ମଙ୍ଗଳବାର ଦିନ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କ ର ଭକ୍ତ ହନୁମାନ ଙ୍କର ଦିନ ହୋଇଥାଏ। ମଙ୍ଗଳବାର କୁ ସବୁଠାରୁ ପବିତ୍ର ଦିନ ବିଚାର କରା ଯାଏ। ଜଦି କୌଣସି ବ୍ୟକ୍ତି ମଙ୍ଗଳବାର ଦିନ ହନୁମାନ ଙ୍କ ସହ ଜଡିତ କୌଣସି ଉପାୟ କରିଥାନ୍ତି ତେବେ ତାଙ୍କର ସବୁ ଦୁଃଖ ସମସ୍ୟା ଦୂର ହୋଇ ଯାଇଥାଏ। କାହିଁକି ନା ସ୍ୱୟଂ ହନୁମାନ ଜି ସେହି ସମସ୍ୟା ଗୁଡିକୁ ହରଣ କରି ନେଇଥାନ୍ତି।
ଏବଂ ଆପଣ ଙ୍କ ର ସମସ୍ତ ସମସ୍ୟା ମାନକ ର ଅନ୍ତ ହୋଇ ଯାଇଥାଏ। ଆଜି ଆମେ ଆପଣ ଙ୍କୁ ହନୁମାନଜି ଙ୍କ ର ଏପରି ଏକ ମନ୍ତ୍ର କହିବାକୁ ଯାଉଛୁ ଯାହା ଆପଣ ଙ୍କର ସମସ୍ତ ଦୁଖଃ କୁ ଦୁର କରିଦେବ। ତା ସହିତ ଧନ ଜନିତ ସମସ୍ୟା ଦୂର ହେବା ସହିତ ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଚାଲି ବାକୁ ଲାଗିବ। ତେବେ ଆସନ୍ତୁ ଜାଣିବା ସେହି ଚମତ୍କାର ମନ୍ତ୍ର ବିଷୟରେ।
ମଙ୍ଗବାର ରାତିରେ ଶୋଇବା ପୂର୍ବରୁ ହନୁମାନ ଙ୍କ ର ପୂଜା କରନ୍ତୁ ଏବଂ ତାଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ଏବଂ ତା ସହିତ ଚମେଲି ର ତେଲ ରେ ଦୀପ ଜଳାଇ ବାକୁ ପଡିବ। ସେହି ମନ୍ତ୍ର ଟି ହେଲା
” ଓଁ ହନୁ ହନୁମତୟେ ନମଃ”
ଏହି ମନ୍ତ୍ର ଟିର ଜପ ଆପଣ ଙ୍କୁ କେବେଳ ପାଞ୍ଚ ଟି ମାଳା କରିବାର ଅଛି। ଏବଂ ଏହା ପରେ ହନୁମାନଜି ଙ୍କୁ ବୁନ୍ଦିଆ କିମ୍ବା ପେଡା ର ଭୋଗ ଲଗାଇ ପାରିବେ। ଏପରି କରିବା ଦ୍ୱାରା ଆପଣ ଙ୍କ ର ସମସ୍ତ ସମସ୍ୟା ଦୂର ହୋଇଯିବ। ଆପଣ ଙ୍କ ଜୀବନ ରେ ବହୁତ ଅଧିକ ଖୁସି ଆସିବାକୁ ଲାଗିବ।ସୁଖ ସମୃଦ୍ଧି ସହିତ ଧନ ର ମଧ୍ୟ ବୃଦ୍ଧି ଘଟିବ। ଏବଂ ହନୁମାନଜି ଙ୍କ ର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ।
ଆଉ ଗୋଟିଏ କଥା ଯଉଁମାନେ ଏହି ଦିବ୍ୟ ମନ୍ତ୍ର ର ସବୁଦିନ ଅତି କମ ରେ ଗୋଟିଏ ମାଳା ଯପ କରିଥାନ୍ତୁ ସେମାନଙ୍କୁ କେବେବି କଉ ମୁହୂର୍ତରେ ହନୁମାନଜି ଙ୍କ ର ଦର୍ଶନ ମିଳିପାରେ। ତେବେ ଆପଣ ପୂର୍ଣ ବିଧି ଓ ଶ୍ରଦ୍ଧା ର ସହିତ ଏହି ମନ୍ତ୍ର ଟି ର ଯପ କରନ୍ତୁ। ଦେଖିବେ ଏହାର ଶୁଭ ଫଳ ଆପଣ ନିଶ୍ଚୟ ପାଇବେ। ଆପଣଙ୍କ ଜୀବନର ସମସ୍ତ ଦୁଃଖ ଓ ସମସ୍ୟା କୁ ହନୁମାନଜି ନିଶ୍ଚୟ ଦୁର କରି ଦେବେ।
ତେଣୁ ପ୍ରତି ଦିନ ସକାଳେ କିମ୍ବା ସନ୍ଧ୍ୟା ରେ ଏହି ଚମତ୍କାର ହନୁମାନ ଙ୍କ ର ମନ୍ତ୍ର କୁ ଜପ କରନ୍ତୁ ଟେଖିବେ ଜୀବନ ରେ କୌଣସି ପ୍ରକାର ର ସମସ୍ୟା ଦୁଃଖ ଆପଣ ଙ୍କ ପାଖରେ ରହିବ ନାହିଁ। ଆପଣଂକୁ କୋୖଣସି ପ୍ରକାର ର ବିପଦ ଛୁଇଁ ପାରିବ ନାହିଁ। ହନୁମାନଜି ଙ୍କ ର ଆଶୀର୍ବାଦ ସର୍ବଦା ଆପଣଙ୍କ ସହିତ ରହିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।