ଛି ..ଛି ..ବୁଢ଼ା ବୟସ ରେ ୨୫ ବର୍ଷର ଯୁବତୀଙ୍କୁ ବାହା ହେଲେ ମଉସା ଭିଡ଼ିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
କଥାରେ ଅଛି ବୃଦ୍ଧ କାଳେ ବାଲ୍ୟଲୀଳା। ବୁଢା ବୟସରେ ବ୍ୟକ୍ତି ଜଣକ ଯାହା କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ବୃଦ୍ଧ ବୟସରେ ଏହି ବ୍ୟକ୍ତି ଜଣକ ବିବାହ କରି ଖୁବ୍ ଚର୍ଚ୍ଚାରେ ରହିଛନ୍ତି।୭୦ ବର୍ଷର ବୁଦ୍ଧଙ୍କ ସହ ୨୫ ବର୍ଷର ମହିଳା କଲେ ବିବାହ। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ବିବାହକୁ ନେଇ ବୃଦ୍ଧବ୍ୟକ୍ତି ଜଣକ ଖୁବ୍ ଖୁସି ଥିବାର ମଧ୍ୟ ଦେଖା ଯାଉଛନ୍ତି। ସେ କହିଛନ୍ତି ମୁଁ ହୃଦୟର ସହ ତାଙ୍କୁ ବିବାହ କରିଛି ।ସ୍ବାମୀ ଛାଡିଦେବା ପରେ ଏହି ବୃଦ୍ଧ ବ୍ୟକ୍ତି ଜଣକ ମହିଳାଙ୍କ ହାତ ଧରିଛନ୍ତି। ମହିଳାଙ୍କ ଏକ ପୁଅ ମଧ୍ୟ ରହିଛି ଯାହାକୁ ମଧ୍ୟ ଏହି ବୃଦ୍ଧ ବ୍ୟକ୍ତି ଜଣକ ଆପଣାଇ ନେଇଛନ୍ତି।
ମହିଳାଙ୍କ କେହି ସାହାରା ନଥିବା ବେଳେ ବୃଦ୍ଧ ବ୍ୟକ୍ତିଙ୍କ ସ୍ତ୍ରୀ ମଧ୍ୟ ନାହାଁନ୍ତି ଓ ତାଙ୍କର ଗୋଟିଏ ପୁଅ ଥିଲା ଯିଏକି ତାଙ୍କୁ ଛାଡି ଦିଲ୍ଲୀ ଚାଲି ଯାଇଛନ୍ତି ଓ ତାଙ୍କ ସହିତ ବୃଦ୍ଧଙ୍କ କିଛି ଯୋଗାଯୋଗ ମଧ୍ୟ ନାହିଁ।ତେଣୁ ସେ ଏହି ଯୁବତୀଙ୍କୁ ବିବାହ କରି ନିଜର ପତ୍ନି ବୋଲି ସ୍ବୀକାର କରିଛନ୍ତି।
ତେବେ ବୃଦ୍ଧ ବ୍ୟକ୍ତି ଜଣକ ଏ ସଂସାରଏ କମ୍ ଦିନର ଅତିଥି ହୋଇ ମଧ୍ୟ ଜଣେ ଯୁବତୀଙ୍କୁ କଣ ପାଇଁ ବିବାହ କରି ତାଙ୍କ ଜୀବନ ନଷ୍ଟ କରିଛନ୍ତି ସେ ବାବଦରେ ପ୍ରଶ୍ନ କରାଯାଇଥିଲା ଯାହାର ଉତ୍ତରରେ ବୃଦ୍ଧ ବ୍ୟକ୍ତି ଜଣକ କହିଥିଲେ ଯେ ମାନୁଛି ମୁଁ ଆଉ ୧୦-୧୫ ବର୍ଷ ବଞ୍ଚିବି କିନ୍ତୁ ମୋ ପାଖରେ ଧନ ଦୌଲତ ସବୁକିଛି ରାହିଛି । ମୋର ଯେତିକି ସମ୍ପତ୍ତି ରହିଛି ସେ ସବୁକୁ ସେହି ଯୁବତୀ ଓ ତାଙ୍କ ପୁଅ ଭୋଗ କରିବେ।
ତେବେ ମହିଳା ଜଣକ ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କୁ ଛାଡି ଦେଇଥିଲେ। ତାଙ୍କର ଏକ କୁନି ପୁଅ ମଧ୍ୟ ରହିଛି। ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ଵାମୀ ମଦ ପିଇ ବିଭିନ୍ନ ସମୟରେ ତାଙ୍କୁ ମାଡ ମାରୁଥିଲେ ଯେଉଁଥି ପାଇଁ ସେମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ଲାଗି ରହୁଥିଲା।
ସ୍ବାମୀ ଯେତିକି ଟଙ୍କା ରୋଜଗାର କରୁଥିଲେ ସେହି ଟଙ୍କା ମଦ ପିଇ ଉଡାଇ ଦେଉଥିଲେ।ଘର ଚଳାଇବା ପାଇଁ ଗୋଟିଏ ବି ଟଙ୍କା ଦେଉ ନଥିଲେ। ଏମିତିକି ନିଜ ପୁଅ କଥା ମଧ୍ୟ ବୁଝୁ ନଥିଲେ। ତ ଦିନେ ଦୁହିଙ୍କ ଭିତରେ ଝଗଡ଼ା ଓ ମାରପିଟ ଖୁବ୍ ଜୋର ହୋଇଥିଲା ଯେଉଁଥି ପାଇଁ ସ୍ବାମୀ ସ୍ତ୍ରୀ ଓ ପୁଅକୁ ଛାଡି କୁଆଡେ ଚାଲି ଯାଇଛନ୍ତି।
ଯାହା ବାବଦରେ ସ୍ତ୍ରୀ ଓ ସମ୍ପର୍କୀୟ କାହାକୁବି ଜଣା ନାହିଁ। ତେବେ ସ୍ବାମୀ ଚାଲିଯିବାର ୬ ମାସ ଏକୁଟିଆ ରହିବା ପରେ ନିଜ ପିଲାର ଭବିଷ୍ୟତ ପାଇଁ ମହିଳା ଏଭଳି ଏକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।