breacking news-ଶ୍ରମିକ ମାନଙ୍କ ପାଇଁ ଆସିଲା ଖୁସି ଖବର….. ଏଣିକି ମାସ ରେ ନୁହେଁ ବରଂ ପ୍ରତି ସପ୍ତାହରେ ମିଳିବ ଦରମା……ଜାଣନ୍ତୁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା……,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବନ୍ଧୁଗଣ ବର୍ତ୍ତମାନ ର ସୂଚନା ଅନୁସାରେ ଚାକିରୀଆ ବ୍ୟକ୍ତି ଙ୍କ ପାଇଁ ଏକ ବହୁତ ବଡ଼ ଖୁସି ର ଖବର ଆସିଛି। ଏଣିକି ଆପଣ ଙ୍କୁ ଦରମା ପାଇଁ ଗୋଟିଏ ମାସ ଅପେକ୍ଷା କରିବା କୁ ପଡିବ ନାହିଁ କାରଣ ବର୍ତ୍ତମାନ ଆପଣ ମାନଙ୍କ ପରି ସମସ୍ତ କର୍ମଚାରୀ ଙ୍କୁ ସପ୍ତାହିକ ଦରମା ମିଳିବ। ଏଣିକି ପ୍ରତି ସପ୍ତାହରେ ତଥା ସାତ ଦିନ କୁ ଥରେ ମଜୁରିଆ ବା ଚକିରିଆ ଙ୍କୁ ଦରମା ମିଳିବ। ତେବେ ଆଜ୍ଞା ଆମ ଭାରତ ରେ ପ୍ରଥମ ଥର ପାଇଁ ଏହିଭଳି ଏକ ସୁବର୍ଣ୍ଣ ସୁଯୋଗ ତଥା ଲୋକମାନେ ଙ୍କ ପାଇଁ ଅତ୍ୟନ୍ତ ର ଖୁସି ଖବର ଆଣିଛନ୍ତି ଏକ କମ୍ପାନୀ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ବନ୍ଧୁଗଣ ବର୍ତ୍ତମାନ ର ସୂଚନା ଅନୁସାରେ , ଭାରତୀୟ କମ୍ପାନୀ ଇଣ୍ଡିଆମାର୍ଟ ଏହିଭଳି ଏକ ପ୍ରଶଂସନୀୟ ନିଷ୍ପତ୍ତି ନେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି।ତେବେ ଏହି ସୂଚନା ଆସିବା ପରେ ଲୋକ ମାନେ ବହୁତ ଖୁସି ହୋଇଛନ୍ତି କାରଣ ସେମାନ ଙ୍କୁ ଆଉ ନିଜ ପରିଶ୍ରମ ର ପାରିଶ୍ରମିକ ପାଇବା ପାଇଁ ଗୋଟିଏ ମାସ ଅପେକ୍ଷା କରିବା କୁ ହେବ ନାହିଁ। ଏଣିକି ପ୍ରତି ସପ୍ତାହରେ ସେମାନେ ନିଜ ଦରମା ପାଇପାରିବେ ଏବଂ ପରିବାର କୁ ଖୁସି ରେ ରଖି ପାରିବେ। ତେବେ ଏ ବିଷୟରେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ମାସରେ ଭାରତୀୟ କମ୍ପାନୀ ଇଣ୍ଡିଆ ମାର୍ଟ ନିଜର କର୍ମଚାରୀ ମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ର ଖବର ଆଣିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ଆନନ୍ଦିତ କରିଦେଇଛି।

ତେବେ ଆସନ୍ତା ମାସ ଠାରୁ ଇଣ୍ଡିଆ ମାର୍ଟ ରେ କାମ କରୁଥିବା ସମସ୍ତ ସଂଗଠିତ ଓ ଅସଂଗଠିତ କର୍ମଚାରୀ ମାନଂ ଙ୍କୁ ପ୍ରତି ସପ୍ତାହରେ ଦରମା ମିଳିବ। ବର୍ତ୍ତମାନ ଆଉ ମାସ ସରିଲେ ସେମାନ ଙ୍କୁ ତାଙ୍କର ପାରିଶ୍ରମିକ ବଦଳ ରେ ସପ୍ତାହିକ ତଥା ସାତ ଦିନ କୁ ଥରେ ଦରମା ମିଳିବ।

କର୍ମଚାରୀ ତଥା ଏଠାରେ ଚାକିରୀ କରିଥିବା ବ୍ୟକ୍ତି ମାନେ ଗୋଟିଏ ସପ୍ତାହ ରେ ଯେତିକି କାମ କରିଥିବେ ବା ତାଙ୍କର ଯେତିକି ଟଙ୍କା ଦରମା ହେବ ତାହାକୁ ସେମାନ ଙ୍କୁ ଦିଆଯିବ। ତେବେ ଇଣ୍ଡିଆ ମାର୍ଟ ହେଉଛି ଭାରତ ର ପ୍ରଥମ କମ୍ପାନୀ ଯିଏ ତାର କର୍ମଚାରୀ ମାନ ଙ୍କୁ ଏହି ସୁବିଧା ସୁଯୋଗ ଦେଇଛି।

ତେବେ ପୂର୍ବରୁ ବଡ଼ ବଡ଼ ଉନ୍ନତ ଦେଶ ତଥା ଆମେରିକା , ୟୁରୋପ , ଅଷ୍ଟ୍ରେଲିଆ ଆଦି କେତେକ ଦେଶ ରେ ଏହିଭଳି ସାପ୍ତାହିକ ଦରମା ଦେବା ର ବ୍ୟବସ୍ଥା ରହିଛି।

ତେବେ ଭାରତ ରେ ପ୍ରଥମ ଥର ପାଇଁ ଇଣ୍ଡିଆ ମାର୍ଟ ତରଫରୁ ନିଆଯାଇ ଥିବା ଏହି ନିଷ୍ପତ୍ତି କୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି। ତେବେ ସବୁଠାରୁ ଅଧିକ ଖୁସି ଅଛନ୍ତି ଅସଂଗଠିତ କର୍ମଚାରୀ ମାନେ। ଦେଶ ର କୋଣ ଅନୁକୋଣ ରୁ ଇଣ୍ଡିଆ ମାର୍ଟ ର ଏହି ନିଷ୍ପତ୍ତି କୁ ପ୍ରଶଂସା କରାଯାଇଛି ଏବଂ ଆଗକୁ ଏହିପରି ନିଷ୍ପତ୍ତି ଅନ୍ୟ ବଡ଼ ବଡ଼ କମ୍ପାନୀ ନେବା ଉଚିତ ବୋଲି ମଧ୍ୟ ଲୋକମାନେ ମତ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।