breacking news -ନରେନ୍ଦ୍ର ମୋଦି ଙ୍କର ବଡ଼ ଘଷଣା ,ଏଣିକି ଏହି ପିଲା ମାନକୁ ମାଗଣା ରେ ପାଠ ପଢେଇବା ସହିତ , 5 ଲକ୍ଷ ଟଙ୍କା ଦେବେ ଜଣାନ୍ତୁ କେଉଁ କେଉଁ ପିଲା ପାଇବେ ଟଙ୍କା ଏବଂ ଅନ୍ୟ ମାନଙ୍କୁ ସେୟାର କରି ଜଣାନ୍ତୁ ।
କେନ୍ଦ୍ର ମନ୍ତ୍ରୀ ଙ୍କର ବଡ଼ ଘଷଣା କରନା ରେ ବାପା ମାଁ କୁ ହରାଇ ଥିବା ପିଲା ମାନେ ଏବେ 5 ଲକ୍ଷ ଟଙ୍କା ପାଇବେ । ତା ସହିତ ମାଗଣା ରେ ପଢି ପାରିବେ , ସ୍ୱାସ୍ଥ୍ୟ ଖରାପ ହେଲେ ମଧ୍ୟ ନରେନ୍ଦ୍ର ମୋଦି ସବୁ କିଛି ବୁଝିବେ । ତେବେ ଏହି ଯୋଜନା ଟି ହେଇଚି ଅୟୁଶ ମାନ ଯୋଜନା ରେ ଦିଆ ଯିବ । ସେହି ଭଳି ଧର୍ମେନ୍ଦ୍ର ପ୍ରଧାନ କହି ଛନ୍ତି , ଏହି ଯୋଜନା ଟି କି ଭଳି ଆଗକୁ ଲୋକଙ୍କ ପାଇଁ ଉପକୃତ ହେବ , ସେ ନେଇ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହି ଛନ୍ତି ।
ସେ କହି ଛନ୍ତି ପ୍ରଧାନ ମନ୍ତ୍ରୀ ଙ୍କ ଜରିଆ ରେ ଦେଶ କେମିତି ଆଗକୁ ଯାଇ ପାରିବ , ସେଥି ପାଇଁ ନରେନ୍ଦ୍ର ମୋଦି ଏହି ଭଳି ଯୋଜନା ଆଣି ଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନ ମନ୍ତ୍ରୀ ଙ୍କ ସହାୟତା ଓ ଜରୁରୀ କାଳୀନ ରିଲିଫ ପାଣ୍ଠି ରୁ ଏହି ବୀମା ପ୍ରଦାନ କରା ଯିବ ବୋଲି ଅନୁରାଗ ଠାକୁର କହି ଛନ୍ତି । ଦେଶର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ପରେ ପ୍ରଧାନ ମନ୍ତ୍ରୀ ଏହି ଭଳି ଯୋଜନା ଆଗକୁ ଆଣି ଛନ୍ତି ।
କରନା ରେ ବାପା ମାଙ୍କୁ ହରାଇ ଥିବା ପିଲା ମାନେ , ଏବେ ସରକାର ଙ୍କ ତରଫ ରୁ ପାଇ ପାରିବେ 5 ଲକ୍ଷ ଟଙ୍କା । ତା ସହିତ ମାଗଣା ପାଠ ପଢା , ଖାଦ୍ୟ ସବୁ କିଛି ଭରଣା ପୋଷଣ କରିବେ ନରେନ୍ଦ୍ର ମୋଦି । ତେବେ ଏହି ଯୋଜନା ଟିକୁ ଦେଖି ଅମିତ ସାହା ସ୍ୱାଗତ କରି ଛନ୍ତି । ତେବେ ଏଭଳି ଯୋଜନା ଆଗରୁ କେବେ ହେଲେ ଆସି ନ ଥିଲା ।
ଏହି ଯୋଜନା ଟି ପ୍ରଥମ ଥର ପାଇଁ ଆସିଛି । ଏହି ଯୋଜନା ରେ 18 ବର୍ଷ ପିଲା ପର୍ଯ୍ୟନ୍ତ ଏହି ଯୋଜନା ରେ ଲାଭ ଉଠାଉ ପାରିବେ । ଅର୍ଥାତ 19 ବର୍ଷ ର ପିଲା ହେଇ ଯୋଜନା ଏଇ ଲାଭ ଉଠାଇ ପାରିବେ ନାହିଁ । କେବଳ କରନା କୁ ଆଖି ଆଗରେ ରହି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭଳି ନିଷ୍ପତି ନେଇ ଛନ୍ତି ।
ତେବେ କରନା ର ପ୍ରଥମ ଲହର ରେ ବହୁତ ପିଲା ନିଜର ବାପା ମାଙ୍କୁ ହରାଇ ଦେଇ ଥିଲେ । ଏବଂ କରନା ର ଦ୍ୱିତୀୟ ଲୋହର ରେ ମଧ୍ୟ ଠିକ ସେହି ଭଳି ବହୁତ ପିଲା ଅନାଥ ହୋଇ ଥିଲେ । ସେଥି ପାଇଁ ଏହି ପିଲା ମାନେ ଯଦି ପାଠ ପଢି ପାରିବେ ନାହିଁ ତାହାଲେ ଦେଶର ଭବିଷ୍ୟତ କଣ ହେବ ବୋଲି ଭାବି ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଟି ଆରମ୍ଭ କରି ଛନ୍ତି । ଯୋଉ ଥିଲେ ଗୋଟେ ପିଲା ପାଠ ପଢିବା ସହିତ ଦେଶର ନାମ ମଧ୍ୟ ରଖି ପାରିବ । ଯାହାର କେହି ନାହାନ୍ତି ତା ସାଥିରେ ମୋଦି ଅଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।