breacking news -ପ୍ରକାଶିତ ହେଲା ବିଜୁ ପକା ଘର ଯୋଜନା ଉପଭକ୍ତା ଙ୍କର ନୂଆ ଲିଷ୍ଟ….କଣ ଆପଣ ଙ୍କର ନାମ ରହିଛି କି ନାହିଁ ଏହି ଲିଷ୍ଟ ରେ ତେବେ,ଜାଣନ୍ତୁ କିପରି ଏଥିରେ ନାମ ନଥିଲେ କଣ କରିବେ ଏବଂ ଅନ୍ୟ ମାନଙ୍କୁ ସେୟାର କରି ଜଣାନ୍ତୁ !

ଯଦି ଆମେ ଆମ ରାଜ୍ୟ ସରକାର ଙ୍କର ତୁଳନା ଅନ୍ୟ ରାଜ୍ୟ ସରକାର ଙ୍କ ସହ କରିବା ତେବେ ଆପଣ ନିଶ୍ଚିତ ଭାବରେ ଜାଣିପାରିବେ କି ଆମ ସରକାର ଲୋକଙ୍କ ପାଇଁ ସବୁବେଳେ ନୁଆ ନୁଆ ଯୋଜନା କାର୍ଯ୍ୟକାରୀ କରିଥାନ୍ତି ଆଉ ଏହା ଦ୍ବାରା ଦେଶର ଲକ୍ଷ ଲକ୍ଷ ଅଭାବୀ ଏବଂ ଗରିବ ସୀମା ରେଖା ତଳେ ରହୁଥିବା ଲୋକମାନେ ଉପକୃତ ହୋଇଥାନ୍ତି। ତେବେ ଆପଣ ମାନେ ଜାଣିଛନ୍ତି କି ଆମ ଓଡ଼ିଶା ସରକାର ସଦା ସର୍ବଦା ଲୋକଙ୍କ ଦୁଃଖ ସୁଖ ରେ ସାଥି ହୋଇରହିଥାନ୍ତି। ତେବେ ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ସେ କାର୍ଯ୍ୟକାରୀ କରିଛନ୍ତି।

ତେବେ ଏହି ଯୋଜନା ମଧ୍ୟରେ ରହିଛି, ବିଜ୍ଜୁ ପକା ଘର ଯୋଜନା, ତେବେ ଏହି ଯୋଜନା ରେ ରାଜ୍ୟ ସରକାର ଗରିବ ଲୋକଙ୍କୁ ଏକ ବାସଗୃହ ଯୋଗାଇ ଦେଇଥାନ୍ତି ।ତେବେ ଆପଣ ମାନେ ଜାଣିଛନ୍ତି ଯେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗରିବ ଲୋକଙ୍କ ର କଚା ଘର ଭାଙ୍ଗିଯାଏ।

ଆଉ ରହିବା ପାଇଁ ବାରମ୍ବାର ତାଙ୍କୁ ଘର ତିଆରି କରିବା କୁ ହୁଏ ଆଉ କେହି କେହି ପାଲ ଟାଣି ରହିବାର ମଧ୍ୟ ଦେଖାଯାଇଛି। ତେବେ ବର୍ତ୍ତମାନ ର ଯାହା ବଡ଼ ସୂଚନା ରହିଛି କି ବିଜୁ ପକା ଘର ଯୋଜନା ର ନୂଆ ଲିଷ୍ଟ ଆସିଯାଇଛି।

ଯେଉଁ ବ୍ୟକ୍ତି ମାନେ ଏହି ବିଜୁ ପକା ଘର ଯୋଜନା ରେ ନାମ ଲେଖାଇଥିଲେ ସେମାନ ଙ୍କର ଏକ ନୂଆ ଲିଷ୍ଟ ଆସିଯାଇଛି। ତେବେ ଆପଣ ଯଦି ଜାଣିବାକୁ ଚାଁହୁଛନ୍ତି କି ସେହି ଲିଷ୍ଟ ରେ ଆପଣ ଙ୍କର ନାମ ରହିଛି କି ନାହିଁ ବୋଲି ତାହା ଆପଣ ଜାଣିପାରିବେ।

ତେବେ ଆସନ୍ତୁ ଜାଣିବା କିପରି ଭାବରେ ଆପଣ ନିଜ ନାମ ସେହି ନୂଆ ଲିଷ୍ଟ ରେ ରହିଛି କି ନାହିଁ ଜାଣିପାରିବେ। ତେବେ ବନ୍ଧୁଗଣ ଆପଣ ମାନେ ବିଜୁ ପକା ଘର ଲିଷ୍ଟ ରେ ନାମ ଅଛି କି ନାହିଁ ତାହା ଆପଣ ଅନଲାଇନ ମାଧ୍ୟମ ରେ ଜାଣିପାରିବେ।

ତେବେ ଏହାକୁ ଜାଣିବା ପାଇଁ ପ୍ରଥମେ ଗୁଗୁଲ ରେ ଯାଇ ପିଜୁ ପକା ଘର ଯୋଜନା ଲେଖି ଶ୍ରଚ କରନ୍ତୁ। ତେବେ ଏହାର ପ୍ରଥମ ରେ ଥିବା ଲିଙ୍କ ରେ କ୍ଲିକ କରନ୍ତୁ ଏହାପରେ ଆପଣ ଙ୍କୁ ବିଜୁ ପକା ଘର ପୋର୍ଟାଲ ଦେଖାଯିବ। ତେବେ ସେଠାରେ କାର୍ଡଧାରୀ ନାମରେ ଏକ ଅପ୍ସନ ରହିଥାଏ ତାହା ଉପରେ କିଳ୍କ କରନ୍ତୁ।

ବର୍ତ୍ତମାନ ସେ ଆପଣ ଙ୍କୁ ନିଜ ବିଷୟରେ କେତେକ ସୂଚନା ଯେପରି ଆପଣ ଙ୍କର ଗାଁ ,ପଞ୍ଚାୟତ , ବ୍ଳକ ଆଦି ପୂରଣ କରନ୍ତୁ। ଏହି ସବୁ କରିସାରିବା ପରେ ଆପଣ ଙ୍କୁ ଏକ ଲିଷ୍ଟ ସୋ କରିବ ,ଯେଉଁ ଥିରେ ଆପଣ ଙ୍କର ନାମ ମଧ୍ୟ ରହିଥିବ।
କିନ୍ତୁ ଯଦି ଏହି ଲିଷ୍ଟ ରେ ଆପଣ ଙ୍କର ନାମ ନଥାଏ ତେବେ ଆପଣ ପୁଣି ଥରେ ନୂଆ କରି ଆବେଦନ କରିପାରିବେ। କିମ୍ବା ଯଦି ଆପଣ ଙ୍କର କୌଣସି ତୃଟି ନଥାଇ ନାମ ସେଥିରେ ନଥାଏ ତେବେ ଆପଣ ଏହା ଉପରେ ମକର୍ଦ୍ଧମା କରିପାରିବେ। ତେବେ ଏବେ ହିଁ ଚେକ କରନ୍ତୁ ନିଜର ନାମ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।