସୁରକ୍ଷିତ ଲାଗେ। ଫଳ ରେ ଭଲ ନିଦ ହୋଇଥାଏ।
ଏହା ଦ୍ବାରା ରିଲାକ୍ସ ମଧ୍ୟ ଲାଗେ। ନିଜ ପ୍ରିୟ ଲୋକଙ୍କ ସହ ଶୋଇବା ଦ୍ୱାରା ଶରୀର ରେ ଇମୁନିଟି ସିଷ୍ଟମ ବୁସ୍ଟ ହୁଅ। ଫଳରେ ମସ୍ତିସ୍କ ରୁ କେମିକାଲ କ୍ଷରିତ ହୁଅ। ଯାହା ରୋଗ ପ୍ରତି ରୋଧକ ଶକ୍ତି ବଢ଼ାଇ ଥାଏ। ଦିନ ସାରା କାମ ବ୍ୟସ୍ତତା ଯୋଗୁଁ ବ୍ୟସ୍ତ ଓ ଥକା ଲାଗିଥାଏ।
ରାତିରେ ଯଦି ଆପଣ ପାର୍ଟନର ଙ୍କ ସହ ଶୋଉଛନ୍ତି ତେବେ ଥକା ପଣ ଦୁର ହେବା ସହ ଜଲଦି ନିଦ ଆସିଥାଏ। ମନ ବିଜ୍ଞାନୀ ଙ୍କ କହିବା ଅନୁସାରେ ଚିନ୍ତା ବା ଅବସାଦ ଗସ୍ତ ରହୁଥିବା ବ୍ୟକ୍ତି ଯଦି ନିଜ ପାର୍ଟନର ଙ୍କ ସହ ରାତିରେ ଶୁଅନ୍ତି ତେବେ ତାଙ୍କ ର ମାନସିକ ରୋଗ କମ ହୋଇ ଥାଏ। ଅର୍ଥାତ ପାର୍ଟନର ଙ୍କ ପ୍ରେମ ଭରା ସ୍ପର୍ଶ ମନ ଓ ମସ୍ତିସ୍କ କୁ ହାଲୁକା କରି ଥାଏ।
ସ୍ୱାମୀ ଙ୍କ ପାଖରେ ଶୋଇବା ଦ୍ୱାରା ପାର୍ଟନର ଙ୍କ ର ପୁରୁଣା ରୋଗ ସବୁ ଭଲ ହୋଇ ଥାଏ ବୋଲି ଏକ୍ସପୋର୍ଟ କୁହନ୍ତି। ତେଣୁ ସର୍ବଦା ନିଜର ପାର୍ଟନର ଙ୍କ ସହ ଶୋଇବା ବହୁତ ଲାଭ ଦାୟକ ହୋଇ ଥାଏ। ନିଜର ପାର୍ଟନର ଙ୍କ ପାଖରେ ଶୋଇବା ଦ୍ୱାରା ସର୍ବଦା ମାନସିକ ଶାନ୍ତି ମିଳିଥାଏ। ଶରୀର ର ଇମ୍ୟୁନିଟି ସିଷ୍ଟମ ସଦୃଢ ହୋଇ ଥାଏ।
ନିଜର ପାର୍ଟନର ଙ୍କ ପାଖରେ ଶୋଇବା ଦ୍ୱାରା ମଧ୍ୟ ନିଜକୁ ବହୁତ ହାଲକା ଲାଗି ଥାଏ। ଏହା ସହ ମଧ୍ୟ ନିଜର ପାର୍ଟନର ସହ ଶୋଇବା ଦ୍ୱାରା ନିଜର ପାର୍ଟନର ଙ୍କ ସହ ସମ୍ପର୍କ ସଦୃଢ ହୋଇ ଥାଏ। ଦୁଇ ଜଣ ଙ୍କ ର ବୁଝା ବଣା ଠିକ ରହି ଥାଏ। ଯାହା ଫଳରେ ପର ବର୍ତୀ ସମୟ ରେ କୌଣସି ଅସୁ ବିଧା ଦେଖା ଦେଇ ନଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।