ଆପଣ ସବୁବେଳେ ନିଜ ଘର ର ଆଖ ପାଖ ରେ ନେଉଳ ନିଶ୍ଚିତ ଭାବେ ଦେଖିଥିବେ। ନେଉଳ ଆଉ ସାପ ଶତ୍ରୁତା ବିଷୟ ରେ ମଧ୍ୟ ନିଶ୍ଚିତ ଶୁଣି ଥିବେ। ତେବେ ଅନେକ ଥର ଏମିତି କିଛି ଭିଡିଓ ମଧ୍ୟ ଦେଖି ଥିବେ। ଯେଉଁ ଥିରେ ସାପ ଓ ନେଉଳ ଲଢୁ ଥିବା ନଜର ଆସି ଥିବେ।ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେବା ରେ ଲାଗିଛି ।
ସାଧାରଣତଃ ନେଉଳ ବହୁତ ଫୂର୍ତ୍ତି ଏବଂ ସାହାସୀ ଜନ୍ତୁ। କୌଣସି ସାପ କୁ ମଧ୍ୟ ଡରେ ନାହିଁ ବରଂ ଯେତେ ବିଷଧର ସାପ ହେଉ ନା କାହିଁକି ନେଉଳ କୁ ଦେଖି ଭୟଭୀତ ହୋଇ ଯାଏ। ଅନେକ ଥର ନେଉଳ ନିଜ ଦାନ୍ତ ରେ ସାପ କୁ କାଟି ଖଣ୍ଡ ଖଣ୍ଡ କରି ଦିଏ। ତେବେ ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ଅନୁମାନ କରିପାରୁ ଥିବେ।
ଯୁଦ୍ଧ ର ଏହି ରୋମାଞ୍ଚକ ଦୃଶ୍ୟ କୁ ଦେଖିବା ବେଳେ ଆପଣ ଙ୍କ ହୃଦସ୍ପନ୍ଦନ ବଢ଼ିଯାଇପାରେ । ନେଉଳ ଓ ସାପର ଏହି ଲଢ଼େଇ କୁ ଅନେକ ଲୋକ ଦେଖି ପ୍ରଥମ ଥର ପାଇଁ ଜାଣୁଛନ୍ତି ଏହି ଦୁଇ ଶତୃ ପ୍ରାଣୀ ଙ୍କ ମଧ୍ୟରେ ଲଢ଼େଇ କେତେ ଭୟ ଙ୍କ ର ହୋଇଥାଏ ।ସାପ ଓ ନେଉଳ ଭିତ ରେ ଥିବା ଶତୃତା କଥା ସମସ୍ତେ ଜାଣନ୍ତି ।
ଯେତେ ବେଳେ ଏହି ଦୁଇ ମହା ଶତୃ ପରସ୍ପରର ମୁହାଁ ମୁହିଁ ହୁଅନ୍ତି ସେତେବେଳେ ଘମା ଘୋଟ ଲଢ଼େଇ ହୋଇଥାଏ । ସାପ ଓ ନେଉଳ ଭିତରେ ହେଉଥିବା ଲଢ଼େଇ ପ୍ରାଣୀ ଜଗତ ରେ ଏକ ସାଧାରଣ କଥା । ହେଲେ ଏହି ଲଢ଼େଇ କୁ ଅନେକ ଲୋକ ଜାବନ ରେ କେବେ ଦେଖି ନ ଥିବେ ।
ଏବେ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଯେଉଁ ଥିରେ ଗୋଟିଏ ସାପ ଓ ଗୋଟିଏ ନେଉଳ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳୁଛି । ସାପ ଓ ନେଉଳ ପରସ୍ପର ସହ ଜୋରଦାର୍ ସଂଗ୍ରାମ କରୁଥିବା ଏହି ଭିଡିଓ ରେ ଦେଖାଯାଉଛି ।
ଏହି ଯୁଦ୍ଧକୁ ଦେଖିବା ବେଳେ ଆପଣ ଙ୍କ ହୃଦସ୍ପନ୍ଦନ ବଢ଼ି ଯାଇପାରେ । ଯୁଦ୍ଧର ଏହି ରୋମାଞ୍ଚ କୁ ଦେଖି କିଏ ଜିତିବ ଓ କିଏ ହାରିବ ତାହା କହିବା କଷ୍ଟକର ମନେହେବ । ସାପ ଓ ନେଉଳ ମଧ୍ୟରେ ଏହି ରୋମାଞ୍ଚକ ଲଢ଼େଇର ଦୃଶ୍ୟ ଅନେକ ଲୋକ ଦେଖୁଛନ୍ତି ।
ଆପଣ ଭିଡିଓରେ ଦେଖିପାରିବେ ଯେ ଆରମ୍ଭରେ ସାପ ଓ ନେଉଳ ପରସ୍ପରର ସାମ୍ନା କରୁଛନ୍ତି । ସାପ ନିଜ ଫଣା କାଢ଼ୁଛି ଓ ନେଉଳକୁ ଫଣା ହଲେଇ ଚୋଟ ମାରିବାର ଭୟ ଦେଖାଉଛି । ତା’ ପରେ ଦେଖାଯାଉଛି ଯେ ନେଉଳ ବି ଆଦୌ ନ ଡରି ସାପ ଉପରେ ଆକ୍ରମଣ କରୁଛି । ଦୁହେଁ ପରସ୍ପର ଉପରେ ଆକ୍ରମଣ କରୁଥିବା ବେଳେ ସାପ ସେହି ପଥର ଉପରୁ ତଳକୁ ଖସିପଡୁଛି ଓ ସେଠାରୁ ଖସିଯିବାକୁ ଚେଷ୍ଟା କରୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।