🛑EXCLUSIVE: ପରଦା ପଛର ଅସଲ ଖେଳାଳି ବାବୁଶାନ୍ ମ୍ୟାନେଜର ଜଏତା ରୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ତେବେ ଆଉ ଏକ ମତଦାନ ଉପରେ କଥାବସ୍ତୁ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ଯେପରିକି ଜାଣନ୍ତି କି ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କର ମ୍ୟାଟର ସାରା ଓଡ଼ିଶାରେ ଭାଇରାଲ ହେଉଛି ଆଉ ଏହି ମ୍ୟାଟର ଉପରେ ଅନେକ ଲୋକ ଅନେକ ପ୍ରକାରର ମତାମତ ଦେଉଛନ୍ତି। ଏହା ବାବଦରେ ଆଉ ଏକ ମତାମତ ଭିଡିଓ ଆସିଯାଇଛି ଯାହା ଭିତରେ କି!

ଆପୋଷ ସମାଧାନ ବାବଦରେ ହି ମ୍ୟାଟର ସାମନାକୁ ଆସୁଛି। ତେବେ ଏହା ଉପରେ ସେ କହିଛନ୍ତି କି ସମୟ ଆସିଲେ ଠିକ ନିଷ୍ପତ୍ତି ନିଆଯିବ।ତେବେ ଆପଣ ହୁଏତ ଜାଣି ନଥିବେ ଆଉ ଆମେ ଆପଣଙ୍କ କହୁଛୁ କି ତୃପ୍ତି ଆଗରୁ ମଧ୍ୟ ବାବୁସାନଙ୍କ କହିଥିଲେ କି ଯଦି ବାବୁସାନ ନିଜର ସମ୍ପର୍କକୁ ବଞ୍ଚେଇବାକୁ ଚାହାନ୍ତି!

ତାହେଲେ ତୃପ୍ତିଙ୍କ ସହ ଆପୋଷ ସମାଧାନ କରିବାକୁ ଚେଷ୍ଟା କରିବେ।ଏହି ସୁଯୋଗ ତୃପ୍ତି ବାବୁସାନଙ୍କୁ ଦେବେ ବୋଲି କହି ସାରିଛନ୍ତି।ଖୁବ ଶୀଘ୍ର ହେବ ତୃପ୍ତି ଆଉ ବାବୁସାନଙ୍କ ବିବାଦର ସମାଧାନ। ଏହି ସମାଧାନ ଆପୋଷ ସାମାଧାନ ହେବ। ଆପଣଙ୍କୁ ଯେପରିକି କହି ରଖୁଛୁ କି ଏହାର ସାମଧାନ ଆଉ|ତୃପ୍ତି ଏହି କଥାରେ କହିଥିଲେ କି ୱେଟ ଆଣ୍ଡ ୱାଚ ବୋଲି ସେ ପରବର୍ତୀ ସମୟ ରେ ନେବେ ନିଷ୍ପତି
ପୋଲିସ ଥାନା ଭିତରେ ହେବ ନାହିଁ।ଯଦି ବି ହେବ ତାହା ଘରର ବଡ଼ ଲୋକ ମାନଙ୍କର ଗହଣରେ ସମାଧାନ ହେବ। ଏହା ଉପରେ ସେହି ମହିଳା ଜଣଙ୍କ ମତ ଦେଇଥିଲେ। ଆସନ୍ତୁ ଜାଣିବା ସେ କଣ କହିଥିଲେ।ରବି ମିଶ୍ର ତୃପ୍ତିଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ବାବଦରେ ପଚାରିଲେ ଆଉ ତାଙ୍କୁ ଏହା ମଧ୍ୟ ପଚାରିଲେ!

କି ତାଙ୍କ ନାତିଙ୍କ ଦେହ କିପରି ଅଛି।ଆଉ ଏହା ମଧ୍ୟ ପଚାରିଲେ କି ସେ ଏବେ କିପରି ଅନୁଭବ କରୁଛନ୍ତି।ବାସ ଏହା ହିଁ। ଆଉ ବେସି କିଛି ମୋତେ ଜଣା ନାହିଁ ଆଉ ମୁଁ ଯେତିକି ଜାଣିଛି କହିଦେଲି।ଏବେ ମୋତେ ରାସ୍ତା ଛାଡ଼ନ୍ତୁ କାରଣ ମୋତେ ଘରକୁ ଯିବାର ଅଛି ଆଉ ମୋ ବୁଢା ବାପାଙ୍କୁ ଖାଇବାକୁ ଦେବାର ଅଛି।

 ତୋ ପାଇଁ ଆଜି ମୋ ସହ ଏମିତି ହୋଇଚି।ମୋ ଦେହରେ କଟା ଦାଗ କେବଳ ତୋରି ପାଇଁ।ତୁ କଣ ମୋ ସହ ଖେଳୁଛୁ।ମୋ ଦେହରୁ ରକ୍ତ ବାହାରୁଚି।ମତେ ବହୁତ କଷ୍ଟ ହେଉଛି।ଏମିତି କାନ୍ଦି କାନ୍ଦି ଗୋଟିଏ ପୁଅ ଓ ଝିଅ ମଧ୍ୟରେ କଥା ହେବାର ଅଡିଓ ଏବେ ଭାଇରାଲ ହେଉଛି।ତେବେ ଏହି ଅଡିଓଟି ପ୍ରକୃତି ଓ ବାବୁଶାନଙ୍କ ବୋଲି ଅନୁମାନ କରା ଯାଉଛି।

ଏହି ଯୁବତୀ ଜଣଙ୍କ କେମିତି କାନ୍ଦି କାନ୍ଦି ଇମୋସନାଲ ବ୍ଲାକମେଲ କରି କଥା ହେଉଛନ୍ତି।କଣ ହେଲା।ତୋ ପାଇଁ ମତେ ବହୁତ କଷ୍ଟ ହେଉଛି।ଓ ହୋ ମୁଁ କଣ କଲି କି।କହିବି ତତେ ଦେଖା ହେଲେ।ନାଇ ତୁ କହ।ମତେ ବହୁତ ଯନ୍ତ୍ରଣା ହେଉଛି।ଏହାକୁ ମୁଁ ବ୍ଲାକମେଲ ଏଥିପାଇଁ କହୁଚି କାରଣ ଖାରବେଳ ନଗର ଥାନାରେ!

ବାବୁସାନଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ପ୍ରକୃତି ବାବୁସାନଙ୍କୁ ବ୍ଲାକ ମେଲ କରୁଥିଲେ।ଖାଲି ତୃପ୍ତି ନୁହେଁ ବରଂ ବାବୁସାନଙ୍କ ମା ବି ଏଭଳି କିଛି ଅଭିଯୋଗ ଆଣିଥିଲେ।ଯଦି ଏହି ଅଡିଓଟି ବାବୁଶାନ ଓ ପ୍ରକୃତିଙ୍କ ହୋଇଥାଏ ତା ହେଲେ ତୃପ୍ତିଙ୍କ କଥା ସତ ହୋଇପାରେ।ଏହି ଅଡିଓଟିରେ ପ୍ରକୃତି ଭ୍ୟାକସିନ!

ଦେବା କଥା ମଧ୍ୟ କହିଛନ୍ତି ଏଥିରୁ ଜଣା ପଡ଼ୁଚି ଯେ ଏହି ଅଡିଓ କଲଟି ଭ୍ୟାକସିନ ନେବା ସମୟର। ତୃପ୍ତିଙ୍କ ଅଭିଯୋଗ ଅନୁସାରେ ପ୍ରକୃତି ଓ ବାବୁଶାନ କୋଭିଡ ସମୟରେ ବହୁତ କ୍ଲୋଜ ହୋଇଥିଲେ।ବ୍ଲାକ ମେଲ ସେ କୋଭିଡ ସମୟରୁ ହିଁ ଆରମ୍ଭ ହୋଇଥିଲା।ପ୍ରକୃତି କାନ୍ଦି କାନ୍ଦି କହୁଛନ୍ତି।ଆଉ ବାବୁଶାନ ରାଗୁଛନ୍ତି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।