ସରକାରଙ୍କ ବଡ ଘୋଷଣା – କଲେଜ କୁ ଗାଡି ଆଣିପାରିବେ ନାହିଁ ଛାତ୍ର ଛାତ୍ରୀ, ନିୟମକୁ ଉଲଙ୍ଘନକଲେ କଡା କାର୍ଯ୍ୟାନୁଷ୍ଠାନ ନେବ କଲେଜ,ଜାଣନ୍ତୁ ସମ୍ପୂର୍ଣ ଘଟଣା…..

ସୂଚନା ଅନୁଯାଇ ବିଜେବି କଲେଜ ର ଜଣେ ଛାତ୍ରୀ ହଷ୍ଟେଲ ରେ ରହୁଥିବା ବେଳେ ତାଙ୍କୁ ରାଗିଙ୍ଗ କରା ଯାଇ ଥିବା ଯୋଗୁଁ ସୂଈସାଇଡ କରି ଦେଇଛନ୍ତି, କିନ୍ତୁ ଆତ୍ମହତ୍ୟା କରିବା ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।

ତେବେ ଛାତ୍ରୀ ଜଣଙ୍କର ମା କହିଛନ୍ତି କି ଯଦି ଦେଖିଲେ ମୋ ଝିଅ ଆତ୍ମହତ୍ୟା କରିଛି ତେବେ ସଂଗେ ସଂଗେ ତାକୁ ହସ୍ପିଟାଲ ନେଲେ ନାହିଁ କାହିଁକି । ତାଙ୍କ ହଷ୍ଟେଲ ରେ 3 ଟି ପିଲା ତାକୁ ଏତେ ଟର୍ଚ୍ଚର କରିଛନ୍ତି ଯେ ଶେଷରେ ଆତ୍ମହତ୍ୟା କରି ଦେଇଛି ।କିନ୍ତୁ ସେ ଆତ୍ମହତ୍ୟା କରି ନାହିଁ ମୋ ଝିଅ କୁ ସେମାନେ ମାରି ଦେଇଛନ୍ତି, ଆଉ ଏ କଲେଜ ଵାଲା ସବୁ ଜାଣିଛନ୍ତି ।

ତେବେ ସେହି ବିଜେବି କଲେଜ ଆଉ ଯେତେ ବେଳେ ବି କଲେଜ ରେ କିଛି ଗଣ୍ଡଗୋଳ ହୁଏ ସେତେ ବେଳେ ଆମେ ୱାର୍ଡେନ ଙ୍କୁ କମ୍ପ୍ଲେନ କରୁ କିନ୍ତୁ ହଷ୍ଟେଲ ର ୱାର୍ଡେନ ମାନେ କିଛି ବି ଏହାକୁ ନେଇ ସ୍ଟେପ ନିଅନ୍ତିନି ବରଂ ସେମାନଙ୍କର ଆହୁରି ସପର୍ଟ କରନ୍ତି ।

ଛାତ୍ରୀ ଜଣଙ୍କ ଏହା ମଧ୍ୟ କହିଛନ୍ତି କି ଯେତେ ବେଳେ ତାଙ୍କ କଲେଜ ରେ ଏକ ଫେରୁଆଲ ପଗ୍ରାମ ହୋଇ ଥିଲା ସେତେ ବେଳେ ମୃତ ଛାତ୍ରୀ ଙ୍କ ସହିତ ବହୁତ ଗଣ୍ଡଗୋଳ ହୋଇ ମାରପିଟ ମଧ୍ୟ ହୋଇ ଥିଲାଏମିତିକି ତାଙ୍କୁ ବହୁତ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ।

 କିନ୍ତୁ ଦୂତୀ ଚାନ୍ଦ ନ ଭାଙ୍ଗି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ଯାହା ଦୂତୀ ଏବେ ଗଣମାଧ୍ୟମ ରେ ଏମିତି ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ସେ ତିନି ବର୍ଷ ଧରି ରାଗିଂ ର ଶିକାର ହୋଇଥିଲେ। କାହାରିକୁ କହି ପାରି ନଥିଲେ କି ଜୀବନ ହାରି ନଥିଲେ।

ଦୂତୀଙ୍କ ଅଭିଯୋଗ ପରେ ସ୍ପଷ୍ଟ ହୋଇଛି କି ଜଣେ ରାଗିଂ ର ଶିକାର ହୋଇ ବି ସଫଳତାର ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ ।

ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଆପଣ ମାନେ ମଣିଷ ଉପରେ ବିଶ୍ୱାସ କରିବା ଛାଡ଼ିଦେବେ ।
ସତ କହିବା ପାଇଁ ଗଲେ ଆମେ ସମସ୍ତେ ଜାଣିଛୁ ମଣିଷ ପାଖରେ ବିବେକ ,ବୁଦ୍ଧି ,ଜ୍ଞାନ ଓ ଦୟା ଏ ସବୁ ଭର୍ ପୁର ରହିଥାଏ । ହେଲେ ବେଳେ ବେଳେ କିଛି କିଛି ଖବର ଶୁଣିଲେ ଏମିତି ଲାଗେ କି ନିଜେ ମଣିଷ ହୋଇ ସେହି ମଣିଷ ଉପରେ ବିଶ୍ୱାସ କରିବା ଛାଡ଼ି ଦେବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ