BREACKING NEWS- LIC ପକ୍ଷରୁ ଆସିଲା ଖୁସି ଖବର…..ଏଣିକି ମାତ୍ର ୧୨୧ ଟଙ୍କା ଜମାକରି ପାଆନ୍ତୁ ୨୭ ଲକ୍ଷ ଟଙ୍କା…. LIC ର ଏହି ସ୍କିମ ରେ ପଞ୍ଜିକରଣ କରନ୍ତୁ ଏବଂ ଝିଅ ର ପାଠପଢା ଓ ବିବାହ ର ଖର୍ଚ୍ଚ କୁ ନେଇ ନିଶ୍ଚିନ୍ତା ରେ ରୁହନ୍ତୁଏବଂ ଅନ୍ୟ ମାନଙ୍କୁ ଶେୟର କରି ସମସ୍ତଙ୍କୁ ଜଣାନ୍ତୁ !
ବନ୍ଧୁଗଣ ବର୍ତ୍ତମାନ LIC ବା ଜୀବନ ବୀମା ପକ୍ଷରୁ ଏକ ବହୁତ ବଡ଼ ତଥା ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ପାଇଁ ଏକ ସୁନ୍ଦର ସ୍କିମ ଟିଏ ଆସିଅଛି। ଏହି ସ୍କିମ ବିଷୟରେ ଜାଣିଲେ ଆପଣ ବହୁତ ଖୁସି ହୋଇଯିବେ,ତେବେ ଏହି ସ୍କିମ ର ନାମ ରହିଛି “LIC କନ୍ୟା ରତ୍ନ ସ୍କିମ”। ଏଣିକି LIC ରେ ଆପଣ ମାତ୍ର ୧୨୧ ଟଙ୍କା ଜମା କରି ୨୭ ଲକ୍ଷ ଟଙ୍କା ପାଇପାରିବେ। ଏହି ସ୍କିମ ଟି ଖାସ କରି ଝିଅ ପିଲାଙ୍କ ପାଇଁ ରହିଛି ,ଏହି ଟଙ୍କା ଆପଣ ନିଜ ଝିଅ ର ବାହାଘର ତଥା ତାଙ୍କର ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ।ତେବେ ଆସନ୍ତୁ ଜାଣିବା LIC ର ଏହି ଦମଦାର ସ୍କିମ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ।
LIC କନ୍ୟା ରତ୍ନ ସ୍କିମ କଣ:-
ବନ୍ଧୁଗଣ LIC କନ୍ୟା ରତ୍ନ ସ୍କିମ , ଝିଅ ମାନଙ୍କ ପାଇଁ ତଥା ଗରିବ ଓ ମଧ୍ୟବିତ୍ତ ପରିବାରର ବାପା ଙ୍କ ପାଇଁ ନିଜ ଝିଅ ର ବାହାଘର ଏବଂ ତାର ପାଠ ପଢା ପାଇଁ ଏକ ସ୍କିମ ଅଟେ। ଏହି ସ୍କିମ ରେ ଆପଣ ଙ୍କୁ ପ୍ରତି ମାସରେ ୨୫ ବର୍ଷ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଆମାଉଣ୍ଟ ର ଟଙ୍କା ଜମା କରିବାକୁ ପଡିବ।
ଏବଂ ୩୦ ବର୍ଷ ପରେ ଆପଣ ନିଜ ଝିଅ ର ବିବାହ ପାଇଁ ୨୭ ଲକ୍ଷ ଟଙ୍କା ପାଇଁ ପାରିବେ।ତେବେ ଏହାକୁ ଆବେଦନ କରିବା ପାଇଁ ଝିଅ ର ବୟସ ୧ ବର୍ଷ ରୁ ଅଧିକ ଏବଂ ବାପା ଙ୍କର ବୟସ ୩୦ ବର୍ଷ ରୁ ଅଧିକ ହୋଇଥିବା ଆବଶ୍ୟକ।
କିପରି ହେବେ ଏହାର ଭାଗିଦାରୀ:-
LIC କନ୍ୟା ରତ୍ନ ସ୍କିମ ରେ ଆପଣ ଙ୍କୁ ପ୍ରଥମେ ଏକ ଫର୍ମ ଭରିବାକୁ ହେବ।ଏହି ଫର୍ମ ପୂରଣ କରିବା ପାଇଁ ଆପଣ ଙ୍କୁ ଆଧାର କାର୍ଡ , ଆୟକର ପତ୍ର, ଠିକଣା ପତ୍ର ,ପାସପୋର୍ଟ ଫୋଟ ଏବଂ ଫର୍ମ ରେ ଆପଣଙ୍କ ଦସ୍ତଖତ ଆବଶ୍ୟକ ରହିଛି।
ତେବେ ଏହି ସବୁ ଆବଶ୍ୟକ କାଗଜପତ୍ର ଦେଇ ଆପଣ ଫର୍ମ ଟିକୁ ଭରି ସାରିବା ପରେ ଆପଣ ଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମାସିକ ୩୬୦୦ ଟଙ୍କା ପ୍ରିମୀୟମ ଦେବାକୁ ପଡିବ ,କିନ୍ତୁ ଆପଣ ଚାହିଁଲେ କମ ଟଙ୍କା ର ପ୍ରିମୀୟମ ମଧ୍ୟ ଭରି ପାରିବେ।
ତେବେ ଏହିପରି ୨୫ ବର୍ଷ ପର୍ଯ୍ୟନ୍ତ ଆପଣ ଙ୍କୁ ପ୍ରିମୀୟମ ଦେବାକୁ ପଡିବ ମାତ୍ର ଆପଣ ୧୩ ବର୍ଷ ପ୍ରିମୀୟମ ଦେବା ପରେ କିଛି ଟଙ୍କା ଉଠାଇ ପାରିବେ। ଆଉ ୨୫ ବର୍ଷ ଦେବା ପରେ ଆଉ ପାଞ୍ଚ ବର୍ଷ ଟଙ୍କା ଦେବାକୁ ହେବ ନାହିଁ ,୩୦ ବର୍ଷ ପରେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ।
ଯଦି ଏହା ମଧ୍ୟରେ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ନମିନି କୁ ସବୁ ଟଙ୍କା ମିଳିବ ମେଚ୍ୟୁରିଟି ପରେ। ଆଉ ଯଦି ବ୍ୟକ୍ତି ଙ୍କର ଦୁର୍ଘଟଣା ରେ ମୃତ୍ୟୁ ହୋଇଥାଏ ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ LIC ପକ୍ଷରୁ।
ତେବେ ବର୍ତ୍ତମାନ ହିଁ ଯାଇ ଆପଣ ମାନେ LIC ର ଏହି ସ୍କିମ ରେ ପଞ୍ଜିକରଣ କରନ୍ତୁ ଏବଂ ନିଜ ଝିଅ ର ପାଠ ପଢା ଓ ବିବାହ ରେ ଖର୍ଚ୍ଚ କୁ ନେଇ ନିଶ୍ଚିନ୍ତା ରେ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।