🛑EXCLUSIVE : ମାମୁ ଆଗରେ ଧରା ପଡିଲା ଭଣଜା ଓ ମାଇଁ ର କଳା କାରନାମା, ନିଜ ମାମୁ ସହ ଏମିତି କଲା ଭଣଜା…! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଦୁନିଆ ରେ ସମସ୍ତେ ବିଭିନ୍ନ ସମ୍ପର୍କ ସ୍ଥାପନ କରିଥାନ୍ତି । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜ ରେ ସମସ୍ତେ ବହୁତ ସମ୍ପର୍କ ସ୍ଥାପନ କରିଥାନ୍ତି । ତେବେ ସେ ମଧ୍ୟରୁ କିଛି ଭଲ ଥିଲା ବେଳେ କିଛି ଖରାପ ଥାଏ । ଆପଣ ମାନେ ଜାଣିଥିବେ ଏମିତି କିଛି ସମ୍ପର୍କ ରହିଥାଏ ଯାହା ନିଜ ଲୋକ ଙ୍କ ଠୁ ମଧ୍ୟ ଅଧିକା ଥାଏ । ହେଲେ ଏମିତି କିଛି ଘଟଣା ଯାହା ନିଜ ଲୋକ ଙ୍କୁ ମଧ୍ୟ ପର କରିଦିଏ । ତେବେ ଆସନ୍ତୁ ଏମିତି ଏକ ଘଟଣା ଉପରେ ନଜର ଦେବା ଯାହା ବହୁତ ନିନ୍ଦନୀୟ ଅଟେ ।

ଜଣେ ଝିଅ ମଥାରେ ଯେତେବେଳେ ଜଣେ ପୁଅ ସିନ୍ଦୁର ଲଗାଏ ଏବଂ ବିବାହ ହୁଏ ସେତେବେଳେ ସ୍ୱାମୀ ସ୍ତ୍ରୀ ଭାବରେ ସମସ୍ତେ ତାଙ୍କୁ ଗ୍ରହଣ କରନ୍ତି । ଦୁହେଁ ସାତ ଜନ୍ମ ର ସାଥି ହୋଇ ରହିବାର ଶପଥ ନେଇଥାନ୍ତି । ନିଜ ସ୍ୱାମୀ ଙ୍କୁ ଇହକାଳ ପରକାଳ ର ଦେବତା ଭାବରେ ପ୍ରତ୍ୟକ ପତ୍ନୀ ଗ୍ରହଣ କରିଥାନ୍ତି ।

ସ୍ୱାମୀ ସ୍ତ୍ରୀ ଦୁହେଁ ଜୀବନ ଯୁଦ୍ଧ କୁ ମିଶିକି ଲଢ଼ିଥାନ୍ତି । ବହୁତ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ନିଜ ଜୀବନ ଦେଇ ଦେଇଥାନ୍ତି । ହେଲେ ଆଜିର ଦୁନିଆ ରେ ଏମିତି କି ଅଘଟଣ ଘଟୁଛି ଯାହା କେହି ସ୍ୱପ୍ନ ରେ ସୁଦ୍ଧା ଭାବି ନଥିବେ ।

ଆପଣ ମାନେ ଜାଣିଥିବେ ମାଇଁ ଏବଂ ଭଣଜା ର ସମ୍ପର୍କ ବହୁତ ଭଲ ହୋଇଥାଏ । ମାଇଁ ନିଜ ଭଣଜା ,ଭାଣିଜୀ ଙ୍କୁ ପୁଅ ଝିଅ ପରି ଦେଖିଥାନ୍ତି । ହେଲେ ଏମିତି ଏକ ନିନ୍ଦନୀୟ ଘଟଣା ଘଟିଛି ଯାହା କେହି ଭାବି ନଥିବେ । ଗୋଟେ ପରିବାର ରେ ଜଣେ ମାଇଁ ଙ୍କ ଘରକୁ ତାଙ୍କ ଭଣଜା କିଛି କାମରେ ବାରମ୍ବାର ଆସନ୍ତି ।

ତେବେ ଘରେ କେହି ନଥିବାରୁ ମାଇଁ ଏବଂ ଭଣଜା ବହୁତ କଥା ହୁଅନ୍ତି ଏବଂ ଧୀରେ ଧୀରେ କଥାବାର୍ତା ପ୍ରେମ ରେ ପରିଣତ ହେଲା । ଏମିତି କି ଦୁହେଁ ପ୍ରେମ ରେ ଏତେ ପାଗଳ ହୋଇଗଲେ ଯେ କେହି କାହାକୁ ଛାଡି ରହିବା ଭଳି ନଥିଲେ ଏବଂ ଧୀରେ ଧୀରେ ଏହି ଦୁହିଁଙ୍କ ପ୍ରେମ ସମ୍ପର୍କ ସମସ୍ତେ ଜାଣିପାରିଲେ । ବହୁତ ନିନ୍ଦା କଲେ ମଧ୍ୟ ଉଭୟ ଙ୍କୁ କିଛି ଫରକ ପଡିଲା ନାହିଁ ।

ଏହି ଘଟଣା ଟି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବି ସ୍ଥାନା ପଞ୍ଚୁପାଣ୍ଡବ ଡେରାଡିହ ଗ୍ରାମ ରେ ଘଟିଯାଇଛି ଏମିତି ଏକ ଘଟଣା ମାଇଁ ଙ୍କ ପ୍ରେମ ରେ ଭଣଜା ମଜ୍ଲିଶ କରୁଥିବା ବେଳେ ଦେଖି ଦେଇଥିଲେ ମାମୁ ଯାହା ଫଳରେ ଭଣଜା କିଶୋର ବେହେରା ଓ ମାଇଁ ମାନସୀ ବେହେରା

ଦୁହେଁ ମିଶି ମାମୁଁ ବାବାଜୀ ବେହେରା କୁ ଅତି ଅମାନୁଷିକ ମାଡ଼ ମାରିବା ସହିତ ଏକ ଧାରୁଆ ଅସ୍ତ୍ରରେ ସାହାଯ୍ୟ ରେ ମାରି କ୍ଷତାକ୍ତ କରିଥିଲେ । ମାମୁଁ ବାବାଜୀ ବେହେରା କୁ ସ୍ଥାନୀୟ ଲୋକ ୧୦୮ କୁ ଡାକି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରିଥିଲେ । ଦୀର୍ଘ ବର୍ଷ ଧରି ମାଇଁ ଓ ଭଣଜା ଙ୍କ ଭିତରେ ଶାରୀରିକ ସଂପର୍କ ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।