ଓଃ..କି..ଡ୍ୟାନ୍ସ 🔥” ଟିପ ଟିପ ବର୍ଷା ପାନୀ ” ଗୀତରେ ସୁପରହିଟ ରୋମାଣ୍ଟିକ ହଟ ଡ୍ୟାନ୍ସ…. ଏମିତି ଡ୍ୟାନ୍ସ କେବେ ଦେଖି ନଥିବେ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ରାଜ୍ୟରେ ଯାତ୍ରା, ମେଲୋଡି ଓ ଅପେରାକୁ ମିଳିଛି ଗ୍ରୀନ ସିଗନାଲ । ଆଗ ଭଳି ପୁଣି କମ୍ପିବ ରଙ୍ଗମଞ୍ଚ ଦୁଲୁକିବ ପେଣ୍ଡାଲ । ମୁହଁ ରେ ରଙ୍ଗ ମାଖି ଦର୍ଶକଙ୍କ ମନ କିଣିବେ କଳାକାର । ରଙ୍ଗ ମଞ୍ଚ ଖୋଲିବା ନେଇ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଶୁଣି ଯାତ୍ରା ଲୋକଙ୍କ ମାନ ରେ ଖୁସି ର ଲହରୀ ଭାସି ଯାଇଥିବା ହେଲେ ଲୋକ ଯାତ୍ରା ଦେଖିବେ ପାଗଳ।

ଯାହାକୁ ନେଇ ଦୀର୍ଘ ଦିନ ଧରି କୋରୋନା ପାଇଁ କଷଣ ଭୋଗୁ ଥିବା ଯାତ୍ରା କଳାକାର ଖୁସି ରେ ବିଭୋର ହୋଇ ଯାଇଛନ୍ତି । ଏ ନେଇ ଏସଆରସିଙ୍କ ପକ୍ଷ ରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି । କୋଭିଡ୍ କଟ କଣା ମଧ୍ୟରେ ଏହି ସବୁ କାର୍ଯ୍ୟକ୍ରମ ଚାଲିବ। ଆଜି ଠାରୁ ଏହି ଗାଇଡଲାଇନ୍ ଲାଗୁ ହୋଇଛି।

ଅନଲାଇନ ରେ କିମ୍ବା ଅଧିକ କାଉଣ୍ଟର ରେ ଟିକେଟ ବୁକିଂ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଯାତ୍ରା, ଅପେରା ଓ ଡ୍ରାମା ପାଇଁ ଜିଲ୍ଲାପାଳ, ଏସ୍ ପି କିମ୍ବା ମ୍ୟୁନିସପାଲ କମିଶନର ଙ୍କ ଅନୁମତି ନେବା ଜରୁରୀ । ଖୋଲା ପଡ଼ିଆ ରେ ୨ ହଜାର ଲୋକ ସାମାଜିକ ଦୂରତ୍ବା ରକ୍ଷା କରି ପାରିବେ।

ସୂଚନା ଯେ, ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ଲାଗି ଅନେକ କାର୍ଯ୍ୟକ୍ରମ ଉପରେ ରୋକ୍‌ କଟ କଣା ଲଗା ଯାଇଥିଲା । କିନ୍ତୁ ଏବେ ସଂକ୍ରମଣ କମିବା ପରେ ସମସ୍ତ କାର୍ଯ୍ୟକ୍ରମ କୁ ଧୀରେ ଧୀରେ ଅନୁମତି ଦେବା ଆରମ୍ଭ କଲେଣି ରାଜ୍ୟ ସରକାର । କିଛି ଦିନ ତଳେ ୫୦ ପ୍ରତିଶତ ଦର୍ଶକ ଙ୍କୁ ନେଇ ସମସ୍ତ ସିନେମା ହଲ୍‌ ଖୋଲିବା କୁ ଅନୁମତି ଦେଇ ଥିଲା ରାଜ୍ୟ ସରକାର ।

ଆଉ ଏବେ ରାଜ୍ୟ ରେ ଯାତ୍ରା, ଅପେରା, ଡ୍ରାମା ଏବଂ ମେଲୋଡ଼ି କାର୍ଯ୍ୟକ୍ରମ ଲାଗି ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛନ୍ତି ସରକାର । ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ନୂଆ ଗାଇଡ଼ଲାଇନ୍‌ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନ ର । ଏହି ଭଳି କାର୍ଯ୍ୟକ୍ରମ ଲାଗି ଖୋଲା ପଡିଆ ରେ ୨ ହଜାର ଲୋକ ସାମାଜିକ ଦୂରତା ରଖି ବସି ପାରିବେ।

ଅନଲାଇନ୍‌ ରେ କିମ୍ବା ଅଧିକ କାଉଣ୍ଟର ଖୋଲି ଟିକେଟ୍ ବୁକିଂ କରିବା କୁ ନିର୍ଦ୍ଦେଶ ଦିଆ ଯାଇଛି। ଏତଦ୍ ବ୍ୟତୀତ ଇଣ୍ଡୋର ହଲ୍‌ ରେ ବସିବା କ୍ଷମତା ୫୦ ପ୍ରତି ଶତ ରଖା ଯାଇଛି। କ୍ଷମତା ଠାରୁ ଅଧିକ ଲୋକ ଙ୍କୁ ବସିବା ପାଇଁ ଅନୁମତି ମିଳିବ ନାହିଁ। ସ୍ଥାନୀୟ ପରିସ୍ଥିତି କୁ ଦେଖି କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ କ୍ଷମତା ଦିଆ ଯାଇଛି। ସେହି ପରି ୫୦ ପ୍ରତିଶତ ଦର୍ଶକ ଙ୍କୁ ନେଇ ସିନେମା ହଲ୍ ଖୋଲିବା କୁ ଅନୁମତି ଦିଆ ଯାଇଛି।

ଯାତ୍ରା, ମେଲୋଡି ଓ ଅପେରାକୁ ମିଳିଛି ବିଭିନ୍ନ ପ୍ରକାର ଡାନ୍ସ ଦେଖିବାକୁ ମିଳିଛି ଡାନ୍ସ ର ଜଳବା ଦେଖି ଥାଆନ୍ତି ଦର୍ଶକ ମାନେ ଯାତ୍ରା ରେ ଲୋକ ମାନେ ମେଲୋଡ଼ି ବହୁତ ଭଲ ପାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।