Ajira Anuchinta – ମହିଳା ମାନଙ୍କ ର କାଖରେ କେଶ ଥିଲେ କଣ ହେବ ? ଜାଣନ୍ତୁ ସେହି ମହିଳା ମାନଙ୍କ ର ଚରିତ୍ର କିପରି ହୋଇ ଥାଏ ।
ସୋସିଆଲ ମିଡ଼ିଆ ଏପରି ଏକ ଜିନିଷ ଯାହା ଦ୍ୱରା ଆମେ ବହୁତ କିଛି ଜିନିଷ ଜାଣିବାକୁ ପାଇଥାଉ। ଯାହା ଦ୍ୱାରା ଆମେ ନିଜକୁ ସୁରକ୍ଷିତ ଓ ସତର୍କ କରି ପାରୁ। ତେଣୁ ସୋସିଆଲ ମିଡ଼ିଆ ଆମ ସଲାଜ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପୁରାଣ ରେ ଅନେକ ନୀତି ନିୟମ ରହିଛି।
ଯାହାକୁ କି ବହୁତ ଲୋକ ବିଶ୍ୱାସ କରୁଥିବା ବେଳେ ଅନେକ ଲୋକ ବିଶ୍ୱାସ କରି ନଥାନ୍ତି। କିନ୍ତୁ ଯିଏ ବିଶ୍ୱାସକରୁ କି ନକରୁ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ହୋଇ ଥାଏ। କାହିଁକି ନା ଏହି ପୁରାଣ କୁ ମହା ପୁରୁଷ ଓ ମୁନି ଋଷି ମାନେ ଲେଖି ଯାଇ ଛନ୍ତି। ସେମାନେ ଏବେ ଏ ଦୁନିଆ ରେ ନାହାନ୍ତି ସତ କିନ୍ତୁ ଆଜି ବି ସେମାନେ ଏ ଦୁନିଆ ରେ ଅମର ହୋଇ ରହିଛନ୍ତି।
ତେବେ ଏସବୁ କିଛି ଆମର କର୍ମ ଫଳ ଉପରେ ନିର୍ଭର କରି ଥାଏ। କାହିଁକି ନା ଯିଏ ଯେପରି କର୍ମ କରିବ ସେ ସେହି ପରି ଫଳ ପାଇବ। କିନ୍ତୁ ଆମର ଏପରି କିଛି ଅଭ୍ୟାସ ରହିଛି ଯାହା ପାଇଁ କି ଆମେ ଅନେକ ସମୟ ରେ ବହୁତ କଷ୍ଟ ପାଇ ଥାଉ। ଏବେ ଆଜି ଆମେ ଏଭଳି କିଛି କଥା ବିଷୟରେ ଜାଣିବା ଯାହା କି ଆପଣଙ୍କ ର ଜୀବନକୁ ଖୁସିରେ ଭରି ଦେବ।
1. ଯେଉଁ ମହିଳା ମାନଙ୍କ ର କାଖ ରେ ଚୁଟି ରହି ଥାଏ ସେମାନେ ବହୁତ ସମୃଦ୍ଧ ଶାଳୀ ଓ ପରିଶ୍ରମୀ ହୋଇ ଥାଆନ୍ତି। ଏହା ସହ ଆଗାମୀ ଦିନ ମାନଙ୍କ ରେ ସେମାନେ ନିଜର ଭଲ ପରିଚୟ ସୃଷ୍ଟି କରି ଥାଆନ୍ତି।
2. ଯେଉଁ ମହିଳା ମାନଙ୍କ ର ସ୍ତନ ଓ ଛାତିରେ ଚୁଟି ରହି ଥାଏ ସେମାନେ ବହୁତ ସ୍ୱାର୍ଥ ପର ହୋଇ ଥାଆନ୍ତି। ସର୍ବଦା ନିଜ ପାଇଁ କାମ କରି ଥାଆନ୍ତି। ଏମାନେ କୌଣସି ନୀତି ନିୟମ ମାନନ୍ତି ନାହିଁ।
3. ଯଦି ଆପଣଙ୍କ ଘରେ କୋଣସି ଝିଅ କିମ୍ବା ପୁଅ ର ବିବାହ ହେଉ ନାହିଁ ତାହାଲେ ଆପଣ ଏକ ମାସ ପର୍ଯ୍ୟନ୍ତ ଅଶ୍ୱସ୍ଥ ବୃକ୍ଷ ର ପୂଜା କରନ୍ତୁ। ଏହା ସହ ତାଙ୍କର ବିଛଣା ତଳେ ଏକ ହଳଦୀ ରଖି ଦିଅନ୍ତୁ। ଦେଖିବେ ତାଙ୍କର ଖୁବ ଶୀଘ୍ର ବିବାହ ହୋଇ ଜିବ।
4. ଯେଉଁ ବ୍ୟକ୍ତି ମାନଙ୍କ ର ବାମ ପାର୍ଶ୍ୱ ରେ କଳାଯାଇ ରହି ଥାଏ ସେମାନେ ବହୁତ ଭାଗ୍ୟବାନ ହୋଇ ଥାଆନ୍ତି। ଏହା ସହ ଯେଉଁ ମାନଙ୍କ ର ଡାହାଣ ପାଖରେ କଳା ଯାଇ ଥାଏ ସେମାନେ ସବୁ ଆଡୁ ମାନ ସମ୍ମାନ ପାଇଥାନ୍ତି।
5. ଯେଉଁ ମାନଙ୍କ ର ଘର କରିବାର ସ୍ୱପ୍ନ ରହିଛି। ସେମାନେ ପ୍ରତିଦିନ ସକାଳୁ ଉଠି ଗଣେଶ ଭଗବାନ ଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏପରି କଲେ ଆପଣଙ୍କ ର ଘର କରିବା ର ସ୍ୱପ୍ନ ପୂରଣ ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।