Exclusive : ବୁଢା ଏବେ ବାସନା ତେଲ ଲଗେଇବାକୁ ଭାରି ମନ କରୁଛି ,ତା ସ୍ତ୍ରୀକୁ କହୁ ଲଗେଇ ଦେବ,ଏମିତି କହିଲେ ପ୍ରମିଳା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସ୍ତ୍ରୀର ହକ ଦାବି ଓ ପୁଅକୁ ତାର ବାପା ର ପରିଚୟ ପ୍ରଦାନ ଦାବି ରେ ଦୀପିକା ଙ୍କ ଧାରଣା ଆଜି ୪୨ ଦିନରେ ପହଞ୍ଚିଛି । ଦିନେଶ ଙ୍କ ପରିବାର ଲୋକେ ଗତ ୧୦ ଦିନ ହେଲା କେଉଁ ଆଡ଼େ ଚାଲି ଯାଇଥିବା ବେଳେ କେବଳ ଶଶୁ ର ହିଁ ଘର କୁ ସମୟ ସମୟ ରେ ଆସି ବୁଲି ଯାଉଛନ୍ତି । ଦିନେଶ ଅନ୍ୟ ଜଣେ ଝିଅ କୁ ବିବାହ ହୋଇ ଥିବା ନେଇ ସହର ରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ତଦନ୍ତ କରିବା କୁ ପୋଲିସ କୁ ଅନୁରୋଧ କରିଛନ୍ତି ଦୀପିକା।

ଦୀପିକା ଓ ଦିନେଶ ପାରିବାରିକ ମାମଲା ର ଅନ୍ତ କେବେ ଏହି ମାମଲା ଦିନ କୁ ଦିନ ଜଟିଳ ଆଡ଼ କୁ ଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନାର ବାଟ ଫିଟି ପାରୁ ନାହିଁ। ଦିନେଶ ଙ୍କ ଘର ବାରଣ୍ଡା ରେ ଦୀପିକ ଙ୍କ ଧାରଣା କୁ ଇତି ମଧ୍ୟରେ ୪୨ ଦିନ ବିତି ସାରିଛି ।

ନା ତାଙ୍କୁ ମିଳୁଛି ସ୍ତ୍ରୀର ଅଧିକାର ନା ତାଙ୍କ ପୁଅକୁ ମିଳୁଛି ବାପାର ପରିଚୟ । ନ୍ୟାୟ ପାଇବା ଆଶାରେ ସେଭଳି ଧାରଣାରେ ବସି ରହିଛନ୍ତି ଦୀପିକା । ଗତ ୧୦ ଦିନ ହେଲା ଦିନେଶଙ୍କ ପରିବାର ଲୋକେ ଘରେ ବାହାର ପଟୁ ତାଲା ପକାଇ କେଉଁଆଡ଼େ ଚାଲିଯାଇଛନ୍ତି । ବର୍ତ୍ତମାନ ଗତ ଦୁଇ ଦିନ ପୂର୍ବରୁ କେବଳ ଶଶୁର ଘରକୁ ଆସି କିଛି ସମୟ ରହିବା ପରେ ପୁଣି ତାଲା ପକାଇ ଚାଲିଯାଇଥିଲେ ।

ଗତ ଦୁଇ ଦିନ ହେଲା ଦିନେଶଙ୍କ ବାପା ଘରକୁ ଆସି କିଛି ସମୟ ରହିଥିଲେ । ଏହି ସମୟ ରେ ଦୀପିକା ଏକୁଟିଆ ଘର ବାରଣ୍ଡାରେ ଧାରଣାରେ ବସିଥିଲେ ।ଓ ସେହି ଥି ଦିନେଶ ର ବାପା ଦୀପିକା କୁ କହିଥିଲେ asiki ବାସ୍ନା ତେଲ ଲଗେଇ ଦାବି ପାଇଁ ସେପଟେ ଘରେ କେହି ନଥିବା ଯୋଗୁଁ ଦୀପିକାଙ୍କୁ ଘରକୁ ଆସିବା ନିମନ୍ତେ କହିଥିଲେ ।

ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଦୀପିକା ପ୍ରତି ତାଙ୍କ ଶଶୁରର ଏଭଳି ବ୍ୟବହାରକୁ ତୀବ୍ର ନିନ୍ଦା କରିଛନ୍ତି । ଏଭଳି ବ୍ୟବହାର କରିବା ଦ୍ବାରା ଦୀପିକା ଧାରଣାରୁ ହଟିଯିବ ବୋଲି ସେ ଭାବୁଛନ୍ତି କିନ୍ତୁ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଦୀପିକା ଧାରଣାରୁ ହଟିବେ ନାହିଁ,” କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଜଣେ ଝିଅ ନ୍ୟାୟ ପାଇବା ପାଇଁ ଦୀର୍ଘ୪୨ ଦିନ ହେଲା ଧରଣାରେ ବସିଛି । ଏନେଇ ସମସ୍ତେ ଅବଗତ ରହିଥିବା ବେଳେ ଜିଲ୍ଲା ପ୍ରଶାସନ କୌଣସି ପ୍ରକାରର ପଦକ୍ଷେପ ନ ନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା,” କହିଛନ୍ତି ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ।

ଆସନ୍ତା ୧୯ ତାରିଖରେ ମହିଳା କମିଶନ ପକ୍ଷରୁ ମାମଲା ସମ୍ପର୍କରେ ଆଲୋଚନା ନେଇ ଉଭୟ ପକ୍ଷକୁ ଚିଠି କରାଯାଇଥିବା ବେଳେ ଉଭୟ ପକ୍ଷ ପହଞ୍ଚି କଣ ଆଲୋଚନା କରୁଛନ୍ତି ଓ କଣ ନିଷ୍କର୍ଷ ବାହାରୁଛି ଏବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!