breacking news – ହୋଲିରେ ସରକାରଙ୍କ ବଡ ଘୋଷଣା ,ଏଣିକି ଏମାନଙ୍କୁ ମିଳିବ ମାଗଣା ଗ୍ୟାସ ସିଂଲିଣ୍ଡର ବିନା ମୂଲ୍ୟ ରେ ପାଇବେ ପାରିବେ ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଗ୍ୟାସ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..

ସରକାର ସବୁ ସମୟ ରେ ନାଗରିକ ମାନଙ୍କ ର ମଙ୍ଗଳ କାମନା କରି ଥାନ୍ତି । ସେଥି ପାଇଁ ସରକାର ପ୍ରତି ବର୍ଷ କିଛି ନୂଆ ଯୋଜନା ଆରମ୍ଭ କରି ଥାନ୍ତି । କେନ୍ଦ୍ର ସରକାର ଙ୍କର ହୋଲି ତୋଫା । ଏବେ ନୂଆ ଯୋଜନା ଆସୁଛି ଉଜ୍ବଳ ଯୋଜନା । ଏହି ଯୋଜନା ରେ ଏକ କୋଟି 60 ଲକ୍ଷ ଲୋକଙ୍କୁ ମିଳିବ LPG ଗ୍ୟାସ ସିଲିଣ୍ଡର । କେନ୍ଦ୍ର ସରକାର ଙ୍କର ସବୁ ଠାରୁ ବଡ଼ ହୋଲି ତୋଫା । ଏହି ଯୋଜନା ଅନ୍ୟ ଯୋଜନା ଅପେକ୍ଷା ସବୁ ଠାରୁ ଭଲ ଯୋଜନା ଅଟେ ।

ଏହି ହୋଲି ରେ ଆପଣ ମାନକୁ ବିନା ମୂଲ୍ୟ ରେ ମିଳି ପାରିବ ଗ୍ୟାସ ସିଲିଣ୍ଡର । ଉତ୍ତରପ୍ରଦେଶ ରେ ପୁଣି ଥରେ ୟଗି ଆଦିତ୍ୟ ନାଥ ସରକାର ହୋଇ ଛନ୍ତି । ତେଣୁ ସେ କହି ଥିଲେ ବିନା ମୂଲ୍ୟ ରେ ଗ୍ୟାସ ସିଲିଣ୍ଡର ଦେବା ପାଇଁ । ସେ ଏ କଥା ଇଲେକ୍ସନ ପୂର୍ବରୁ କହି ଥିଲେ ତେଣୁ , ସେ ଏବେ ଉପ ର ମୁଖ୍ୟ ମନ୍ତ୍ରୀ ହୋଇ ସାରି ଛନ୍ତି ତେଣୁ ସେ ଲୋକ ମାନଙ୍କ ପାଇଁ ଏହି ଗ୍ୟାସ ସିଲିଣ୍ଡର ସୁବିଧା କରି ପାରନ୍ତି ବୋଲି ଆଶା କରା ଯାଉଛି ।
ହୋଲି ର ପ୍ରଥମ ଭେଟି ଲୋକଙ୍କ ପାଇଁ ଆଣିଲେ ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ । ସେ ଏହି ଉଜ୍ବାଳା ଯୋଜନା ରେ 3 ହଜାର କୋଟି ଟଙ୍କା ଖର୍ଚ୍ଚ2 କରୁ ଛନ୍ତି ବୋଲି ଜଣା ପଡୁଛି। ଆପଣ ମାନେ ଜାଣି ଥିବେ ଇଉକ୍ରେନ ଓ ରୁଷ ଯୁଧ୍ୟ ସ୍ଥିତି ଏବେ ଏମିତି ହେଲାଣି , କେଉଁଠି ଲୋକେ କେମିତି ତେଲ ପାଇବେ ତାହା କଷ୍ଟକର ହୋଇ ପଡ଼ିଲାଣି । ଭାରତ ରେ ଏବେ ଗଛିତ ତେଲ ସବୁ ସରିବା ପାଇଁ ବସିଲାଣି ।

ତେଣୁ ତେଲ ର ମୂଲ୍ୟ ଧୀରେ ଧୀରେ ବଢିବା ପାଇଁ ଲାଗି ଲାଣି । ୟଗି ଆଉ ଏକ ଯୋଜନା ମଧ୍ୟ କରି ଛନ୍ତି ରାସନ ଯୋଜନା । ଏହି ଯୋଜନା ରେ ମଧ୍ୟ ବହୁତ ଲୋକ ବହୁ ସୁବିଧା ପାଇ ପାରିବେ । ତେବେ ଭାରତ ରେ ଯଦି ଜଣେ ଏବେ କିଏ ଦମ୍ଭ ମୁଖ୍ୟ ମନ୍ତ୍ରୀ ଅଛନ୍ତି , ସେ ଆଉ କେହି ନୁହନ୍ତି । ସେ ହେଉ ଛନ୍ତି ୟଗି ।

ତେବେ ଏହି ଯୋଜନା ଟି ଓଡିଶା ରେ ନୁହେଁ । ଏହି ଯୋଜନା ଟି ଉତ୍ତର ପ୍ରଦେଶ ରେ । ସେଠାରେ ୟଗି ମୁଖ୍ୟ ମନ୍ତ୍ରୀ1 ହେଲା ବୋଲି , ଆଜି ତାଙ୍କ ସରକାର ବିନା ମୂଲ୍ୟ ରେ ଗ୍ୟାସ ସିଲିଣ୍ଡର ଦେବା ପାଇଁ ଯାଉ ଛନ୍ତି ।

କିନ୍ତୁ ଓଡିଶା ସରକାର ଏତେ ବର୍ଷ ଶାସନ ପରେ ମଧ୍ୟ ଓଡ଼ିଆ ପୁଅ ମାନେ ଆଜି ଦାଦନ ଖଟିବା ପାଇଁ ଯାଉଛନ୍ତି । ଓଡିଶା ରେ ଗୋଟେ କିଛି ନାହିଁ । ଏଠାରେ କେବଳ ସୁବିଧା ଟଙ୍କିଆ ଚାଉଳ, ଆଉ ସବୁ2 ଠାରୁ ବଡ ଯୋଜନା ପିଠା ଯୋଜନା । ଆଉ କିଛି ନାହିଁ ଏଠାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।