breacking news-ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ,ଏହି ଛୋଟ ଛୋଟ କାମ କଲେ ଆପଣଂକୁ ଜେଲ ହୋଇ ପାରେ । ତେବେ ଜାଣନ୍ତୁ କେଉଁ କାମ କଲେ ଆପଣଂକୁ ଜେଲ ହୋଇ ପାରେ ।

ଆଜି କାଲି ଦୁନିଆ ରେ ବହୁତ କ୍ରାଇମ ହେଉଛି । ସେଥି ପାଇଁ ଭାରତ ରେ ବହୁତ କାନୁନୁ ରହିଛି । ଯାହାକୁ ମାନି ନ ଚାଲିଲେ ଆପଣଂକୁ ହୋଇ ପାରେ ଜେଲ । ତେବେ ଆଜି ଆମେ ଆପଣଂକୁ କିଛି କାନୁନ ବିଷୟରେ କହିବା ପାଇଁ ଯାଉଛୁ ଯାହା ଆପଣଙ୍କ ଜୀବନ ରେ ବହୁତ ଦରକାର ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି କାନୁନ ବିଷୟରେ :-

1, ଆପଣ ମାନେ ଜାଣନ୍ତି ପବ୍ଲିକ ପ୍ଲେସ ରେ କିସ କଲେ କିମ୍ବା ହକ କରି କିସ କଲେ , ତାହାଲ ଆଇନ ଅନୁ ସାରେ ଆପଣଙ୍କ ର କେହି କିଛି କ୍ଷତି କରି ପାରିବେ ନାହିଁ । କିମ୍ବା ପୋଲିସ ମଧ୍ୟ ଆପଣଂକୁ କିଛି କହି ପାରିବ ନାହିଁ । ଯଦି ଆପଣ ପବ୍ଲିକ ପ୍ଲେସ ରେ ଆପଣ ଆଉ କିଛି କଲେ , ତାହାଲେ ଆଇନ ଅନୁ ସାରେ ଆପଣଂକୁ 8 ମାସ ପର୍ଯ୍ୟନ୍ତ ଜେଲ ହୋଇ ପାରେ ।
2, ଯଦି ଆପଣଂକୁ ପୋଲିସ ବିନା କାରଣ ରେ ଅଟକ ରଖିଛି , ତାହାଲେ ତାକୁ ଆପଣ ଗାଳି ଦେଇ ପାରିବେ ନାହିଁ , ସେ ଟ୍ରାଫିକ ପୋଲିସ ହେଉ କି ଅନ୍ୟ ପୋଲିସ ହେଉ , ଯଦି ଆପଣଙ୍କ ଗାଳି ଦେବାରେ ତାକୁ ଯଦି ଖରାପ ଲାଗେ ତାହାଲେ ସେ ଯାହା ଚାହିଁବ ଆପଣଙ୍କ ସହିତ କରି ପାରିବ । ମନେ ଚାହିଁଲେ ଆପଣଂକୁ ଜେଲ ରେ ଭର୍ତି କରି ଦେଇ ପାରିବେ ।

3 , ତୃତୀୟ ରେ ଜାଣିବା ଯେଉଁ ମାନେ ଲିଭ ଇଂନ ରିଲେସନ ସିପ ରେ ରହୁ ଛନ୍ତି , ସେମାନେ ଯଦି ଗୋଟେ ଘରେ ସାଙ୍ଗ ହିସାବ ରେ ରହି , ବିବାହ ନ କରି । ସେମାନେ ସେକ୍ସ କରନ୍ତି , ତାହାଲେ ତାଙ୍କ ଉପରେ କେହି କେସ କରି ପାରିବେ ନାହିଁ ।
4, ଭାରତ ରେ ସମ୍ବିଧାନ ରେ ଲେଖା ଅଛି , କାହାରି ଘର ସାମ୍ନା ରେ କେହି ପରିସ୍ରା କରି ପାରିବେ ନାହିଁ , ଏହା ଏକ ଅପରାଧ ଅଟେ । ତେବେ ଆପଣ ଯଦି ତାଙ୍କ ନାମ ରେ ଥାନରେ କେସ ଦିଅନ୍ତି ତାହାଲେ ଏହି କଥା ଟି କୋର୍ଟ ପର୍ଯ୍ୟନ୍ତ ଯାଇ ପାରିବ । କିନ୍ତୁ ଏହି ଭଳି ଛୋଟ ଛୋଟ କେସ ଦୁନିଆରେ ବହୁତ ଅଛି ଯାହା ଲୋକ ମାନେ ଏହାକୁ ଜାଣି ପାରନ୍ତି ନାହିଁ ।
5 , ଶେଷରେ ଆମେ ଆପଣଂକୁ କହିବା ପାଇଁ ଯାଉଛୁ ଭାରତୀୟ ସମ୍ବିଧାନ ରେ ଧାରା 24 ଅନୁ ସାରେ , ଆପଣ ଙ୍କ ଘରେ କୌଣସି ଛୋଟ ପିଲା କୁ କାମ କରେଇ ପାରିବେ ନାହିଁ । ଅର୍ଥାତ 14 ବର୍ଷ ରୁ କମ ହୋଇ ଥିଲେ ତାକୁ କୌଣସି କମ୍ପାନୀ କାମ କରେଇ ପାରିବ ନାହିଁ ।

ଏହା ଦ୍ୱାରା ମାଲିକ କୁ ଜେଲ ହୋଇ ପାରେ । ତେବେ ଏହି ଭଳି ବହୁତ ଛୋଟ ଛୋଟ କଥା ଅଛି ଯାହା ଆମକୁ ଦେଖା ଯାଏ ନାହିଁ , କିନ୍ତୁ କେସ କଲେ ଜେଲ ହୋଇ ଯାଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।