Exclusive Video : ଅପରାଜିତାଙ୍କ ବଂଶ ଧ୍ଵଂସ ହେବ କହିଲେ ପ୍ରକୃତିଙ୍କ ପରିବାର Aparajita Mohanty | ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଯଦୁ ବଂଶ ପରି ତମେ ଧ୍ବଂସହୋଇଯିବ। ତୁମେ ଭୁଗିବ। ତମ ପୁତ୍ର ତମର ହୋଇ ରହିବନି। ଯାହା ତ ବାପା ମା କହିଲେ ପୁଣି ପ୍ରକୃତି ତାଙ୍କ ସାଙ୍ଗ ହୋଇ ମଧ୍ଯ ସୁସିଆଲ୍ ମିଡିଆ ରେ ଅପରାଯିତା କୁ ଏମିତି କଥା କହିଛନ୍ତି। ଯେଉଁଠି ଦେଖିବେ ଏବେ କେବଳ ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କର ଚର୍ଚ୍ଚା, ତାଙ୍କର ଏହି ପରକୀୟା ପ୍ରୀତି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଅଭିନେତା ବାବୁସାନ ମହାନ୍ତି ଙ୍କୁ ସାରା ଓଡ଼ିଶା ଏକ ନମ୍ବର ୱାନ ହିରୋ ଭାବରେ ଜାଣିଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ କେବେ ମଧ୍ୟ ଖରାପ ଖବର ଆସି ନାହିଁ | କିନ୍ତୁ ପ୍ରଥମ ଥର ପାଇଁ ତାଙ୍କ ନାଁ ରେ ଏଭଳି ଏକ ଭିଡ଼ିଓ ଆସିଛି ଯାହାକୁ ଦେଖିଲେ ସହଜ ରେ ବିଶ୍ୱାସ ମଧ୍ୟ କରି ହେଉ ନାହିଁ |
ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ମିଡ଼ିଆ ସାମ୍ନା ରେ ସ୍ପଷ୍ଟ କରିଛନ୍ତି କି ବାବୁସାନ ଙ୍କର ପ୍ରକୃତି ଙ୍କ ସହିତ ଅନୈତିକ ସମ୍ପର୍କ ରହିଛି |ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ବାବୁସାନ ଙ୍କ ମା ଅପରାଜିତା ବୋହୂ ତୃପ୍ତି ଙ୍କ ବାପ ଘରକୁ ଆସିଛନ୍ତି | ଅର୍ଥାତ ଅପରାଜିତା ମହାନ୍ତି ନିଜ ବୋହୂ ତୃପ୍ତି ଓ ନାତି ଙ୍କ ପାଖକୁ ଆସିଛନ୍ତି | ତେବେ ସେ ତୃପ୍ତି ଙ୍କ ଘରେ ପହଞ୍ଚି ଥିଲେ ଏବଂ ତାଙ୍କ ଘର ଗେଟ ସାମ୍ନା ରେ ଉପସ୍ଥିତ ହୋଇ କବାଟ ଖୋଲିବା ପାଇଁ କହି ଥିଲେ
ଯଦୁ ବଂଶ ପରି ତମେ ଧକଂ ହୋଇଯିବ। ତୁମେ ଭୁଗିବ। ତମ ପୁତ୍ର ତମର ହୋଇ ରହିବନି। ଯାହା ତ ବାପା ମା କହିଲେ ପୁଣି ପ୍ରକୃତି ତାଙ୍କ ସାଙ୍ଗ ହୋଇ ମଧ୍ଯ ସୁସିଆଲ୍ ମିଡିଆ ରେ ଅପରାଯିତା କୁ ଏମିତି କଥା କହିଛନ୍ତି। ଯେଉଁଠି ଦେଖିବେ ଏବେ କେବଳ ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କର ଚର୍ଚ୍ଚା, ତାଙ୍କର ଏହି ପରକୀୟା ପ୍ରୀତି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି।
ଯେହେତୁ ସେଠାରେ ମିଡ଼ିଆ ଙ୍କର ଭାଇ ଙ୍କର ଗହଳି ଲାଗି ରହି ଥିଲା ତେଣୁ ବାହାରକୁ କେହି ଗେଟ ଖୋଲିବା ପାଇଁ ଆସି ନଥିଲେ | ତେବେ ସେଠାରେ ଛିଡା ହୋଇ ଅପରାଜିତା ମହାନ୍ତି ବାରମ୍ବାର ତୃପ୍ତି ଓ ତାଙ୍କ ପରିବାର ଲୋକ ଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରୁ ଥିଲେ ଏବଂ ଗେଟ ଖୋଲିବାକୁ କହୁ ଥିଲେ | ତେବେ ଯେତେ ବେଳେ ଅପରାଜିତା ଙ୍କୁ ପଚରା ହୋଇ ଥିଲା କି ଏମିତି ଏକ ଘଟଣା କେମିତି ଘଟିଲା ଯାହାକି ବହୁତ ବଡ଼ ଘଟଣା ସେହି ସମ୍ପର୍କ ରେ କିଛି କୁହନ୍ତୁ |
ମେ ଭୁଗିବ। ତମ ପୁତ୍ର ତମର ହୋଇ ରହିବନି। ଯାହା ତ ବାପା ମା କହିଲେ ପୁଣି ପ୍ରକୃତି ତାଙ୍କ ସାଙ୍ଗ ହୋଇ ମଧ୍ଯ ସୁସିଆଲ୍ ମିଡିଆ ରେ ଅପରାଯିତା କୁ ଏମିତି କଥା କହିଛନ୍ତି। ଯେଉଁଠି ଦେଖିବେ ଏବେ କେବଳ ସୁପରଷ୍ଟାର ବାବୁସାନ ମହାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।